Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୪ର୍ଥ ଦିନରେ ପହଞ୍ଚିଲା ମନଓ୍ବର ଅଲ୍ଲୀଙ୍କ ଅନଶନ
ଭୁବନେଶ୍ବର, ୨୩!୮: ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କରି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ ଚଳାଇଥିବା ଅନଶନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଅନଶନକୁ ସମର୍ଥନ ଜଣାଇ ଓଡ଼ିଶାର ବହୁ ସାମାଜିକ ଓ ରାଜନୈତିକ କର୍ମୀ ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ଆଜି…
ଭୁବନେଶ୍ୱରଠାରେ ରାଷ୍ଟ୍ରିୟ ସେବା ଭାରତୀ କର୍ମଶାଳା ଉଦଘାଟିତ
ଭୁବନେଶ୍ୱର: ଭୁବନେଶ୍ୱରଠାରେ ରାଷ୍ଟ୍ରିୟ ସେବା ଭାରତୀ କର୍ମଶାଳା ଉଦଘାଟିତ ହୋଇଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କର୍ମଶାଳା ୨୬ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥାନୀୟ ମଞ୍ଚେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟନାରାୟଣ ରାଓ ସେବା କାର୍ଯ୍ୟକର୍ତ୍ତା ବିକାଶ…
‘ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ’ର ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ଵର: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରେ ‘ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ’ର ‘ଏକ ଦିବସୀୟ ବାର୍ଷିକ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି , ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବାରେ ଫାର୍ମାସିଷ୍ଟମାନଙ୍କ…
ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
ନବରଙ୍ଗପୁର: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଅଗଷ୍ଟ ୨୪…
ଚଳନ୍ତା ଟ୍ରେନରୁ ଅଲଗା ହେଲା ବଗି;ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରବିବାର ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଇଞ୍ଜିନ ବଗି ଛାଡ଼ି ଆଗକୁ ଚାଲିଯାଇଥିଲା। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ…
ପୁରୀରେ ଖଜା ପାଇଁ ଖଣ୍ଡଯୁଦ୍ଧ। ହାତାହାତି ଯୁବ ଗୋଷ୍ଠୀ।
ପୁରୀ : ପୁରୀରେ ଖଜା ପାଇଁ ଖଣ୍ଡଯୁଦ୍ଧ। ହାତାହାତି ଯୁବ ଗୋଷ୍ଠୀ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଯାହାକୁ ନେଇ ଭକ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ଠାରୁ ମାତ୍ର କିଛି ମିଟର ଦୂରରେ ଏଭଳି ଅଭାବନୀୟ ଘଟଣା ଘଟିଛି।…
ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ
ଗଜପତି ,୨୩.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ମହାରାଜା ପ୍ୟାଲେସ ନିକଟରେ ସନ୍ତୋଷ ସାହୁଙ୍କ ଭଡା ଘରେ ଜୁଆ ଖେଳ ହେଉଥିବା ବେଳେ ଚଢ଼ାଉ କରିଛି । ନୀଳା ପାଲେଇ (୨୭), ଲୋକେଶ୍ୱର ବରଡା (୨୪), ସନ୍ତୋଷ ସାହୁ (୨୬), ଦିଲ୍ଲୀ ପାସପୁରେଡ୍ଡୀ (୪୭), ଜୟସନ ସ୍ୱାଇଁ (୩୦) ଏବଂ ହରେକୃଷ୍ଣ ବାରିକ…
ଗଜପତିରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା।
ଗଜପତି,୨୩.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।ରିପୋର୍ଟ ଅନୁଯାୟୀ ତା:-୨୩/୦୮/୨୦୨୬ ରିଖରେ କାଶୀନଗରଠାରେ ୧୩୨.୦, ପାରଳାଖେମୁଣ୍ଡିଠାରେ ୧୧୯.୦, ରାୟଗଡଠାରେ ୧୨୦.୪ , ଗୁମ୍ମାଠାରେ ୧୦୦.୦, ନୁଆଗଡଠାରେ ୮୯.୨, ଆର.…
ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ।
ଗଜପତି,୨୩.୮(ମନୋଜ ପାଢ଼ୀ)-: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା, ସମ୍ମାନ, ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କର ଅଧିକାର ସମ୍ପର୍କରେ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣାରେ ବିଭାଗ ଓ ଦକ୍ଷିଣ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ
ଜୟପାଟଣା,(୨୩/୮): ଜୟପାଟଣା ବ୍ଳକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜୟପାଟଣା ପରିସରରେ ଦୁଇ ଦିନ ଧରି ଚାଲିଥିବା ବିଭାଗ ଓ ଦକ୍ଷିଣ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଗତ ୨୧ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ମେଳାରେ…