Browsing Category

ଓଡିଶା

ନବରଙ୍ଗପୁର ଜିଲ୍ଲା ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର, ୨୪/୯: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ ସୂଚନା ତଥା ରେଡ ଆଲର୍ଟ ଜାରି କରିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ମୁକାବିଲା ବ୍ୟବସ୍ଥାକୁ…

ପାହାଡ଼ରୁ ବିରାଟ ପଥର ଖସି ୪୦ ଗ୍ରାମର ଯାତାୟାତ ଠପ୍, ଆଶ୍ରୟକେନ୍ଦ୍ରରେ ୧୭୨ ଜଣ

ପାତ୍ରପୁର,: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ପାତ୍ରପୁର ବ୍ଲକର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବରେ ଜନଜୀବନ ଚିନ୍ତାଜନକ ହୋଇପଡ଼ିଛି। ତାଡ଼କା ସାହି-ଆଙ୍କୁଲି ରାସ୍ତାର ଚରିଆବାଡ଼ ନିକଟରେ ବୁଧବାର ସକାଳ ପ୍ରାୟ ୧୦ଟାରେ…

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ପାଟଣା : ବିଭିନ୍ନ ଲୋକଙ୍କ ଠାରୁ ଫୋନ୍ ପେ ଏବଂ ହାତା ହାତି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ପାଟଣା ଥାନା ଅଞ୍ଚଳ କୁଣ୍ଡୁଳା ଏମ କେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲସରେଇ ଗ୍ରାମର ତାରାଚାନ୍ଦ ମହାନ୍ତ (୫୯) ଙ୍କୁ ରରୁଆଁ ପୁଲିସ  ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ରୀ ମହାନ୍ତ ୩…

ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଂଚଳରେ ବୁଧାବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସର୍ବେଶ୍ୱର ପ୍ରଧାନ ନାମକ ଜଣେ ଯୁବକ ନିଜ ପତ୍ନୀଙ୍କୁ ତାୱାରେ ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ନାମ ବନସ୍ମିତା ସ୍ୱାଇଁ । ଖବର ପାଇ ନୂଆପଲ୍ଲୀ…

ବାଲେଶ୍ୱର ଷ୍ଟେସନରେ ସ୍ୱତନ୍ତ୍ର ରେଲୱେ ମାଜିଷ୍ଟ୍ରେଟ୍ ଯାଞ୍ଚ: ୪୭ ମାମଲାରେ ₹୨୫,୧୫୦ ଜରିମାନା ଆଦାୟ

ବାଲେଶ୍ଵର, ୨୩ ସେପ୍ଟେମ୍ବର (କୃଷ୍ଣ କୁମାର ମହାନ୍ତି): ଯାତ୍ରୀମାନେ ରେଲୱେ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ସହ ଶୃଙ୍ଖଳିତ ଓ ଦାୟିତ୍ୱବାନ ଯାତ୍ରାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଲୱେର ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ରେଲୱେ ଷ୍ଟେସନରେ…

ବସ୍ତାରେ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟିକା ସୁବାସିନୀ ଜେନା

ବାଲେଶ୍ୱର, ୨୩/୯(କୃଷ୍ଣ କୁମାର ମହାନ୍ତି): ବସ୍ତା ନିର୍ବାଚନମଣ୍ଡଳୀରେ ଶିଳ୍ପ ପ୍ରତିଷ୍ଠା ସହ ନୂତନ କର୍ମସଂସ୍ଥାନ ସୃଷ୍ଟି ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ଦାବି ନେଇ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତକାର ସମୟରେ…

ବାଲେଶ୍ଵର ରାବଣ ପୋଡ଼ି ପାଇଁ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ବାଲେଶ୍ଵର, ୨୩/୯(କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ବାଲେଶ୍ଵର ରାବଣ ପୋଡ଼ି କମିଟି’ ପକ୍ଷରୁ ରାବଣ ପୋଡ଼ି ସମାରୋହ ଆୟୋଜନ କରାଯିବ। ଏହାକୁ ଅଧିକ ଆକର୍ଷଣୀୟ ଓ ଚିତ୍ତାକର୍ଷକ କରିବା ନେଇ ଗୋପାଳଗାଁସ୍ଥିତ ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ମୁଖ୍ୟ କାର୍ଯ୍ୟାଳୟ…

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସିଡିଓଇ ପରିସରରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ଭୁବନେଶ୍ୱର, ୨୩ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସେଣ୍ଟର ଫର୍ ଡିଷ୍ଟାନ୍ସ ଆଣ୍ଡ୍ ଅନଲାଇନ୍ ଏଜୁକେସନର ହେରିଟେଜ୍ ହଲ୍‌ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ୍ ରକ୍ତଭଣ୍ଡାରର ସହଯୋଗରେ ସିଡିଓଇର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ପ୍ରଫେସର ବିଷ୍ଣୁ ମହାପାତ୍ରଙ୍କ ସହ ବୌଦ୍ଧିକ ଆଲୋଚନା ଚକ୍ର

ଭୁବନେଶ୍ୱର, ୨୩ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା କବି ପ୍ରଫେସର ବିଷ୍ଣୁ ମହାପାତ୍ରଙ୍କ ସହ ଏକ ସ୍ୱତନ୍ତ୍ର ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କ୍ରିଆ ବିଶ୍ୱବିଦ୍ୟାଳୟର ସିଆସର ପ୍ରତିଷ୍ଠାତା ଡିନ୍ ତଥା…

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୪୫ ମିମି

ଆର , ଉଦୟଗିରି (ମନୋଜ କୁମାର ପାଢୀ ଙ୍କ):-ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ସୂଚନା କେନ୍ଦ୍ରର ତଥ୍ୟ ଅନୁଯାୟୀ ୨୩ ତାରିଖ ରାତି କିମ୍ବା ୨୪ ତାରିଖ ସକାଳ ସମୟରେ ବିଶାଖାପାଟଣା ଠାରୁ ଗୋପାଳପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆଶଙ୍କା…