Browsing Category

ଓଡିଶା

ଗଜପତିରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା।

ଗଜପତି,୨୩.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାରେ ଗୋଟିଏ ଦିନରେ ୭୩୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।ରିପୋର୍ଟ ଅନୁଯାୟୀ ତା:-୨୩/୦୮/୨୦୨୬ ରିଖରେ କାଶୀନଗରଠାରେ ୧୩୨.୦, ପାରଳାଖେମୁଣ୍ଡିଠାରେ ୧୧୯.୦, ରାୟଗଡଠାରେ ୧୨୦.୪ , ଗୁମ୍ମାଠାରେ ୧୦୦.୦, ନୁଆଗଡଠାରେ ୮୯.୨, ଆର.…

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ।

ଗଜପତି,୨୩.୮(ମନୋଜ ପାଢ଼ୀ)-: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା, ସମ୍ମାନ, ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କର ଅଧିକାର ସମ୍ପର୍କରେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣାରେ ବିଭାଗ ଓ ଦକ୍ଷିଣ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ

ଜୟପାଟଣା,(୨୩/୮): ଜୟପାଟଣା ବ୍ଳକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜୟପାଟଣା ପରିସରରେ ଦୁଇ ଦିନ ଧରି ଚାଲିଥିବା ବିଭାଗ ଓ ଦକ୍ଷିଣ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୬ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଗତ ୨୧ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ମେଳାରେ…

ରାକ୍ଷୀ ପୂର୍ବରୁ ଭାଙ୍ଗିଗଲା ଭଉଣୀର ସ୍ୱପ୍ନ : ଦୁବାଇରେ ଚାଲିଗଲା ଭାଇର ଜୀବନ

ଗଞ୍ଜାମ : କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି ଭଉଣୀ। କଥା ଦେଇଥିଲା ଭାଇ। ଏଇ ରାକ୍ଷୀରେ ଘରକୁ ଆସିବ। ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବଡ଼ ସରାଗରେ ଚାହିଁ ବସିଥିଲା ହତଭାଗିନୀ ଭଉଣୀ। ଆଜି କାଲି ନୁହେଁ, ଦୀର୍ଘ ୨ ବର୍ଷ ହେଲା ଅପେକ୍ଷା କରିଥିଲା। ହେଲେ କିଏ ଜାଣିଥିଲା ହାତରେ ସେଇ…

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪୮ ଜଣ ଉତ୍କୃଷ୍ଟ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ ରେ ସମ୍ମାନିତ କରିବେ। ଏହି ସମ୍ବର୍ଦ୍ଧନା ସମାରୋହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଶିକ୍ଷକ…

ସିଆଇଏସ୍‌ଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଟକ ତା ୨୩.୦୮.୨୦୨୬. ‘ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ୍’ (CISD) ପକ୍ଷରୁ ଆଜି କଟକର କୁଆଖାଇ ନଦୀର ତଟ, ଉତ୍ତମପୁର, କଟକ-୧୧ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏବଂ ଜଳବାୟୁ ଅନୁକୂଳ ଗୁଣବତ୍ତା…

ବାଂଲାଦେଶରେ ହିନ୍ଦୁ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା

ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ବନ୍ଦ ଘର ଭିତରୁ ବାପା, ମାଆ ଓ ସେମାନଙ୍କ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ଘଟଣାର ତଦନ୍ତ ଆରମ୍ଭ…

ଶିଆଳିଲଟି ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା।

ଆର, ଉଦୟଗିରି,୨୨.୮(ମନୋଜ ପାଢ଼ୀ)-:ଆର୍.ଉଦୟଗିରି ଥାନା ଶିଆଳିଲଟି ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଗଞ୍ଜାମ ଜିଲ୍ଲା ଗୁମ୍ମା ଗାଁର ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି…