Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବନ୍ୟାଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ ରବି ନାରାୟଣ ନାଏକ
ବାଲେଶ୍ୱର, ୨୪/୮(କୃଷ୍ଣ କୁମାର ମହାନ୍ତି): ଗ୍ରାମୀଣ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୋମବାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,…
ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୫ ହଜାର ଟଙ୍କା ସହାୟତା ଦେଲେ ବାଲେଶ୍ଵରର ମନୋହରଲାଲ ପାଲା…
ବାଲେଶ୍ୱର, ୨୪/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ଓ ପୁନର୍ବାସ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛି ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ ମନୋହରଲାଲ ପାଲା ଜୁଏଲର୍ସ। ପ୍ରତିଷ୍ଠାନର ପାର୍ଟନର ରାକେଶ ପାଲା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ…
ବାଲେଶ୍ଵରର ବ୍ଲୁ ଲେକ୍ ପାଲଟିଲା ନିଷିଦ୍ଧାଞ୍ଚଳ
ବାଲେଶ୍ଵର, ୨୪/୮ (କୃଷ୍ଣ କୁମାର ମହାନ୍ତି): ଦୁଇ କଲେଜ ଛାତ୍ରଙ୍କ ମୃତ୍ୟୁ ପରେ ଶେଷରେ ଚେତିଲା ପ୍ରଶାସନ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ମିତ୍ରପୁର ମଛୁଆ ପଞ୍ଚାୟତ ଅନ୍ତର୍ଗତ ବ୍ଲୁ ଲେକ୍କୁ ଏବେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।
ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ…
ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଦୀର୍ଘ ୨୦ ବର୍ଷର କର୍ମ ଯାତ୍ରା ପାଇଁ ସମ୍ମାନିତ ହେଲେ ସର୍ବେଶ୍ୱର ଜେନା
ବାଲେଶ୍ୱର, ୨୪/୮(କୃଷ୍ଣ କୁମାର ମହାନ୍ତି): ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଦୀର୍ଘ ୨୦ ବର୍ଷର ନିରନ୍ତର କର୍ମଯାତ୍ରା ପାଇଁ ସର୍ବେଶ୍ୱର ଜେନାଙ୍କୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାସ୍ତରୀୟ ସମାରୋହରେ ସମ୍ମାନିତ କରାଯାଇଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ…
ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର…
ମାଛରା ଆଦର୍ଶ ବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ।
କୋରାପୁଟ: ୨୪/୮ ସାଇବର ଅପରାଧ ଓ ଅନଲାଇନ୍ ଠକେଇରୁ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ କୋରାପୁଟ ସାଇବର ପୋଲିସ୍ ପକ୍ଷରୁ ଲଗାତାର ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଆଜି କୋରାପୁଟ କଫିବୋର୍ଡ ନିକଟସ୍ଥ ମାଛରା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ…
ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ପଟ୍ଟାମୁଣ୍ଡାଇ ୨୪/୮: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଡିଅଣ୍ଟା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଧାନଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ…
ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ! ଗୋଶାଳା ଗୋଖାଦ୍ୟ ପାନୀୟଜଳ, ଏସ ଆଇ ଆର ଉପରେ ଫୋକସ
ପଟ୍ଟାମୁଣ୍ଡାଇ୨୪/୮- ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଓ ଏସ ପି ଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ଅତିରିକ୍ତ ଏସ ପି ସୁଧାକର ସାହୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ଅତିରିକ୍ତ…
ଅସଦାଚରଣ କରି ଲହୁଲୁହାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ।
ଗଜପତି (ମନୋଜ ପାଢ଼ୀ)-: ଦିନକୁ ଦିନ ସମାଜରେ ମହିଳାଙ୍କ ପ୍ରତି ବିଭିନ୍ନ ପ୍ରକାରର ଅତ୍ୟାଚାର ଦେଖିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଏକ ଆଶ୍ୱସ୍ତିକର ଖବର ଗଜପତି ଜିଲ୍ଲା ନ୍ୟାୟାଳୟରୁ ଆସିଛି; ଯେଉଁଥିରେ ମାନ୍ୟବର ଗଜପତି ଜିଲ୍ଲା ଓ ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ ନ୍ୟାୟ…
ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ୍,ବାଲେଶ୍ବର ଦ୍ଵାରା ସାହିତ୍ୟିକା ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ସମ୍ବର୍ଦ୍ଧିତ। ।
ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାର ଜଣେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କୁ “ବନ୍ଦେ ମାତରମ୍” ତଥା ସ୍ୱାଧିନତା ଦିବସ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ ସାରସ୍ବତ ସାହିତ୍ୟ, ଶିକ୍ଷାର ଆଲୋକ ବଣ୍ଟନ ଏବଂ ସମାଜର କଲ୍ୟାଣ…