Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ମାନଙ୍କ ଦ୍ଵାରା ବନ୍ୟା ପିଡୀତାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ପଟ୍ଟାମୁଣ୍ଡାଇ ୨୩/୮ : ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ଅନ୍ତର୍ଗତ ୩ନଂ ଓ ୪ନଂ ଓ୍ଵାର୍ଡ ନନ୍ଦିନୀ ନଗର ଓ ତନୁପୁର ଠାରେ ସମାଜସେବୀ ଅବିନାଶ ଲେଙ୍କାଙ୍କ ନେତୃତ୍ବରେ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ମାନେ ବନ୍ୟା ପୀଡିତା ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି। ବିଗତ ୧୫ ଦିନହେଵ ବନ୍ୟା…
ଶାନ୍ତ ସରଳ,ନିଷ୍କପଟ ବ୍ୟକ୍ତିତ୍ଵ ବୈକୁଣ୍ଠ ସେନାପତିଙ୍କ ପରଲୋକ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରାପଡା…
ପଟ୍ଟାମୁଣ୍ଡାଇ ୨୩/୮: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଡିହାପଡା ପଞ୍ଚାୟତ କୁପୁଣି ଗ୍ରାମର ଶାନ୍ତ,ସରଳ,ନିଷ୍କପଟ ତଥା ପୂର୍ବତନ ସରପଞ୍ଚ ବୈକୁଣ୍ଠ
ସେନାପତିଙ୍କ ପରଲୋକ ଘଟିଛି। ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।…
ମହାକାଶ ଷ୍ଟାର୍ଟଅପ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀ: ମହାକାଶ ଷ୍ଟାର୍ଟଅପ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏବଂ ମହାକାଶ ଷ୍ଟାର୍ଟଅପ୍ ସିଇଓମାନଙ୍କ ମଧ୍ୟରେ କ’ଣ ସବୁ ଆଲୋଚନା ହୋଇଥିଲା, ଆସନ୍ତୁ ଜାଣିବା….
ପ୍ରଧାନମନ୍ତ୍ରୀ: ଆପଣ ଏକ ନୂଆ କ୍ଷେତ୍ରରେ ସାହସ…
ଚୀନ ଯିବେ NSA ଅଜିତ ଡୋଭାଲ, ଭାରତ ଆସିବେ ଜିନପିଙ୍ଗ!
ନୂଆଦିଲ୍ଲୀ : ଆଜି ଚୀନ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତ-ଚୀନ୍ ସୀମା ବିବାଦ ନେଇ ଚାଲିଥିବା ସ୍ପେଶାଲ୍ ରିପ୍ରେଜେଣ୍ଟେଟିଭ୍ସ ବୈଠକରେ ସେ ଯୋଗଦେବେ। ଦୁଇ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। କାଲି ବେଜିଂରେ ଚୀନ୍…
ଘରଭଙ୍ଗା ଏବଂ ଚୋରି ମାମଲା: ପାରଳାଖେମୁଣ୍ଡି ପୋଲିସ ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ, ₹1.50 ଲକ୍ଷ ଟଙ୍କା ଉଦ୍ଧାର ।
ଗଜପତି,୨୩.୮(ମନୋଜ ପାଢ଼ୀ)-:ମଡେଲ ପୋଲିସ ଷ୍ଟେସନ, ପାରଳାଖେମୁଣ୍ଡି, ମାମଲା ନଂ. 327, ତାରିଖ 08.08.2026, ଧାରା 331(4)/305(A)/3(5) BNS, ଅଧିକ ତଦନ୍ତ ପରେ, ପୋଲିସ ଆଜି ମାମଲାର ଦ୍ୱିତୀୟ ଅଭିଯୁକ୍ତ, ପାରଳାଖେମୁଣ୍ଡିର ସଞ୍ଜୟ ଗାନ୍ଧୀ କଲୋନିର ମାଲଗାମୁ ରାମୁଙ୍କ ପୁଅ ମାଲଗାମୁ ଗଣପତି…
ଗୁଟୁକାର ଅବୈଧ ପରିବହନ ଧରାପଡ଼ିଲା – ୭ଟି କାର୍ଟନ୍ ବାକ୍ସ ଜବତ ।
ଗଜପତି,୨୩.୮(ମନୋଜ ପାଢ଼ୀ)-:22.08.2026 ରେ, ଅଡଭା ଛକରେ ଯାଞ୍ଚ କରିବା ସମୟରେ, ଅଡଭା ପୋଲିସ ବରମ୍ପପୁରରୁ ଉମାର୍କୋଟ ଅଭିମୁଖେ ଯାଉଥିବା କାମାଧେନୁ ବସ୍ରେ ଗୁଟୁକା ବେଆଇନ ପରିବହନକୁ ଚିହ୍ନଟ କରିଥିଲା।
ବସ୍ ଯାଞ୍ଚ ସମୟରେ, ପୋଲିସ ୦୭ (ସାତ) କାର୍ଟୁନ୍ ବାକ୍ସ ପାଇଲା, ପ୍ରତ୍ୟେକରେ "ମାଲା…
ଜୟଶ୍ରୀ ଦାସଙ୍କ “ହେ ବୁଦ୍ଧ! ତୁମକୁ ପ୍ରଣାମ “ଉନ୍ମୋଚିତ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
Jayashree Das's "O Buddha! Obeisance to You" was unveiled and the valedictory program was held
ଗଣେଶ ପୂଜା ମେଢ଼ ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଅଗ୍ରିମ ପ୍ରସ୍ତୁତି ବୈଠକ
ବାଲେଶ୍ୱର, ୨୩/୮(କୃଷ୍ଣ କୁମାର ମହାନ୍ତି): ଆଗାମୀ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ପାଳନ ପାଇଁ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଅଗ୍ରିମ ପ୍ରସ୍ତୁତି ବୈଠକ ଗାନ୍ଧୀ ସ୍ମୃତି ଭବନ ଠାରେ ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଗଣେଶ…
ଛାତ୍ର ବିଜେଡି ସଭାପତି ଭାବରେ ଛାତ୍ର ନେତା ହରେକୃଷ୍ଣ ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ: ଦିଆଗଲା ବିପୁଳ ସ୍ୱାଗତ…
ବାଲେଶ୍ଵର, ୨୩|୦୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ହରେକୃଷ୍ଣ ପ୍ରଧାନ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଦିନ…
ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଥାଲାସେମିଆ ରୋଗୀଙ୍କ ପାଇଁ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର
ବାଲେଶ୍ଵର ୨୩/୦୮(କୃଷ୍ଣ କୁମାର ମହାନ୍ତି) : ରକ୍ତ ଦାନ ଏକ ମହତଦାନ। ବୁନ୍ଦାଏ ରକ୍ତ ପାଇଁ ହସି ଉଠୁଥିବା ଜୀବନ ଲାଗି ରକ୍ତ ଦାନ କରିବା ନିହାତି ଦରକାର। ତୁମରି ରକ୍ତରେ କାହାର ଜୀବନ ବଞ୍ଚିଲେ, ସେ କର୍ମ ହେବ ତୁମର ଶ୍ରେଷ୍ଠ କର୍ମ। ଏହି ପରିପ୍ରେକ୍ଷୀରେ ଏହି ମହତ କାର୍ଯ୍ୟକୁ ରୂପରେଖ ଦେବା…