Browsing Category

ଓଡିଶା

ଓଡ଼ିଶା ପୋଲିସରେ ଅଦଳବଦଳ: ଭୁବନେଶ୍ୱର, ବ୍ରହ୍ମପୁର ଓ ଢେଙ୍କାନାଳରେ ନୂତନ ଆରକ୍ଷୀ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଭାରତୀୟ ପୋଲିସ ସେବା (ଭା.ପୁ.ସେ.) ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗର ଉପ ଶାସନ ସଚିବ ରତିକାନ୍ତ ପଣ୍ଡାଙ୍କ ପ୍ରକାଶିତ ବିଜ୍ଞପ୍ତି (ସଂଖ୍ୟା: ୩୩୬୪୭/ଆଇପିଏସ) ଅନୁସାରେ ୪ ଜଣ…

ମହିଳା ଚାଷୀଙ୍କୁ ମିଳିଲା ‘ପେଡାଲ୍-ଚାଳିତ ମହିଳା-ଅନୁକୂଳ ନଡ଼ିଆ ଛଡ଼ାଇବା ଯନ୍ତ୍ର’

ପୁରୀ: କୃଷିରତ ମହିଳାଙ୍କ କଠିନ ପରିଶ୍ରମ ହ୍ରାସ କରିବା ଏବଂ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭୁବନେଶ୍ୱରସ୍ଥିତ ICAR-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ICAR-CIWA) ପକ୍ଷରୁ ୨୧ ସେପ୍ଟେମ୍ବର ୨୦୨୬ ରିଖରେ ପୁରୀ ଜିଲ୍ଲାର ପିପିଲି ବ୍ଲକ…

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତ ଦୁଇ ଦିନିଆ ହେବ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି। ଶ୍ରୀ ମାଝୀଙ୍କ କହିବାନୁସାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା…

ପଞ୍ଚାନନ କାନୁନଗୋଙ୍କ ମିଥ୍ୟା ଅଭିଯୋଗକୁ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ: ମହାପ୍ରଭୁଙ୍କ ଜମି ହଡ଼ପ ପ୍ରମାଣିତ ହେଲେ…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ଏବଂ ଆତ୍ମସାତ୍‌କୁ ନେଇ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଆଗତ ବ୍ୟକ୍ତିଗତ ଅଭିଯୋଗ ଉପରେ କଡ଼ା ଏବଂ ଭାବବିହ୍ୱଳ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କିଛି ଦିନ ତଳେ ଏକ…

ଡ.ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ

ଭୁବନେଶ୍ୱର :ଆଇପିଏସ୍ ସ୍ତରରେ ମଙ୍ଗଳବାର ଏକ ଛୋଟଧରଣର ଅଦଳ ବଦଳ କରାଯାଇଛିି । ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟରତ ଡ.ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂତନ ନିଯୁକ୍ତି ଦିଆଯାଇଛି । ୨୦୧୩ ବ୍ୟାଚ୍‌ର ଆଇପିଏସ ଅଫିସର ଜଗମୋହନ ମୀନା ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା…

ଅଜଗର ଉଦ୍ଧାର କଲା ବନବିଭାଗ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଖାଜିରାପଶି ଗ୍ରାମରେ ମିହିର କୁମାର ମହାନ୍ତ ଙ୍କ ବାଡ଼ିରେ ଗତରାତି ଏକ ବଡ଼ ଅଜଗର ସାପ ଫଶି ରହିଥିଲା।ବଡ଼ ଅଜଗରଟିକୁ ଗ୍ରାମବାସୀ ଉଦ୍ଧାର କରିବା ପାଇଁ ଭୟ କରିବାରୁ ଏନେଇ ବନବିଭାଗକୁ ଖବର ଦିଆ ଯାଇଥିଲା। ବନପାଳ ନିରଞ୍ଜନ ସେଠୀ ଙ୍କ…

ଇରାନକୁ ଟ୍ରମ୍ପଙ୍କ ଚରମବାଣୀ: ଚୁକ୍ତି, ନ ହେଲେ ସମୂଳେ ବିନାଶ!

ଆମେରିକା:ମଙ୍ଗଳବାର ଇରାନକୁ ଚରମବାଣୀ ଶୁଣାଇଚନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ଆମ କଥା ମାନି ଇରାନ ଯଦି ଚୁକ୍ତିନାମାରେ ସ୍ୱାକ୍ଷର କରି ସେହିଅନୁସାରେ ଚାଲେ, ତାହେଲେ ଇରାନ ବିଶ୍ୱର ଏକ ସମୃଦ୍ଧ ଦେଶ ହୋଇପାରିବ । ଆଉ ଯଦି ଚୁକ୍ତି ନ କରେ ତେବେ ଇରାନକୁ ସମୂଳେ ଶେଷ କରିଦିଆଯିବ…

ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ବରଗଡ଼ ଥାନା ଅନ୍ତର୍ଗତ ମାଣିକପୁରର ସୁନୀଲ କୁମାର ସ୍ୱାଇଁ (୩୦) । କିଛି ମାସ ତଳେ ବଡଗଡ ଥାନା ପୁଲିସ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୁଭାରମ୍ଭ ହେଲା ‘ଉତ୍କଳ ଡାଏଲଗ୍ସ’ : ଧାରଣା, ଯୁକ୍ତି ଏବଂ ଆଲୋଚନାର ନୂଆ ମଞ୍ଚ

ଭୁବନେଶ୍ୱର, ୧୯ ସେପ୍ଟେମ୍ବର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଆର୍‌ଆଣ୍ଡ୍‌ଡି ପଦକ୍ଷେପ ‘ଉତ୍କଳ ଡାଏଲଗ୍ସ : ଆଇଡିଆ • ଆର୍ଗୁମେଣ୍ଟ୍‌ • ବିଅଣ୍ଡ୍’ର ପ୍ରଥମ ଅଧିବେଶନ ଏମ୍‌କେସିଜି ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଇତିହାସ, ଦର୍ଶନ ଓ ଅହିଂସାକୁ ନେଇ…

ପଟ୍ଟାମୁଣ୍ଡାଇ ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ

ପଟ୍ଟାମୁଣ୍ଡାଇ ତା ୨୨/୯- ପଟ୍ଟାମୁଣ୍ଡାଇ ବ୍ଲକରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ବ୍ଲକ ସି ଡି ପି ଓ ଲଷ୍ମୀମଣି ସିଂଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ବି ଡି ଓ ନନ୍ଦିନୀ ଶତପଥୀ, ପଟ୍ଟାମୁଣ୍ଡାଇ…