Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ସମୟସୀମା ମେ’ ୧୫ ଯାଏଁ ବୃଦ୍ଧି
ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬-୨୭ ମାର୍ଚ୍ଚ ସେସନ ନାମଲେଖା ପାଇଁ ଅନଲାଇନ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଏହା ମେ’ ୧୫ ତାରିଖ ଯାଏଁ ଚାଲିବ। ଛାତ୍ରଛାତ୍ରୀମାନେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’…
କ୍ଷୀର ଦର ବୃଦ୍ଧି କଲା ଓମଫେଡ
ଭୁବନେଶ୍ବର : ଓଡିଶାରେ କ୍ଷୀର ଦର ବୃଦ୍ଧି କଲା ଓମଫେଡ । ଟୋନ୍ଡ ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ଏବେ କ୍ଷୀର ଲିଟର ପିଛା ୫୦ ଟଙ୍କାରୁ ବୃଦ୍ଧି ହୋଇ ୫୪ଟଙ୍କାରେ ପହଞ୍ଚିଛି । ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଥିବାବେଳେ ଏବେ ଏହି ଦୁଗ୍ଧ ଲିଟର ପିଛା ୫୮…
ବିମାନରୁ ତଳକୁ ଡେଇଁପଡ଼ିଲେ ଯାତ୍ରୀ : ରନଓ୍ୱେରେ ବିମାନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ
ଚେନ୍ନାଇ : ବିମାନରୁ ତଳକୁ ଡେଇଁପଡ଼ିଲେ ଯାତ୍ରୀ। ଚେନ୍ନାଇ ବିମାନବନ୍ଦରରେ ଅବତରଣ ସମୟରେ ଏୟାର ଆରବିୟା ବିମାନର ଏମର୍ଜେନ୍ସି ଗେଟରୁ ବାହାରକୁ ଡେଇଁ ପଡ଼ିଲେ ଯାତ୍ରୀ। ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଅବତରଣବେଳେ ଏମର୍ଜେନେସି ଗେଟ୍ ଖୋଲି ରନଓ୍ୱେ ଉପରକୁ ଡେଇଁ ପଡିଥିଲେ…
ନିଟ୍-ୟୁଜି ୨୦୨୬, ପରୀକ୍ଷା ଦେବେ ଦେଶର ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ
ନୂଆଦିଲ୍ଲୀ : ଆଜି ନିଟ୍-ୟୁଜି ୨୦୨୬ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସାରା ଦେଶରେ ଅନୁଷ୍ଠିତ ହେଉଛି ନିଟ୍-ୟୁଜି ୨୦୨୬ । ଏହି ପ୍ରବେଶିକା ପରୀକ୍ଷା ଅଫଲାଇନ୍ ବା ପେନ୍-ଆଣ୍ଡ-ପେପର ମୋଡ୍ ରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରିଚାଳିତ ହେଉଛି । ଚଳିତ ବର୍ଷ…
ରାଜସ୍ବ ବିଭାଗର କମିଟି ଗଠନ ଜମିଜମା ରେକର୍ଡିଂ ନେଇ ଆସିବ ସଂଶୋଧିତ ଏସଓପି
ଭୁବନେଶ୍ବର : ସରକାରୀ ଓ ବେସରକାରୀ ଜମିର ରେକର୍ଡ଼ିଂ ସମ୍ବନ୍ଧୀୟ ପ୍ରଚଳିତ ଏସ୍ଓପିର ପୁନଃ ବିଚାର ଓ ସଂଶୋଧନ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.…
ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା
ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ…
ମଇ ଦିବସରେ ‘ମାସ୍’ର ନିଆରା ଅଭିଯାନ: ୨୪ ଜଣ ଶ୍ରମଜୀବୀଙ୍କୁ ‘ସବୁ କାମକୁ ସମ୍ମାନ’ରେ…
ବାଲେଶ୍ୱର, ୨/୫(କୃଷ୍ଣ କୁମାର ମହାନ୍ତି): ସମାଜ ଗଠନରେ ସବୁ ବର୍ଗର ଶ୍ରମଜୀବୀଙ୍କ ଭୂମିକା ସମାନ, କିନ୍ତୁ ନୀରବ ସାଧକମାନଙ୍କୁ ପ୍ରାୟତଃ ଯଥୋଚିତ ସମ୍ମାନ ମିଳେନାହିଁ। ଏହି ବାର୍ତ୍ତା ନେଇ ମଇ ଦିବସ ଅବସରରେ 'ମାନବ ଅଧିକାର ସୁରକ୍ଷା ସଂସଦ' ବା 'ମାସ୍' ପକ୍ଷରୁ 'ସବୁ କାମକୁ ସମ୍ମାନ…
ପୋଲିସ SI ପରୀକ୍ଷା ସ୍କାମ : ୮ ଦଲାଲଙ୍କ ବିରୁଦ୍ଧରେ NBW ଜାରିକଲା CBI
ଭୁବନେଶ୍ବର : ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ୮ ଦଲାଲଙ୍କ ବିରୁଦ୍ଧରେ NBW ଜାରିକଲା CBI । ବାରମ୍ବାର ନୋଟିସ ପରେ ମଧ୍ୟ ହାଜର ହେଉ ନଥିବା ଦଲାଲଙ୍କ ବିରୋଧରେ ଜାରିହେଲା NBW ।
ସେମାନଙ୍କ ମଧ୍ୟରେ ୩ ଜଣ ବିହାର ଦଲାଲ ରହିଛନ୍ତି। ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ…
ଓଡ଼ିଶା ମାଟ୍ରିକ୍ ରେଜଲ୍ଟ ୯୫.୩୩% ପାସ୍ ହାର
କଟକ : ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ରେଜଲ୍ଟ ପ୍ରକାଶ କରାଯାଇଛି। ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା…
ବଙ୍ଗୋପସାଗରରେ ବାତ୍ୟା
ଭୁବନେଶ୍ୱର : ମେ’ ମାସକୁ ବାତ୍ୟା ଭୟ। ଅନେକ ଥର ମେ’ ମାସରେ ବାତ୍ୟା ହୋଇ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି। ନୂଆ ଅପଡେଟ୍ ଅନୁଯାୟୀ, ମେ’ ୨ୟ ସପ୍ତାହରେ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି। ଲଘୁଚାପ ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଆକଳନ କରିଛି। ୧୧ ରୁ ୧୫ ତାରିଖ ମଧ୍ୟରେ…