Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଶ୍ଵ ଓଡ଼ିଆଙ୍କର ଭୌତିକ ଓ ବୌଦ୍ଧିକ ଅନୁଦାନ ପାଇଁ ଆହ୍ବାନ
ଦୁବାଇ/ନୂଆଦିଲ୍ଲୀ/ଭୁବନେଶ୍ୱର ତା ୧୮.୦୧.୨୦୨୩ ରିଖ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ବିଶ୍ଵଭରି ଓଡ଼ିଆ ଭୌତିକ ଓ ବୌଦ୍ଧିକ ଅନୁଦାନ ପ୍ରଦାନ କରିବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ( ୱା.ଓ.ସୋ.) ପକ୍ଷରୁ ଆହ୍ବାନ ଦିଆଯାଇଛି। ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ସଭାରେ ସଭାପତିତ୍ବ କରି…
ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୩୬୧ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଲୋକାର୍ପିତ
ଭୁବନେଶ୍ବର: ୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ଶନିବାର ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗୀର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା…
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଆଶାୟୀଙ୍କ ଧାରଣା ଜାରି,
ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି। କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି? କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରି ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି। ସେପଟେ…
ମାଲକାନଗିରି, କୋରାପୁଟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ବିଏସ୍ଏଫ୍ ଆଇଜି
କୋରାପୁଟ: ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍ ସ୍ବତନ୍ତ୍ର ଅପରେସନ୍)ର ଆଇଜି କୌଳାଶ ଚନ୍ଦ୍ର ଜାଠ୍ ମାଲକାନଗିରି ଓ କୋରାପୁଟକୁ ଦୁଇଦିନିଆ ଗସ୍ତ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଗତ ୧୮ ତାରିଖ ଦିନ ପ୍ରଥମ ଦିନର ଗସ୍ତ କାଳରେ ଆଇଜି ଶ୍ରୀ ଜାଠ୍ ବେଜାଙ୍ଗିୱାଡା…
ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୨୨ ଯାଏଁ ଦର୍ଶନ ବନ୍ଦ
ଡେସ୍କ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ପୃଥିବୀର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଆସୁଥିବା ନିମନ୍ତ୍ରିତ ଅତିଥିମାନଙ୍କ…
୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ଆଠଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ୮୯-ଆଠଗଡ ଓ ୮୭-ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳି ଦ୍ୱୟର ସମସ୍ତ ବ୍ଲକ ଓ ଏନଏସିର ସେକ୍ଟର ଅଫିସର ଓ ଥାନା ଅଧିକାରୀମାନଙ୍କର ଏକ ତାଲିମ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ…
ଖୋଲିଲା ପରିକ୍ରମା ମାର୍ଗ: ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ।
ପୁରୀ: ମନେ ରହିବ ଏ ମୁହୂର୍ତ୍ତ। ଅମଳିନ ରହିବ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ। ଦୀର୍ଘ ପ୍ରତୀକ୍ଷା, ତମାମ ଆଲୋଚନା-ପର୍ଯ୍ୟାଲୋଚନା, ଅଧିକାରୀଙ୍କ ଅଦମ୍ୟ ନିଷ୍ଠା, ୫ଶହରୁ ଅଧିକ କାରିଗରଙ୍କ ଅହରହ ଶ୍ରମର ଫଳଶ୍ରୁତି ସ୍ବରୂପ ପୂର୍ଣ୍ଣାଙ୍ଗ ରୂପ ନେଇଛି ୩୩୦ କୋଟିର…
ମା’ ଲକ୍ଷ୍ମୀଙ୍କ ମକର ଭାର
ମା' ଲକ୍ଷ୍ମୀଙ୍କ ମକର ଭାର
------------------------------
ମକର ସଂକ୍ରାନ୍ତି ଦିନ କି ବିଚାରି ମୁହିଁ l
ଶ୍ରୀକ୍ଷେତ୍ର ଚାଲିଲି ଜଗା ଦରଶନ ପାଇଁ ll
ଦେଖିଲି ସେବକ ଗଣ ବଡ଼ ତତପର l
ଲକ୍ଷ୍ମୀଙ୍କର ବାପଘରୁ ଆସିଅଛି ଭାର ll
ଧନୁ ସଂକ୍ରାନ୍ତିରୁ ଯାଇଥିଲେ ବାପ ଘର l
ମକରେ ଫେରିଲେ…
ଶ୍ରୀରାମଙ୍କ ଶାଳକ
ଶ୍ରୀରାମଙ୍କ ଶାଳକ
============
ଶିବଧନୁ ଭଗ୍ନ ପରେ ମାଆ ଜାନକୀଙ୍କ ବିବାହ ପ୍ରଭୁ ଶ୍ରିରାମଙ୍କ ସହିତ ହେବ ବୋଲି ସ୍ଥିର ହେଲା l ରାଜା ଦଶରଥ ତାଙ୍କ ଅନ୍ୟ ଦୁଇପୁତ୍ର, ଭରତ ଓ ଶତ୍ରୁଘ୍ନଙ୍କୁ ଘେନି ମିଥିଳାରେ ପହଁଚିଲେ l ରଘୁ କୁଳ ଓ ମିଥିଳା ରାଜ ଜନକଙ୍କ କୁଳର ବଂଶ ପରିଚୟ ପରେ, ଋଷି…
Best Innovation Award 2023 awarded to Dr. Suresh Kumar Agarwal
Kolkata (16/1):Dr. Suresh Kumar Agarwal, Director International Institute of Lifestyle Medicine in recognition of his outstanding innovation and contribution in the field of Meditation has been awarded with Best Innovation Award 2023 for 7…