Browsing Category

ଓଡିଶା

ସମଗ୍ର ବିଶ୍ୱରେ ଆଜି ପାଳନ ହେବ ଆର୍ଥ ଆୱାର ।

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆଜି ପାଳନ ହେବ ଆର୍ଥ ଆୱାର । ଘଣ୍ଟାକ ପାଇଁ ଅନ୍ଧାର ହେବ ପୁରା ଦୁନିଆ । ଆଜି ରାତି ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରାଯିବ ସହ ୧ଘଣ୍ଟା ବିଦ୍ୟୁତ କାଟ ହେବ । ବିନା ବିଦ୍ୟୁତରେ ଘଣ୍ଟାଏ ସମୟ ବିତାଇବେ ବିଶ୍ୱବାସୀ । ଏହି ଦିବସଟି ପ୍ରତି ବର୍ଷ…

ବାଲିକୁଦା – ଏରସମା ଆସନରେ ନୂଆ ଚେହେରା ପ୍ରବୋଧ ସାମନ୍ତରା

ଭୁବନେଶ୍ୱର, ତା ୨୨.୦୩ ଆସନ୍ତା ନିର୍ବାଚନରେ ବାଲିକୁଦା - ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ଚେହେରା ଭାବରେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରବୋଧ ସାମନ୍ତରାଙ୍କର ନାମ ବ୍ୟାପକ ଭାବେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ବାଲିକୁଦା ବ୍ଳକର ଗରାମ ଗ୍ରାମର ମୂଳ ବାସୀନ୍ଦା ଶ୍ରୀ ସାମନ୍ତରା…

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।

ନୂଆଦିଲ୍ଲୀ,୨୧।୩: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗୁରୁବାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତାଙ୍କ ବାସଭବନରେ ପହଞ୍ଚିଥିଲା। ମନି ଲଣ୍ଡରିଂ ଆକ୍ଟ (PMLA) ର ଧାରା ୫୦ ଅନୁଯାୟୀ ତଦନ୍ତକାରୀ ଦଳ…

ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି।

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ଏବେ କିମ୍‌ସ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି। ‌ତାଙ୍କର ବ୍ରେନଡେଡ୍ ହୋଇଥିବା ତାଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ଦୀର୍ଘ ଦିନ…

ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ-୨୦୨୪ ପାଳିତ

ଭୁବନେଶ୍ୱର: ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିାଁ ତେଣୁ ଓଡ଼ିଶାରେ ଜନ୍ମନେଇ ଆମେମାନେ ଭାଗ୍ୟବାନା ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟା ଆମେ ଯଦି…

ମାୟା ଜାଙ୍ଗଳିକ କଥା

ମହାଭାରତର ମହାଯୁଦ୍ଧ ଶେଷ ହୋଇଗଲା l ଯୁଦ୍ଧ ଜୟୀ ପାଣ୍ଡବ ମାନେ ଦିନେ ଶିବିରରେ ବସି ଯୁଦ୍ଧର ସେହି ବିଭୀଷିକାମୟ କାହାଣୀ ବର୍ଣ୍ଣନା କରୁଥାନ୍ତି l ଭୀମ କହିଲେ ମୁଁ ନ ଥିଲେ ଦୁର୍ଯ୍ୟୋଧନ ଦୁଃଶାସନ ଆଦିଙ୍କୁ ମାରିଥାନ୍ତା କିଏ l କିଏ ଦ୍ରୌପଦୀଙ୍କ ବେଣୀ ବନ୍ଧନ କରିଥାନ୍ତା? ମାତା କୁନ୍ତୀଙ୍କ…

ଲଜ୍ଜିତ ହେଲେ ଦେବର୍ଷି

ଲଜ୍ଜିତ ହେଲେ ଦେବର୍ଷି ============== ଦିନେ ବୈକୁଣ୍ଠରେ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀଙ୍କ ସହିତ ବସିଥାନ୍ତି l ଏହି ସମୟରେ ହରିଧ୍ୱନୀ କରି ଦେବର୍ଷି ନାରଦ ଆସି ପହଞ୍ଚି ଗଲେ l ଖୁବ୍ ପ୍ରସନ୍ନ ଦେଖା ଯାଉଥିବା ନାରଦଙ୍କୁ ଦେଖି ଭଗବାନ ବିଷ୍ଣୁ ପଚାରିଲେ, ହେ ଦେବର୍ଷି ! ଏ ଅସମୟରେ ତୁମର…

ହର ପାର୍ବତୀଙ୍କ ଵିଵାହ

ହର ପାର୍ବତୀଙ୍କ ଵିଵାହ ============= ଦକ୍ଷଯଜ୍ଞରେ ସତୀଙ୍କ ଆତ୍ମାହୁତି ପରେ ମହାଦେବ କୁଆଡ଼େ ଗଲେ ତାଙ୍କର ଆଉ ପତ୍ତା ମିଳିଲା ନାହିଁ l ସ୍ବର୍ଗ ଓ ମର୍ତ୍ତ୍ୟରେ ତାଙ୍କୁ ଖୋଜା ହେଲା କିନ୍ତୁ କେହି କେଉଁଠି ମଧ୍ୟ ତାଙ୍କ ସନ୍ଧାନପାଇଲେନାହିଁ l ସେତେ ବେଳେ ଶିବ ଯାଇ ପାତାଳରେ ଶ୍ରୀ…

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ: ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡପ ଅଭିଯୋଗ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଭିଜିଲାନ୍ସ ଉଠାଇ ନେଇଛି। ସେ ପାଖାପାଖି ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ…