Browsing Category

ଓଡିଶା

ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

ପୁରୀ: ବଙ୍ଗୋପସାଗରରେ ସୃଷ୍ଟ ଅବପାତ/ଅତିଗଭୀର ଅବପାତ ପ୍ରଭାବରେ ପୁରୀ ସମୁଦ୍ର ଅତିମାତ୍ରାରେ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ୨ ରୁ ୩ ଫୁଟ୍‌ରୁ ଅଧିକ ଉଚ୍ଚର ଭୟଙ୍କର ଲହଡ଼ି ମାଡ଼ ହୋଇ କୂଳକୁ ମାଡ଼ି ଆସୁଥିବାରୁ ଜନବସତି ଓ ବାଲୁକା ବେଳାଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସମୁଦ୍ରର…

ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି…

ମହିଳା କବାଡିରେ ଭାରତ ଆଣିଲା ସ୍ୱର୍ଣ୍ଣ ପଦକ

ନାଗୋୟା : ପୁଣି ଭାରତ ଆଣିଲା ସୁନା। ଭାରତ କବାଡିରେ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତୀୟ ମହିଳା କବାଡି ଦଳ ଏସୀୟ କ୍ରୀଡା ୨୦୨୬ରେ ଜିତିଲେ ସ୍ୱର୍ଣ୍ଣ ପଦକ। ଫାଇନାଲରେ ଇରାନକୁ ୩୭-୩୪ରେ ପରାସ୍ତ କରିଛନ୍ତି। ଏହି ଏସୀୟ କ୍ରୀଡାରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ। ଏସୀୟ କ୍ରୀଡା ୨୦୨୬ ରେ…

ତାଇକୋଣ୍ଡୋ ପ୍ରତିଯୋଗିତାରେ ଗଜପତିର ଛାତ୍ରଛାତ୍ରୀଙ୍କ ସଫଳତା, ୭ ପଦକ ହାସଲ ।

ଗଜପତି, ୨୫.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-କେନ୍ଦୁଝର ଜିଲ୍ଲା ଏନ୍‌.ଏସ୍‌. ଗଭର୍ଣ୍ଣମେଣ୍ଟ ପୁଲିସ ହାଇସ୍କୁଲ ପରିସରରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୬-୨୭ରେ ଗଜପତି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୂହିକ ବନ୍ଦେ ମାତରମ୍ ଗାନ ।

ଗଜପତି, ୨୫.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଜମାଦାରଙ୍କ ସଭାପତିତ୍ବରେ ଆୟୋଜିତ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା…

ଗଜପତି ଜିଲ୍ଲାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗଜପତି,୨୫.୯( ମନୋଜ କୁମାର ପାଢୀଙ୍କରିପୋର୍ଟ):-ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମବାୟ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,…

ଅବପାତ ବର୍ଷା ଓ ଝଡ଼ରେ ଭୁବନେଶ୍ବର ଉପକଣ୍ଠ ବେହାଲ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଅବପାତ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଛି। ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ହେତୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍‌ ସମେତ ଭୁବନେଶ୍ବର ଉପକଣ୍ଠରେ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଯାଁଳା ପଞ୍ଚାୟତର…

ବାତ୍ୟା ଥମିବା ପରେ ଚନ୍ଦ୍ରଭାଗା ଉପକୂଳରେ ବାଲିଝଡ଼

ଭୁବନେଶ୍ବର: ବାତ୍ୟା ପ୍ରଶମିତ ହେବା ପରେ ଚନ୍ଦ୍ରଭାଗା ଉପକୂଳ ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିବା ସହ ସମୁଦ୍ର ଅଶାନ୍ତ ହୋଇ ବାଲିଝଡ଼ ସୃଷ୍ଟି ହୋଇଛି। ପବନରେ ତୁହାକୁ ତୁହା ବାଲି ଉଡ଼ିଆସି ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ଇକୋ-ରିଟ୍ରିଟ୍ ନିକଟସ୍ଥ ପ୍ରାୟ ୧ କିଲୋମିଟର ବ୍ୟାପୀ ଜାତୀୟ…

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି କଟକର ପୂର୍ବକଚ୍ଛସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ପୋଷଣ ମାସ ୨୦୨୬’ ଏବଂ ‘ସ୍ୱଚ୍ଛତା ହିଁ ସେବା ୨୦୨୬’  ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆଜି ଭାରତର ପ୍ରଥମ ରାଜ୍ୟ ଭାବେ ନିଜର ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିଛି। ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଓୟୁଏଟି…