Browsing Category

ଓଡିଶା

ବିଏମ୍‌ସିର ବଡ଼ ପଦକ୍ଷେପ: ଭୁବନେଶ୍ବରରେ ଟ୍ରାଫିକ୍‌ ସିଗନାଲ ନିକଟରେ ଭିକ ମାଗିଲେ ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଆଉ ଭିକାରୀମାନେ ଚଳପ୍ରଚଳ କରିପାରିବେ ନାହିଁ। ପେନ୍‌, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଟ୍ରାଫିକ୍‌ ସିଗନାଲ୍‌ ନିକଟରେ ରହିପାରିବେ ନାହିଁ। ବିଏମ୍‌ସି ପକ୍ଷରୁ ଏନେଇ…

ଓଡ଼ିଶାରେ ତିଆରି ହେବ ଇଭି ବ୍ୟାଟେରି ପାଇଁ ଆଲୁମିନିୟମ ଫଏଲ୍‌

ଭୁବନେଶ୍ବର: ଇଲେକ୍ଟ୍ରିକ୍ ଗାଡ଼ିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପକରଣ ବ୍ୟାଟେରି ଲାଗି ଓଡ଼ିଶାରେ ଆଲୁମିନିୟମ ଫଏଲ୍‌ ତିଆରି ହେବ। ଆଦିତ୍ୟ ବିର୍ଲା ଗ୍ରୁପ୍‌ର କଂପାନି ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ସମ୍ବଲପୁରର ଲପଙ୍ଗାରେ ଏହି କାରଖାନା ସ୍ଥାପିତ ହେବ ବୋଲି କଂପାନିର ପରିଚାଳନା…

ସହିଦ ଦୀପକଙ୍କୁ ଝୁରୁଛି ଗାଁ’ମାଟି: କେନ୍ଦ୍ରୀୟ ଓ ସୁନ୍ଦରଗଡ଼ ପୁଲିସବାହିନୀର ଗାର୍ଡ ଅଫ୍ ଅନର୍

କୁତ୍ରା: ସାନଭାଇର ବାହାଘର ପିନ୍ଧାଣି (ନିର୍ବନ୍ଧ) ଉତ୍ସବକୁ ଆସି ପାରିନଥିଲେ। କିନ୍ତୁ ଚର୍ଚ୍ଚରେ ଗତକାଲି ୨୧ ତାରିଖରେ ହେବାକୁ ଥିବା ‘ପଞ୍ଜୀକରଣ ଓ ବଚନଦତ୍‌’ ଉତ୍ସବକୁ ଆସିଥାନ୍ତେ। ସେଥିପାଇଁ ଛୁଟି ବି ମଞ୍ଜୁର ହୋଇଯାଇଥିଲା। କିନ୍ତୁ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି…

ଏନ୍‌ଆଇଟିରେ ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ; ୩୦ରେ ଉଦ୍‌ଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପରିସରରେ ସ୍ଥାପନ ହେବ ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ। ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପୁଅଝିଅ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ ମାନର ସ୍କୁଲ ଶିକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ…

କୂଳ ଖାଉଛି ବୁଢ଼ାବଳଙ୍ଗ: ଲୀନ ହେବାକୁ ଯାଉଛି ୫ଟି ଗାଁର ଚାଷ ଜମି, ଚିନ୍ତାରେ ନଦୀକୂଳବାସୀ

ବେତନଟୀ  : ବର୍ଷକୁ ବର୍ଷ କୂଳ ଖାଇ ଚାଲିଛି ବୁଢ଼ାବଳଙ୍ଗ। ଯଦି ଏମିତି ନଦୀକୂଳ ଖାଇ ଚାଲେ, ତେବେ ଖୁବ୍‌ଶୀଘ୍ର ୫ଟି ଗାଁ ସହିତ ଶତାଧିକ ଏକର ଚାଷଜମି ନଦୀ ଗର୍ଭରେ ଲୀନ ହେବ। ଏହାକୁ ନେଇ ନଦୀକୂଳିଆ ଚାଷୀମାନେ ଆଶାଆଶଙ୍କାରେ କାଳାତିପାତ କରୁଛନ୍ତି। ଏପରି ଚିତ୍ର ବେତନଟୀ ବ୍ଲକ୍‌ ପାଟୁଳିପୁରା…

ବିଶ୍ଵଜନନୀ ମାଆ ଜଗଦ୍ଧାତ୍ରୀ

କୋଟି ସୂର୍ଯ୍ୟ ସମ ତେଜମୟୀ ଚତୁର୍ଭୁଜା ଶଙ୍ଖ ଚକ୍ର ଧନୁ, ତୀରଧାରିଣୀ, ସିଂହ ବାହିନୀ ମାଆ ହେଉଛନ୍ତି ଜଗଦ୍ଧାତ୍ରୀ l ସଂମ୍ପୂର୍ଣ୍ଣ ଜଗତକୁ ଧାରଣ କରୁ ଥିବାରୁ ତାଙ୍କ ନାମ ଜଗଦ୍ଧାତ୍ରୀ l ସେ ଜଗତର ପାଳନକର୍ତ୍ତ୍ରୀ ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ଅନ୍ୟ ରୂପ l ମାଆ ଜଗଦ୍ଧାତ୍ରୀଙ୍କ…

ଗବୋନରୁ ଫେରୁଛନ୍ତି କେନ୍ଦ୍ରାପଡ଼ାର ଯୁବକଙ୍କ ସମେତ ୫ ଶ୍ରମିକ

କେନ୍ଦ୍ରାପଡା : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣ ଭାରତ ଫେରୁଛନ୍ତି ଓ ଅନ୍ୟ ୧୬ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା…

୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

କଣ୍ଟାବାଞ୍ଜି :୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ । କଣ୍ଟାବାଞ୍ଜି ଏଡିଜେ ହିମାଂଶୁ ଶେଖର ମଲ୍ଲିକ ଏହି କାରାଦଣ୍ଡ ଆଦେଶ ଦେଇଛନ୍ତି । ଗତ ୨୦୨୨ ନଭେମ୍ବରମାସ ୨୯ତାରିଖ ତୁରେକେଲା ଥାନା ବଡ଼ବାଙ୍କୀ ଧନୁଯାତ୍ରା ଦେଖି ଆସିଥିବା ଜଣେ ଯୁବତୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ ହୋଇଥିବା…

ମହିଳା କନେଷ୍ଠବଳଙ୍କ ଆତ୍ମହତ୍ୟା

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁଲିସ ବିଭାଗର ଜଣେ ମହିଳା କନେଷ୍ଟବଳ ବୁଧବାର ଦିନ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲ୍ଲା ପୁଲିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଚାନ୍ଦ ମେହେର ବୁଧବାର ଦିନ ବୁଟୁପାଲି ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି…

ନେତାଙ୍କ ହାତ ଥିବା ଅଭିଯୋଗ, ଝାରସୁଗୁଡା ଉଦ୍ୟୋଗମାନଙ୍କର ବର୍ଜ୍ୟବସ୍ତୁ ରେଙ୍ଗାଲିରେ ସ୍ଥାନୀୟ ଲୋକଙ୍କର ଉପରେ ପଡୁଛି…

ରେଙ୍ଗାଲି: ରେଙ୍ଗାଲି ଅଞ୍ଚଳ ରେ ଗଢି ଉଠିଥିବା କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଅସମ୍ଭାଳ ହେଉଥିବା ବେଳେ ଝାରସୁଗୁଡା ରେ ଥିବା କାରଖାନାର ପାଉଁଶ ରେଙ୍ଗାଲି ଅଞ୍ଚଳ ରେ ଡମ୍ପିଂ କରାଯାଉଛି । ଏଥିପାଇଁ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ପରିବେଶ ପ୍ରେମୀ,ସଚେତନ…