Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୧ କିଲୋ ଗଞ୍ଜେଇ ଜବତ ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଗିରଫ ।
ଗଜପତି , ୨୬.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ୧୧ କିଲୋଗ୍ରାମ ଗଞ୍ଜେଇ ଜବତ ମାମଲାରେ ପାରଳାଖେମୁଣ୍ଡି ପୋଲିସ ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିଛି। ପାରଳାଖେମୁଣ୍ଡି ଥାନା କେସ୍ ନଂ ୩୩୧, ତା.୧୦.୦୮.୨୦୨୬, ଦଫା ୨୦(ବି)(ii)(ବି)/୨୯ ଏନଡିପିଏସ୍ ଆଇନ ଅନୁଯାୟୀ ଏହି ମାମଲା ରୁଜୁ…
ଗଜପତିରେ କମିଲା ବର୍ଷା , ସ୍ୱାଭାବିକ ହେଲା ଜୀବନଯାତ୍ରା ।
ଗଜପତି, ୨୬.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୬/୦୯:-ଗଜପତି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୩ ଓ ୨୪ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ପରେ ଗତକାଲି ଠାରୁ ବର୍ଷା ପରିମାଣ କମିଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଜିଲ୍ଲାରେ ଗତ ୨୪ ଘଣ୍ଟାରେ…
ରାଧାରମଣ ମଠରେ ଠାକୁର ହରିଦାସଙ୍କ ନିର୍ଯ୍ୟାଣ ମହୋତ୍ସବ
ପଟ୍ଟାମୁଣ୍ଡାଇ - କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ଠାରେ ଠାକୁର ଶ୍ରୀଶ୍ରୀ ହରି ଦାସଙ୍କ ନିର୍ଯ୍ୟାଣ ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ…
ବ୍ରାହ୍ମଣୀ କଲେଜ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ
ପଟ୍ଟାମୁଣ୍ଡାଇ୨୬/୯ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ପ୍ରଫେସର ଡ଼ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ I କଲେଜ ଜାତୀୟ ସେବା ଯୋଜନା ମୁଖ୍ୟ ସଂଯୋଜକ…
କାଣୀ ନଦୀରେ ପୁଣି ବନ୍ୟା: ସିଂହଗାଁ କୋଳଥିଆ ବାଲିକିରା ବାହ୍ୟ ଜଗତରୁ ବିଛିନ୍ନ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା
ପଟ୍ଟାମୁଣ୍ଡାଇ ୨୬/୯ ପଟ୍ଟାମୁଣ୍ଡାଇ ଅଂଚଳରେ ଲଘୁ ଚାପ ଜନିତ ବର୍ଷା ଓ ଗଭୀର ଅବପାତରୁ ସାମାନ୍ୟ ମୁକ୍ତି ମିଳିଥିବାବେଳେ ଆଜି ସକାଳୁ କାଣୀନଦୀରେ ବନ୍ୟା ଜଳ ହୁ ହୁ ହୋଇ ମାଡି ଆସିଛି Iଲୋକମାନେ ୩ ଦିନର ଲଗାଣ ବର୍ଷାରେ ଘାଣ୍ଟି ହେଉଥିବା ବେଳେ ଖରସ୍ରୋତା କାଣୀ ନଦୀ ବନ୍ୟା ଆସି ପୁଣି ଥରେ…
MMDR Act-2026 ବିରୋଧରେ ରାୟଗଡ଼ାରେ BJDର ବିଶାଳ ବିକ୍ଷୋଭ
ରାୟଗଡ଼ା:( ଭି ଗୌରୀଶଙ୍କର ରାଓ) MMDR Act-2026 ବିରୋଧରେ ରାୟଗଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସ୍ଥାନୀୟ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଶତାଧିକ କର୍ମୀଙ୍କ…
ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି
ପାରାଦୀପ: ଓଡ଼ିଶାର ସାମୁଦ୍ରିକ କ୍ଷେତ୍ର ପାଇଁ ଆସିଛି ବଡ଼ ଖବର। ନୂତନ ଭାରତୀୟ ବନ୍ଦର ଆଇନ, ୨୦୨୫ (Indian Ports Act, 2025) ଅଧୀନରେ ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ମାନ୍ୟତା ଦିଆଯାଇଛି। ପୂର୍ବଭାରତର ଏକମାତ୍ର ପୋର୍ଟ ଭାବେ ପାରାଦୀପକୁ ମାନ୍ୟତା ମିଳିଛି । ଦେଶର 4ଟି ବନ୍ଦରକୁ…
ଭୁବନେଶ୍ୱରଠାରେ ESI ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କିତ ସଚେତନତା ଶିବିର ଆୟୋଜିତ
ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ନିଗମ (ESIC), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଆଜି ESI ଯୋଜନା ଅଧୀନରେ ଉପଲବ୍ଧ ବିଭିନ୍ନ ସୁବିଧା ସମ୍ପର୍କରେ ହିତାଧିକାରୀ ଏବଂ ବୀମାଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା।…
ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ଷାରେ ଭାଙ୍ଗିଥିବା ଘର ବଦଳରେ ସରକାର ତୁରନ୍ତ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ନୂଆ ପକ୍କା ଘର ଯୋଗାଇ ଦେବେ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ…
ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ପୁଣି ଆଉ ୫ଟି ସ୍ପିଲୱେ ଗେଟ୍ ଖୋଲିଛନ୍ତି। ଫଳରେ ବର୍ତ୍ତମାନ ମୋଟ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏହି…