Browsing Category

ଓଡିଶା

ପାରଳାଖେମୁଣ୍ଡିରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳିତ

ଗଜପତି,୨୫.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ମହାନ ରାଷ୍ଟ୍ରବାଦୀ ଚିନ୍ତକ, ଦାର୍ଶନିକ ତଥା ‘ଏକାତ୍ମ ମାନବବାଦ’ର ପ୍ରବକ୍ତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ଦୋଳ ବନ୍ଧ ରୋଡ୍‌ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ…

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ଗଭୀର ଅବପାତ ପ୍ରଳୟ ରଚିଛି। ଲଗାଣ ବର୍ଷା ଏବଂ ପବନ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମାଲକାନଗିରି ଜିଲ୍ଲାରେ ୩ ଦିନର ଲଗାଣ ବର୍ଷା ପରେ ଚିତ୍ରକୋଣ୍ଡା-ଦାରାକୋଣ୍ଡା…

ପ୍ରବଳ ବର୍ଷା ସ୍ଥିତିର ସମୀକ୍ଷା କଲେ ଏସ୍‌ଆର୍‌ସିଙ୍କ ଅତିରିକ୍ତ ସଚିବ ।

ଗଜପତି, ୨୫.(ମନୋଜ ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାଜନିତ ସ୍ଥିତିକୁ ନେଇ ଏସ୍‌ଆର୍‌ସିଙ୍କ ଅତିରିକ୍ତ ସଚିବ ଶ୍ରୀ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଅଧିକାରୀମାନଙ୍କ ସହିତ ଲଘୁଚାପ ଜନିତ ବର୍ଷାରେ ହୋଇଥିବା…

କଳାହାଣ୍ଡିରେ ଲଗାଣ ବର୍ଷା: ୨୪ ଘଣ୍ଟାରେ ୧୦୭୦ ମିମି ବର୍ଷା,ହାତୀ ନଦୀରେ ବନ୍ୟା

କଳାହାଣ୍ଡି:ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୋଟ ୧୦୭୦ ମିମି ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ରେଡ୍ ୱର୍ଣ୍ଣିଂ ଜାରି ହୋଇଥିବାବେଳେ, ଗତକାଲି ସକାଳଠାରୁ ଆଜି ସକାଳ…

ପୁଣି ବୈତରଣୀ ନଦୀରେ ବନ୍ୟା: ବୁଡିଲା ଆଖଣ୍ଡଳମଣି- କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥ

ଆରଡି: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ସମୁଦ୍ର ଜୁଆରିଆ ଯୋଗୁଁ ପୁଣି ବୈତରଣୀ ନଦୀରେ ବନ୍ୟା ଦେଖାଦେଇଛି। ବିଶେଷକରି ଉପରମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ତଳମୁଣ୍ଡରେ ଵନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରକି ଧାମରା ସମୁଦ୍ର ମୁହାଣରୁ ଉଚ୍ଚ…

ବାଲେଶ୍ୱରରେ ଶୁଭାରମ୍ଭ ହେଲା ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ :

 ବାଲେଶ୍ୱର, ୨୫/୦୯(କୃଷ୍ଣ କୁମାର ମହାନ୍ତି): ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ତଥା ଅଧିକ ସଂଖ୍ୟକ ଲୋକଙ୍କୁ ସମବାୟ ସଂସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଶୁକ୍ରବାର ବାଲେଶ୍ୱରରେ…

ବାଲେଶ୍ଵର ବିଧାୟକ ମାନସ ଦତ୍ତଙ୍କ ପ୍ରୟାସକ୍ରମେ ଟିଆଖିଆ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ୯୩…

ବାଲେଶ୍ୱର, ୨୫/୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଟିଆଖିଆ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୩ ଲକ୍ଷ ୬୯ ହଜାର ଟଙ୍କା ଅନୁମୋଦନ କରାଯାଇଛି। ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତଙ୍କ…

ଅକ୍ଟୋବର ୧ରୁ ବଦଳିବ SBI ATM ନିୟମ ; ଆଉ ମାଗଣାରେ ମିଳିବନି.

ନୂଆଦିଲ୍ଲୀ : ଏସବିଆଇ ଆଣିଲା ବଡ ଖବର। ଯଦି ଆପଣଙ୍କର ଦେଶର ସବୁଠାରୁ ବଡ଼ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଆକାଉଣ୍ଟ ଅଛି, ତେବେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଏହାର ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ। ୧ ଅକ୍ଟୋବର, ୨୦୨୬ରୁ, ଏସବିଆଇ ଏହାର ଏଟିଏମ ଏବଂ…

ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ :ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ବିରୋଧୀମାନେ ପୁଣିଥରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନେତୃତ୍ତ୍ୱରେ ଏହି ମହାଭିଯୋଗ ପ୍ରସ୍ତାବ ଆଗତ ହେବାକୁ ଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ପ୍ରମୁଖ…

ଆଦର୍ଶ କାରାଗାରରେ ଆଜୀବନ ସଜ୍ଜା କାଟୁଥିବା କଏଦୀ ଫେରାର

ଆଠଗଡ: ଆଠଗଡ ବ୍ଲକର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଣୀବଣିଆ ଆଦର୍ଶ କାରାଗାରରେ ଆଜୀବନ ସଜ୍ଜା କାଟୁଥିବା କାଏଦୀ ସୁନୀଲ ଜେନା ଫେରାର ହେବା ଘଟଣା ଜେଲ୍ ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ସୃଷ୍ଟି କରିଛି। କଏଦୀ ଫେରାର ଘଟଣାରେ କାରାଗାର ଅଧିକାରୀ ଓ କର୍ମଚାରୀ ସମ୍ପୃକ୍ତ କି ନୁହେଁ ସେ ନେଇ…