Browsing Category

ଓଡିଶା

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ…

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ଅମାନ୍ୟ କରି କ୍ରସ୍‌ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ପିଟିସନ୍‌କୁ ବାଚସ୍ପତି ଖାରଜ କରିଦେବା ପରେ, ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଜୁ ଜନତା ଦଳ। ବିଜେଡି ଦାୟର କରିଥିବା ଆଉ ତିନୋଟି ପୃଥକ…

ବନ୍ୟା କ୍ଷୟକ୍ଷତି: ୭ ଜୀବନ ହାନି, ୨ ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ

ଭୁବନେଶ୍ବର: ଓଡ଼ିଶାରେ ଚଳିତ ବର୍ଷ ହୋଇଥିବା ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟା ପ୍ରକୋପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ବାସଗୃହ, ଚାଷଜମି ଏବଂ ଗୃହପାଳିତ ପଶୁସମ୍ପଦର ପ୍ରଚୁର କ୍ଷତି ସହିବାକୁ ପଡ଼ିଛି। ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ…

ଭୁବନେଶ୍ବରର ରାଜ ରାସ୍ତାରେ ପୁଣି ରଣହୁଙ୍କାର କରିବ ବିଜେଡି, ଯୋଗ ଦେବେ ନବୀନ

ଭୁବନେଶ୍ବର: ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳର ବିକ୍ଷୋଭ ପରେ ଏବେ ଖୋଦ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ। ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ତରଫରୁ କୁହାଯାଇଛି ଆସନ୍ତା 28 ତାରିଖରେ ଏହି ବିକ୍ଷୋଭ। ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ…

ଅବିଶ୍ରାନ୍ତ ବର୍ଷାରେ କଳିଙ୍ଗା ଘାଟିରେ ଭୂସ୍ଖଳନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତାୟାତ ବନ୍ଦ

ଜି.ଉଦୟଗିରି:ଅବିଶ୍ରାନ୍ତ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଦେଖାଦେଇଛି ଭୂସ୍ଖଳନ। ଘାଟିର ଅନ୍ଧାରିକୋଟ ନିକଟରେ ନିର୍ମାଣାଧୀନ ସୁରକ୍ଷା ପ୍ରାଚୀର ଧସିଯିବା ପରେ ଏହି ରାସ୍ତାରେ ଯାତାୟାତ ପୁଣିଥରେ ବିଚ୍ଛିନ୍ନ ହୋଇଛି। ଆଗକୁ ମଧ୍ୟ ବର୍ଷା ଜାରି ରହିବା ସହ ଭୂସ୍ଖଳନର ଆଶଙ୍କା ଥିବାରୁ ପ୍ରଶାସନ…

୨୫ରେ ବି ଭୀଷଣ ବର୍ଷିବ! ଚେତାବନୀ ଜାରିକଲା ପାଣିପାଗ ବିଭାଗ

ଭୁବନେଶ୍ୱର :ବଙ୍ଗୋପସାଗରରୁ ସୃଷ୍ଟ ଅବପାତ ଗତ ଦୁଇଦିନ ହେବ ଓଡ଼ିଶାକୁ ଜଳମଗ୍ନ କରି ରଖିଛି । ଅଧିକାଂଶ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ଅବପାତ ଏବେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ଥିବାରୁ ସେଠାରେ ପ୍ରବଳରୁ ଅତିପ୍ରବଳ ବର୍ଷ ସହ ଦଲକା ପବନ…

କାରାଗାର ନିର୍ଦ୍ଦେଶାଳୟ ସହ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର : ଜେଲ୍ ଅନ୍ତେବାସୀଙ୍କୁ ଏଣିକି ମାଗଣା ଉଚ୍ଚଶିକ୍ଷା ଦେବ…

ଭୁବନେଶ୍ୱର, ୨୪ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): କାରାଗାରରେ ଥିବା ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ତଥା ସେମାନଙ୍କ ବୌଦ୍ଧିକ ବିକାଶ ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା…

ବଡମୂଳବସନ୍ତ ହାଇସ୍କୁଲ ଛାତ୍ର ନିଖୋଜକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ଥାନାରେ ଏତଲା ପୁଲିସର ତଦନ୍ତ ଆରମ୍ଭ

ପଟ୍ଟାମୁଣ୍ଡାଇ ୨୪/୯: ପଟ୍ଟାମୁଣ୍ଡାଇ ବ୍ଲକ ତଥା ଆଦର୍ଶ ଥାନା ଅନ୍ତର୍ଗତ ବଡମୂଳବସନ୍ତ ପଂଚାୟତର ନିତାଇ ଚୈାତନ୍ୟ ହାଇସ୍କୁଲର ଜନୈକ ଛାତ୍ର ନିଖୋଜ ହେବା ଘଟଣା ସ୍ଥାନୀୟ ଅଂଚଲରେ ଆଲୋଡନ ସୃଷ୍ଟି କରିଛି । ଏହି ଛାତ୍ରଜଣକ କେଉଁ ଆଡେ ଚାଲିଯାଇଛି କିମ୍ବା ତାକୁ କେହି ଅପହରଣ କରିଛି । ତାହାର…

ଧୋୟାଞ୍ଚଳଵାସିଙ୍କୁ ସରକାରଙ୍କ ଉପହାସ :କେବଳ ସାରଦ ଜମି ପାଇଁ ସହାୟତ ଘୋଷଣା : ଚାଷୀଙ୍କ ମୁଣ୍ଡରେ ଚଡ଼କ !

 ପଟ୍ଟାମୁଣ୍ଡାଇ ୨୪/୯ -ବନ୍ୟା ଦୁର୍ଦ୍ଦଶାରୁ ସଂପୂର୍ଣ୍ଣ ମୁକୁଳି ନଥିବା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳବାସୀ ଲଗାଣ ବର୍ଷା ଯୋଗୁଁ ଗତ ୩ ଦିନ ହେବ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ପ୍ରାୟତଃ କୃଷି ଓ ପଶୁ ତଥା ଗୋ ସମ୍ପଦ ଉପରେ ନିର୍ଭର କରୁଥିବା ଧୋୟାଞ୍ଚଳ ଲୋକମାନଙ୍କ କଷ୍ଟ କହିଲେ ନସରେ…

ପ୍ରତିକୂଳ ପାଗରେ ଗର୍ଭବତୀ ମା’ ମାନଙ୍କୁ ସହାୟତାର ହାତ ବଢାଇଲେ ସ୍ୱେଚ୍ଛାସେବୀ ସଂଗଠନ ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ)୨୪/୯:- ଗଜପତି ଜିଲ୍ଲାରେ ପ୍ରତିକୂଳ ପାଗ ଓ ବାତ୍ୟା ଆଶଙ୍କା ମଧ୍ୟରେ ଗର୍ଭବତୀ ମା’ମାନଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏହି ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଦୁର୍ଗମ ଅଞ୍ଚଳର ଗର୍ଭବତୀ…

କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ।

ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ)ତା.୨୪।୯:- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ୨୩ ସେପ୍ଟେମ୍ବର ରାତି ୧୧:୩୦ ମିନିଟ୍ ସମୟରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ…