Browsing Category

ଓଡିଶା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାନବାଧିକାର ଇଣ୍ଟର୍ନମାନଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗର ଆଲୋଚନା

ବାଲେଶ୍ୱର, ୦୪/୦୫ (କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ (CHRC)ରେ ଚାଲୁଥିବା ମାନବାଧିକାର ଇଣ୍ଟର୍ନଶିପ୍ ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିବା ଆର୍‌.ଡି. ମହିଳା ବିଶ୍ୱବିଦ୍ୟାଳୟର ୪୩ ଜଣ ଅଣ୍ଡର୍‌ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର…

ଉନ୍ମୋଚିତ ହେଲା କବି ମଦନ କୁମାର ଦାସଙ୍କ କାବ୍ୟ ପୁସ୍ତକ ‘ଗୌରୀ’ 

ବାଲେଶ୍ୱର , ୩/୫(କୃଷ୍ଣ କୁମାର ମହାନ୍ତି): ଗତକାଲି ଅପରାହ୍ନରେ କବି ମଦନ କୁମାର ଦାସଙ୍କ ‘ଗୌରୀ’ କାବ୍ୟପୁସ୍ତକଟି ପାହାନ୍ତିତାରା ସାହିତ୍ୟାନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଦୀନକୃଷ୍ଣ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ବିଶିଷ୍ଟ ସାହିତ୍ୟିକ ବ୍ରଜେନ୍ଦ୍ର…

ଆଜିଠୁ ବଙ୍ଗ ଭୟମୁକ୍ତ ଏବଂ ବିକାଶ ପ୍ରତି ଆତ୍ମବିଶ୍ୱାସୀ : ଗଙ୍ଗୋତ୍ରୀରୁ ଗଙ୍ଗାସାଗର ସବୁଠି ପଦ୍ମ ଫୁଟିଲା।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ…

ଭବାନୀପୁରରେ ହାରିଲେ ଦିଦି

କଲକାତା:ଦିଦିଙ୍କ ଗଡରେ ଧସେଇ ପସିଲେ ଶୁଭେନ୍ଦୁ ଅଧିକାରୀ।ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଟିଏମସିର ଗଡ଼ ଭବାନୀପୁରରେ ଲଢ଼େଇ ରୋମାଞ୍ଚକ ହେବାରେ  ଲାଗିଛି। ଗଣତି ଆରମ୍ଭରୁ ଆଗରେ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ମଧ୍ୟାହ୍ନ ବେଳକୁ ପଛରେ ପଡ଼ି ଯାଇଥିଲେ। ଟିଏମସି ସୁପ୍ରିମୋ ମମତା…

କେରଳରେ ୩ ଆସନ ଜିତିଲା ବିଜେପି

କେରଳ:କେରଳରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ ବହୁମତ ହାସଲ କରିଛି। ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ। କେରଳରେ ଜନାଦେଶ ସପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ। ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ  …

ଶ୍ରୀରାମଙ୍କ ଅତିଥି ଭଗବାନ୍ ଶଙ୍କର

ଶ୍ରୀରାମଙ୍କ ଅତିଥି ଭଗବାନ୍ ଶଙ୍କର ================== ଲଙ୍କାରୁ ବନ୍ଦିନୀ ମାଆ ଜାନକୀଙ୍କ ଉଦ୍ଧାର ପରେ ପ୍ରଭୁ ଶ୍ରୀରାମ, ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହୋଇ ସୁଖରେ ପ୍ରଜା ପାଳୁଥାନ୍ତି। ରାମରାଜ୍ଯରେ କୌଣସି ଦୁଖ ଦୈନ୍ୟ ନଥାଏ। ଏହି ଅବସରରେ ଦିନେ ଶ୍ରୀରାମ ନିଜ ପିତୃପୁରୁଷଙ୍କ…

ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ / ଗୁରୁଗ୍ରାମ ତା ୦୩.୦୫.ରିଖ ; ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। 'ରଜ' ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ବିଶ୍ୱବିଦିତ। ରାଜ୍ୟର ଉତ୍କର୍ଷତା, ଉତ୍କୃଷ୍ଟତା ଓ ଉପାଦେୟତାକୁ ଜାତୀୟ ରାଜଧାନୀ…

ପାଲଲହଡ଼ା ପେଚାମୁଣ୍ଡି ଗାଁ ଚାଷୀଙ୍କ ଆୟ ବଢ଼ାଉଛି ‘ଆଇସ୍‌ବକ୍ସ’ ତରଭୁଜ ।

ପାଲଲହଡ଼ା : ଧାନ ଚାଷ ପରେ ପଡ଼ିଆ ପଡ଼ୁଥିବା ଜମିରେ ଏବେ ଫଳିଛି ସୁଆଦିଆ ତରଭୁଜ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଳକର ପେଚାମୁଣ୍ଡି ପଞ୍ଚାୟତ ଏବେ ତରଭୁଜ ଚାଷର ହବ୍ ପାଲଟିଛି । ପାରମ୍ପରିକ ଚାଷ ଛାଡ଼ି ଏବେ 'ଆଇସବକ୍ସ' ତରଭୁଜ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସ୍ଥାନୀୟ ଚାଷୀ ।…