Browsing Category

ଓଡିଶା

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ୫୭୩.୧ ମିଲିମିଟର ରେକର୍ଡ ।

ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ)୨୪/୯:- ଗଜପତି ଜିଲ୍ଲାରେ ବାତ୍ୟା ବିପଦ ଟଳି ଯାଇଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ୭ ଗୋଟି ବ୍ଲକ ଓ ସଦର ମହକୁମା ପାରଳାଖେମୁଣ୍ଡିଠାରେ ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୫୭୩.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର…

ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ଗଛକୁ ହଟାଇଲା ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ।

ଗଜପତି,(ମନୋଜ କୁମାର ପାଢୀଙ୍କ ରିପୋର୍ଟ)୨୪/୦୯:- ଲଗାଣ ବର୍ଷା ଓ ପ୍ରତିକୂଳ ପାଗ ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ଘଟଣା ଦେଖାଦେଇଛି। ଏହି କ୍ରମରେ ମୋହନା ବ୍ଳକ୍ ଅନ୍ତର୍ଗତ ଦମାଦୁଆ ଗ୍ରାମପଞ୍ଚାୟତର ବୁଡୁବୁଡି ଅଞ୍ଚଳରେ ଉପୁଡ଼ି ପଡ଼ିଥିବା ଗଛକୁ ମୋହନା…

ଗଜପତିରେ ଆସନ୍ତା କାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୪/୦୯:- ଗଜପତି ଜିଲ୍ଲାରେ ଲାଗି ରହିଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି, ୨୫ ସେପ୍ଟେମ୍ବର ୨୦୨୬ରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ।ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଗଜପତି ଜିଲ୍ଲାପାଳ…

ଜିଲ୍ଲାସ୍ତରୀୟ ‘ଶିଶୁମାନଙ୍କ ପାଇଁ ଏକ ଦିନ ଟିଏ ’ ଓ ଟାସ୍କ ଫୋର୍ସ କମିଟି ବୈଠକ

ନବରଙ୍ଗପୁର, ତା. ୨୪.୦୯.୨୦୨୬(ସେଖର ଖୁିରା ):ଶିଶୁ ବିବାହ ଓ ଶିଶୁ ଶ୍ରମ ନିରୋଧ ସହିତ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ କଲ୍ୟାଣ ତଥା କିଶୋର-କିଶୋରୀଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ‘ଶିଶୁମାନଙ୍କ ପାଇଁ ଏକ ଦିନ ଟିଏ ’ କାର୍ଯ୍ୟକ୍ରମ ଓ ଟାସ୍କ…

ଜଳେଶ୍ୱରରେ ଉଦଘାଟିତ ହେଲା ଟିପିଏନଓଡିଏଲ୍‌ର ନୂତନ ମିଟରିଂ ଷ୍ଟୋର

ବାଲେଶ୍ୱର, ୨୩ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଉପଭୋକ୍ତାଙ୍କୁ ଅଧିକ ସୁବିଧାଜନକ ଓ ଗୁଣାତ୍ମକ ମିଟର ସେବା ଯୋଗାଇବା ଲକ୍ଷ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏନଓଡିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଏକ ନୂତନ ମିଟରିଂ ଷ୍ଟୋର ଉଦ୍‌ଘାଟିତ…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ₹୧୫ କୋଟିର ସାଇନ୍ସ ପାର୍କ : ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନ ପରେ ପ୍ରକଳ୍ପ…

ବାଲେଶ୍ୱର, ୨୪ ସେପ୍ଟେମ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ଏକ ସାଇନ୍ସ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ବିଧାନସଭାରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ…

କୃଷକ ଉତ୍ପାଦକ ସଂଗଠନର ସଦସ୍ୟଙ୍କ ନିମନ୍ତେ ସମନ୍ୱୟ ବୈଠକ

ଆର, ଉଦୟଗିରି,୨୩.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ (FPO)ଗୁଡ଼ିକୁ ସୁଦୃଢ଼ କରିବା ସହିତ କୃଷକମାନଙ୍କ ଆୟ ଓ ଜୀବିକାର ମାନ ବୃଦ୍ଧି ଉଦ୍ଦେଶ୍ୟରେ ଏକ FPO ସମନ୍ୱୟ ବୈଠକ (Convergence Meeting) ୨୩.୦୯.୨୦୨୬ ତାରିଖରେ…

ଲଗାଣ ବର୍ଷାରେ ଗଜପତିରେ ବିପର୍ଯ୍ୟସ୍ତ ଜନଜୀବନ : ଜାତୀୟ ରାଜପଥରେ ଗଛ ପଡ଼ି ଅବରୋଧ, ପାରିବେଟା ରାସ୍ତାରେ ଭୂସ୍ଖଳନ,…

ଆର , ଉଦୟଗିରି ୨୩/୦୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ବ୍ୟାହତ ହୋଇଛି। ଅବିରତ ବର୍ଷା ଯୋଗୁଁ ରାମଗିରି ଥାନା ନିକଟ ଜାତୀୟ ରାଜପଥ ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ…

ନିର୍ମାଣର ୩ ବର୍ଷ ନପୂରୁଣୁ ଭୁଶୁଡ଼ିଲା ମୁଖ୍ୟମନ୍ତ୍ରୀ ସଡ଼କ: ନେଲାଣି ଦୁଇ ଜୀବନ, ବାରମ୍ବାର ଅଭିଯୋଗ ପରେ ବି…

ଗଜପତି (ମନୋଜ ପଣ୍ଡାଙ୍କ ରିପୋର୍ଟ):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ ଗ୍ରାମ୍ୟ ଗମନାଗମନ କ୍ଷେତ୍ରରେ ବ୍ୟାପକ ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ ଦାୟିତ୍ୱହୀନତା ଯୋଗୁଁ ଏବେ ସ୍ଥାନୀୟ ଲୋକଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି। ରାୟଗଡ଼ଠାରୁ ତାଳମୁଣ୍ଡା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା…

ଟେକିଲି ନିକଟରେ ଟ୍ରେନ୍ ଧକ୍କାରେ ୪ ମୃତ, ଜଣେ ଗୁରୁତର ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକିଲି ମଣ୍ଡଳର ରାଇବାଲସା ନିକଟରେ ବୁଧବାର ଦିନ ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।ପ୍ରାଥମିକ ସୂଚନା…