Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ
କଟକ, : ନିଆଳି ଅଞ୍ଚଳରେ ଚାଲିଥିବା ଅପମିଶ୍ରିତ ପନିର କାରବାର ଘଟଣାରେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫଏସଓ) ଅମିତା ଦାସଙ୍କୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ନିଆଳି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା…
ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍
ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀଙ୍କ ଅତୁଳନୀୟ ଯୋଗଦାନକୁ ସ୍ୱୀକୃତି ଦେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଶାଢ଼ି ଭତ୍ତା ବୃଦ୍ଧି କରାଯାଇଛି। ଶାଢ଼ି ଭତ୍ତା ବାବଦକୁ ପୂର୍ବରୁ ମିଳୁଥିବା ୧୩୯୦ ଟଙ୍କାକୁ…
ସୁନାମି ବିପର୍ଯ୍ୟୟ ମୁକାବିଲା ପାଇଁ ବାଲେଶ୍ୱରରେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର ଟିମ୍ର…
ବାଲେଶ୍ୱର, ୨୬ ସେପ୍ଟେମ୍ବର( କୃଷ୍ଣ କୁମାର ମହାନ୍ତି): ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲାରେ ସମ୍ଭାବ୍ୟ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପୂର୍ବ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର (INCOIS), ହାଇଦ୍ରାବାଦର ବୈଜ୍ଞାନିକ…
ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର: ୨ ଲକ୍ଷରୁ ଅଧିକ ପ୍ରଭାବିତ
ବାଲେଶ୍ୱର, ୨୬ା୯ (କୃଷ୍ଣ କୁମାର ମହାନ୍ତି): ଲଗାତାର ବର୍ଷା ଏବଂ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଜିଲ୍ଲାର ବିଭିନ୍ନ ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲା ପ୍ରଶାସନରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ,…
ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ସଂସ୍କୃତ ସପ୍ତାହ : ବକ୍ତୃତା, କବିତା, ବିତର୍କ ଓ ସଂସ୍କୃତ ଆବୃତ୍ତି…
ଭୁବନେଶ୍ୱର, ୨୬/୯(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ ସେପ୍ଟେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ-୨୦୨୬ ପାଳିତ ହୋଇଯାଇଛି।
ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ବକ୍ତୃତା, କବିତା ପାଠ, ବିତର୍କ, ପ୍ରବନ୍ଧ ଲିଖନ, ସଂସ୍କୃତ ଗୀତ ଓ…
ବାଲେଶ୍ୱରରେ ଲଗାଣ ବର୍ଷା ଫଳରେ ବଢୁଛି ନଦୀର ଜଳସ୍ତର : ନୁଣିଆଯୋଡ଼ି ପୋଲ ଉପରେ ଜଳ ପ୍ରବାହିତ
ବାଲେଶ୍ୱର, ୨୬/୯(କୃଷ୍ଣ କୁମାର ମହାନ୍ତି): ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା ପୁଣି ଘନୀଭୂତ ହୋଇଛି। ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ସମେତ ବିଭିନ୍ନ ନଦୀର ଜଳସ୍ତର ବଢ଼ିଚାଲିଥିବା ବେଳେ ତଳିଆ ଅଞ୍ଚଳରେ ଜଳ ପଶିବା ଆରମ୍ଭ ହୋଇଛି।
ରାଜ୍ୟର ଉତ୍ତର…
ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗରେ ଅନୁଷ୍ଠିତ ହେଲା ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ‘ପ୍ରୀତିପୁଷ୍ପ’ ସ୍ୱାଗତ…
ଭୁବନେଶ୍ୱର, ୨୫/୦୯ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ପକ୍ଷରୁ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ‘ପ୍ରୀତିପୁଷ୍ପ’ ନାମରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ସକାଳ ୧୦ଟାରେ ଆରମ୍ଭ ହୋଇଥିବା ଏହି…
କୃଷିରେ ସ୍ଥାନୀୟ ପରମ୍ପରା ଓ ଅଭ୍ୟାସ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି,୨୬.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ଥାନୀୟ ଝାମି ଗ୍ରାମରେ ଶନିବାର ଦିନ “କୃଷିରେ ସ୍ଥାନୀୟ ପରମ୍ପରା ଏବଂ ଅଭ୍ୟାସ” ବିଷୟକୁ ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି…
୫୫ତମ କେଭିଏସ୍ ଜାତୀୟ ସ୍କେଟିଂ ଚମ୍ପିଆନସିପ୍ରେ ଶାମ୍ଭବୀଙ୍କ ଦୁଇ କାଂସ୍ୟ ପଦକ ହାସଲ ।
ଗଜପତି,୨୬.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ୫୫ତମ କେଭିଏସ୍ ଜାତୀୟ କ୍ରୀଡ଼ା ମିଟ୍-୨୦୨୬ର ରୋଲର୍ ସ୍କେଟିଂ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରୀ ଶାମ୍ଭବୀ ସାହୁ ଦୁଇଟି କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି।ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ୯ମ…
ନୀଳମଣି ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ସେବା ସଂକଳ୍ପ ଦିବସ ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁରସ୍ଥିତ ନୀଳମଣି ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨୬ ମସିହାର ବ୍ଲକସ୍ତରୀୟ ‘ସେବା ସଂକଳ୍ପ ଦିବସ’ ଅବସରରେ ବକ୍ତୃତା, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ…