Browsing Category

ଓଡିଶା

ସାଂସଦ ବୈଜୟନ୍ତ ପଣ୍ଡା ମହାରାଷ୍ଟ୍ର ପ୍ରଭାରୀ ନିଯୁକ୍ତ, ବିଭିନ୍ନ ମହଲରରୁ ଶୁଭେଚ୍ଛା

ପଟ୍ଟାମୁଣ୍ଡାଇ୨୩/୯-ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ନିତିନ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି I ସାଂସଦ ଶ୍ରୀପଣ୍ଡାଙ୍କ ଦୀର୍ଘ ଅନୁଭୂତି ଓ ଅଭିଜ୍ଞତାକୁ ବିଚାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ମହାରାଷ୍ଟ୍ର ଭଳି…

ପୋଖରୀରେ ବୁଡି କୁନି ଛାତ୍ରଙ୍କ ମୃତ : ସମଗ୍ର ଧୋୟାଞ୍ଚଳ ରେ ଶୋକର ଛାୟା

ପଟ୍ଟାମୁଣ୍ଡାଇ୨୩/୯- ପଟ୍ଟାମୁଣ୍ଡାଇ ବ୍ଲକ ତଥା ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଂଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି I ପେଣ୍ଠପାଳ ପଂଚାୟତ ପେଣ୍ଠପାଳ ଗ୍ରାମର ତାପସ ବିଶ୍ୱାଳଙ୍କ ପୁଅ ପ୍ରକାଶ ବିଶ୍ୱାଳ (ବବଲୁ ) ୧୧ବର୍ଷ ନିକଟସ୍ଥ ସିରା ପଡିଆ ପୋଖରୀକୁ ଦିବା ୧ଘଟିକା ସମୟରେ ଶୌଚ…

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗୁଜରାଟର ଏକତା ନଗରଠାରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ର ଜଗତର ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କ ପ୍ରତିଭା, ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି…

ନିଶାଦ୍ରବ୍ୟ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପର ସମୟ ଆସିଛି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ଏ. ଏନ୍. ଟି. ଏଫ୍.) ର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମାନଙ୍କ ତୃତୀୟ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ନିଶାଦ୍ରବ୍ୟ…

ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ; ଭାରତକୁ ୪ ୟୁରୋପୀୟ ଦେଶର ସମର୍ଥନ

ନୂଆଦିଲ୍ଲୀ : ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ସାମିଲ କରିବାକୁ ୟୁରୋପର ୪ଟି ଦେଶ ସମର୍ଥନ କରିଛନ୍ତି। ୮୧ତମ ଜାତିସଂଘ ସାଧାରଣ ପରିଷଦରେ ଭିସେଗ୍ରାଡ୍ ଗ୍ରୁପ୍ (ଭି-୪)ର ଚାରି ସଦସ୍ୟ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟ ଭାରତର ଦାବି ପ୍ରତି ସମର୍ଥନ…

ଆଜି ରାତିରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ ; ଆନ୍ଧ୍ର‌ରେ ସ୍ପର୍ଶ; ଓଡ଼ିଶାରେ କୋପ

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୩ ତାରିଖ (ବୁଧବାର) ରାତିରେ ଗଭୀର ଅବପାତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାକୁ ଥିବା ବେଳେ ଏହାର ସର୍ବାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ। ଏହାର ଗତି…

୪ ଜିଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ବର : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୨ରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। କୋରାପୁଟରେ ୮୨.୨ ମି.ମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୪୯.୭ ମି.ମି. ଛତ୍ରପୁରରେ ୪୩.୮ମିମି, ପାରଳାଖେମୁଣ୍ଡିରେ ୫୮ମିମି, କେନ୍ଦ୍ରାପଡ଼ାରେ ୪୨ ମି.ମି. ବର୍ଷା ହୋଇଛି।…

ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ।ସରଗରମ ରହିବ ବିଧାନସଭା

ଭୁବନେଶ୍ୱର :ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ ରହିବ। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ…

ଉଦ୍‌ବିଗ୍ନ ଜହ୍ନ

ଉଦ୍‌ବିଗ୍ନ ଜହ୍ନ **** ଉପରେ ଘନନୀଳ ଆବରଣ ତଳେ ତା'ର ହାଲ୍‌କା ମେଘ ଆଚ୍ଛାଦିତ ଜହ୍ନ ଖେଳୁଥିଲା ବାଦଲ ସହ କି ଖେଳ କେଜାଣି! ଦୂର ଦିଗନ୍ତ ମେଘର ଖଣି ଚମକୁଥିଲା ବିଜୁଳି ପବନ ଥିଲା ଶୀତଳ,ଚିନ୍ତାଶୀଳ ମୁଁ ଯେବେ ଚାନ୍ଦକୁ ଦେଖି ହେଲି ଆହ୍ଲାଦିତ ଗମ୍ଭୀର ସିଏ କହିଲା 'କଣ ପାଇଁ ଖୁସି…

‘୭ ଦିନ ମଧ୍ୟରେ ହରମୁଜ୍ ପ୍ରଣାଳୀ ଖୋଲିବାକୁ ପ୍ରସ୍ତୁତ, କିନ୍ତୁ…’: ଆମେରିକାକୁ ପ୍ରସ୍ତାବ ଦେଲା ଇରାନ୍

ନୂଆଦିଲ୍ଲୀ: ଇରାନ୍ ଏବଂ ଆମେରିକା ପରସ୍ପର ବିରୁଦ୍ଧରେ ଧମକ ମଧ୍ୟରେ ତେହେରାନ୍ ଆଲୋଚନାକୁ ଆଗକୁ ବଢ଼ାଇବାକୁ ପ୍ରସ୍ତାବ ଦେଇଛି। ଇରାନ ମଧ୍ୟ କହିଛି ଯେ, ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଜଳପଥ ହରମୁଜ୍ ପ୍ରଣାଳୀ ଆଗାମୀ ସାତ ଦିନ ମଧ୍ୟରେ ଖୋଲାଯାଇପାରେ। ଆଜି କ୍ୟୋଡୋ ନ୍ୟୁଜ୍ କୁ ଇରାନ୍ କହିଛି…