Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗରବାସୀ ଜଳବନ୍ଦୀ
ଗଜପତି,୨୪.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ନିକଟସ୍ଥ ରାଣୀପେଣ୍ଠ ଗ୍ରାମର କ୍ରିଷ୍ଣା ନଗର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ଖବର ସାମ୍ନାକୁ ଆସିଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଗଜପତି…
ନୀଳମଣି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଭଲିବଲ୍ ଖେଳାଳି ଚୟନ କାର୍ଯ୍ୟକ୍ରମ ଉଦଯାପିତ।
ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ନାରାୟଣପୁରସ୍ଥିତ ନୀଳମଣି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଭଲିବଲ୍ ଖେଳାଳି ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ ୩୩୬ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ…
ଜାତୀୟ ସ୍ତରରେ ଗଜପତିର ଜାନଭୀଙ୍କ ଦିଭା ଏକ୍ସେଲେନ୍ସ- ୨୦୨୬ ମୁକୁଟ ହାସଲ।
ଗଜପତି,୨୪.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସେକ୍ସନ ଅଫିସର ଶ୍ରୀମତୀ ଚୂତପ୍ରିୟା ଜେନାଙ୍କ ପ୍ରତିଭାବାନ କନ୍ୟା ଜାନଭୀ ଜେନା ମିସ୍ ଦିଭା ଏକ୍ସେଲେନ୍ସ - ୨୦୨୬ ମୁକୁଟ ହାସଲ କରି ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି।ଦିଲ୍ଲୀ ଏନ୍ସିଆର୍ର ହାୟାତ୍ ସେଣ୍ଟରଠାରେ…
ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍ରେ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶ୍ରେୟସ ପାତ୍ର ।
ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ଛାତ୍ର ଶ୍ରେୟସ ପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ରିଜିଅନ୍ ପକ୍ଷରୁ ଅଣ୍ଡର-୧୭ ବାଳକ ଭଲିବଲ୍ ଦଳରେ ମନୋନୀତ ହୋଇ ଗଜପତି ଜିଲ୍ଲାକୁ…
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ସ୍ପେସ୍ ଡେ ୨୦୨୬ ପାଳିତ
ଗଜପତି:୨୪/୮(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସଭାଗୃହ ଠାରେ ନ୍ୟାସନାଲ ସ୍ପେସ-ଡେ ୨୦୨୬ ପାଳନ ଅବସରରେ ଆଜି ଏକ ବିଶେଷଜ୍ଞ ଆଲୋଚନା ଓ ଛାତ୍ରଛାତ୍ରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍…
ବିଦ୍ୟୁତ୍ ମରାମତି ବେଳେ ଆଘାତ ଲାଗି ଯୁବକ ମୃତ
ଆର, ଉଦୟଗିରି,୨୪.୮(ମନୋଜ କୁମାର ପାଢୀ): ପୁଲିସ ଉପସ୍ଥିତିରେ ଖୁଣ୍ଟରୁ ମୃତଦେହ ଉଦ୍ଧାର; ଘଟଣାକୁ ନେଇ ତଦନ୍ତ ଚାଲିଛି। ବିଦ୍ୟୁତ୍ ମରାମତି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମ ପଞ୍ଚାୟତର ଚମ୍ପାନାଳ…
କୋରାପୁଟ ଟାଉନ ଥାନାରେ ସାଇବର ସଚେତନତା କାର୍ଯ୍ୟକ୍ରମ
କୋରାପୁଟ:୨୩/୮ କୋରାପୁଟ ଟାଉନ ଥାନା ପରିସରରେ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କୋରାପୁଟ ଏସ୍ଡିପିଓ, କୋରାପୁଟ ଥାନା ଆଇଆଇସି ଏବଂ ସାଇବର ଡିଏସ୍ପି ଭବାନୀ ପ୍ରଧାନଙ୍କ ସହ ସାଇବର ପୋଲିସ ଟିମ୍ ଏହି…
ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ବ୍ରହ୍ମପୁର ସାଂସଦ
ଭୁବନେଶ୍ୱର: ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶମୂଳକ ଆକାଂକ୍ଷା, ଉଚ୍ଚଶିକ୍ଷା କ୍ଷେତ୍ରରେ ଅବହେଳା ଏବଂ ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ…
ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ
ଚମ୍ପୁଆ : ଲଗାଣ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ରୁଗୁଡ଼ି ନିକଟସ୍ଥ NH-520ର ବାରବାଙ୍କ ଘାଟିରେ ବଡ଼ ଧରଣର ଭୂସ୍ଖଳନ ଘଟିଥିବା ଜଣାପଡ଼ିଛି। ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସି ରାଜପଥ ଉପରେ ପଡ଼ିଛି।
ଭୂସ୍ଖଳନ ପରେ…
ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭଦ୍ରକ: ବନ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲା ଗସ୍ତକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ବନ୍ୟା ପୀଡ଼ିତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ…