Browsing Category

ଓଡିଶା

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ଵର : ଭୁବନେଶ୍ୱର ସ୍ଥିତ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲେଇ ପଞ୍ଚାୟତର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନଙ୍କ…

ବିଜୟଙ୍କ ଦଳର ବିଜୟ ତାଙ୍କ ପରିବାରରେ ଉତ୍ସବ ଆଣିଛି।

ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ବିଜୟ ଥାଲାପତି ମଧ୍ୟ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ଦଳ, ତାମିଲନାଡୁ ଭେଟ୍ରି କାଝାଗମ, ୧୧୦ ଆସନରେ ଆଗୁଆ ଅଛି। ବିଜୟଙ୍କ ଦଳର ବିଜୟ ତାଙ୍କ ପରିବାରରେ ଉତ୍ସବ ଆଣିଛି। ତାଙ୍କ ସଫଳତାରେ…

ଶିକ୍ଷକତା ବୃତ୍ତିରୁ ଅବସର ନେଲେ ଓଡିଶାର ସୁଖ୍ୟାତ ଗାଳ୍ପିକ ଅଞ୍ଜନ ଚାନ୍ଦ : ବିଦାୟ ସଭାରେ ଲୋକାର୍ପିତ ହେଲା ଗଳ୍ପ…

ବାଲେଶ୍ୱର, ୩/୫ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଜଣେ ସୁପରିଚିତ ଗାଳ୍ପିକ ଅଞ୍ଜନ ଚାନ୍ଦ ସମ୍ପ୍ରତି ନିଜର ଶିକ୍ଷକତା ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ସେ ବାଲେଶ୍ୱର ଜିଲ୍ଲାର ବରୁଣସିଂ ସ୍ଥିତ ନୀଳଗିରି ରୋଡ଼ ହାଇସ୍କୁଲରେ ବରିଷ୍ଠ ସଂସ୍କୃତ ଶିକ୍ଷକ ଭାବେ ଦୀର୍ଘ ୩୫ ବର୍ଷ ଧରି…

ଓଡ଼ିଶା ଉପକୂଳରୁ ନାଭାଲ ଆଣ୍ଟି-ଶିପ୍ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର,୩/୫(କୃଷ୍ଣ କୁମାର ମହାନ୍ତି): ଭାରତର ପ୍ରତିରକ୍ଷା ବିଭାଗ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଓଡ଼ିଶା ଉପକୂଳସ୍ଥ ପ୍ରତିରକ୍ଷା କେନ୍ଦ୍ରରୁ ଦୂରଗାମୀ ହାଇପରସୋନିକ୍ ନାଭାଲ ଆଣ୍ଟି-ସିପ୍ ମିସାଇଲ୍ ର ଫେଜ୍-୨ ପରୀକ୍ଷଣ ସଫଳତାର ସହ ଗତକାଲି କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ…

ବାଲେଶ୍ୱର ସାଇବର ସେଲ୍ ପକ୍ଷରୁ ଉଦ୍ଧାର ହୋଇଥିବା ୩୫ଟି ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ହେଲା

ବାଲେଶ୍ୱର, ୩/୫(କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ପୋଲିସର ସାଇବର ସେଲ୍ ବିଭିନ୍ନ ସମୟରେ ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ୩୫ଟି ମୋବାଇଲ୍ ଫୋନ୍ ଉଦ୍ଧାର କରି ସେଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ୯୭.୭୧% : ରାଜ୍ୟ ପାସ୍ ହାରକୁ ପଛରେ ପକାଇଲା…

ବାଲେଶ୍ୱର,୩/୫(କୃଷ୍ଣ କୁମାର ମହାନ୍ତି): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତକାଲି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ଏହି ବାର୍ଷିକ ଉଚ୍ଚ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ବାଲେଶ୍ୱର ଜିଲ୍ଲାର ପାସ୍ ହାର…

ବୃତ୍ତିଗତ ଜୀବନରୁ ଅବସର ଗ୍ରହଣ କଲେ ବ୍ୟଙ୍ଗ ଲେଖକ ରାଧାଶ୍ୟାମ ରାଉଳ : ଜୀବନବୀମା କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା…

ବାଲେଶ୍ୱର, ୩/୫ (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ବ୍ୟଙ୍ଗଲେଖକ ତଥା ସ୍ତମ୍ଭକାର ରାଧାଶ୍ୟାମ ରାଉଳ ଗତ ଏପ୍ରିଲ ୩୦ ତାରିଖରେ ଭାରତୀୟ ଜୀବନ ବୀମା ନିଗମ, କଟକ ଶାଖା-୧ର ପ୍ରଶାସନିକ ଅଧିକାରୀ ପଦରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା…

ଉନ୍ମୋଚିତ ହେଲା ସଙ୍ଗୀତ ଜନଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ

ଭୁବନେଶ୍ୱର :  ତା 03/05/26ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ର ଅଗ୍ରଣୀ ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ମାନରେ…

ତାମିଲନାଡୁର ନୂଆ ‘ନାୟକ’: ବିଜୟଙ୍କ ପ୍ରଥମ ନିର୍ବାଚନରେ ମାଷ୍ଟରଷ୍ଟ୍ରୋକ୍

ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଧାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୪୯ ବର୍ଷ ଧରି ରାଜନୈତିକ ଦୃଶ୍ୟପଟରେ ପ୍ରଭାବ ବିସ୍ତାର କରିଥିବା ଡିଏମକେ ଏବଂ ଏଆଇଏଡିଏମକେକୁ ପଛରେ ପକାଇ ଅଭିନେତା ବିଜୟଙ୍କ ଦୁଇ ବର୍ଷ ପୁରୁଣା ଦଳ ଟିଭିକେ ଆଗକୁ ବଢିଛନ୍ତି। ଟିଭିକେ…

ପଶ୍ଚିମବଙ୍ଗରେ ଝାଲମୁଢି ବାଣ୍ଟି ବିଜେପି ପାଳନ କଲା ଉତ୍ସବ

କଲକାତା : ଖାଇମୁଢି ବାଣ୍ଟିଲେ, ସେଲିବ୍ରେସନ କଲେ। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ବର୍ତ୍ତମାନ ଚାଲିଛି। ବିଜେପିର ନେତୃତ୍ୱ ମଧ୍ୟରେ ବଙ୍ଗଳାରେ ଉତ୍ସବ ଆରମ୍ଭ ହୋଇସାରିଛି। କଲକାତାର ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ…