Browsing Category

ଓଡିଶା

ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ପକ୍ଷରୁ ୪୫ ତମ ରଜ ମହୋତ୍ସବ ଅନୁଷ୍ଠିତ ।

ଗୁଜୁରାଟ (ବରୋଦା ) :ଗତକାଲି ପହିଲି ରଜରେ ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ପକ୍ଷରୁ ୪୫ ତମ ରଜ ମହୋତ୍ସବ ପାଳନ ବହୁତ ଆଡମ୍ବର ସହ  କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ଓଡ଼ିଆ ପ୍ରବାସୀ ବନ୍ଧୁମାନେ ଯୋଗ ଦେଇଥିଲେ। ଏହା ଆଇ ଓ ସି ଏଲ୍ ଟାଉନସିପ ସ୍ଥିତ ସ୍ପନ୍ଦନ ହଲରେ ପାଳିତ ହୋଇଥିଲା।…

ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ସମ୍ଭାବନା, ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଉପକୂଳରେ ବର୍ଷା ସହ ଗୁଳୁଗୁଳି, ପଶ୍ଚମିରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୦ ତାରିଖ ଯାଏଁ  ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ଅନୁମାନ…

ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଶେଷ ହେବା ପରେ ଅଶୋଧିତ ତୈଳ ମୂଲ୍ୟ ୪%ରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧. ୧୫ ଡଲାରକୁ ଖସିଛି। ଯୁଦ୍ଧ ଶେଷ ନେଇ ଚୁକ୍ତି ଉପରେ ସହମତି ହେବା ପରେ ଅନ୍ତର୍ଜାତୀୟ ତୈଳ ବଜାରରେ ଏହି ହ୍ରାସ ଦେଖାଦେଇଛି। ଏସୀୟ…

ଶାନ୍ତି ଚୁକ୍ତିନାମା ପରେ ଫିଫା ବିଶ୍ୱକପ୍ ପାଇଁ ଆମେରିକାରେ ପହଞ୍ଚିଲା ଇରାନ ଦଳ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଘୋଷଣା କରିଛନ୍ତି ଯେ, ଇରାନ ସହିତ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଘୋଷଣାର କିଛି ଘଣ୍ଟା ପୂର୍ବରୁ, ଇରାନର ଜାତୀୟ ଫୁଟବଲ୍ ଦଳ ୨୦୨୬ ଫିଫା ବିଶ୍ୱକପ୍ ପାଇଁ ଆମେରିକାରେ ପହଞ୍ଚିଛି। ଇରାନ ଜୁନ୍ ୧୫ (ଭାରତୀୟ ସମୟ…

ରବିବାର କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ୪୯ନମ୍ବର ଜାତୀୟ ରାଜପଥରେ ପୃଥକ୍‌ ପୃଥକ୍‌ ଦୁର୍ଘଟଣା

କେନ୍ଦୁଝର : ରବିବାର କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ୪୯ନମ୍ବର ଜାତୀୟ ରାଜପଥରେ ପୃଥକ୍‌ ପୃଥକ୍‌ ଦୁର୍ଘଟଣା ଘଟି ୫ ନିରୀହ ଜୀବନ ଚାଲିଯାଇଛି। ଏପରି ଘଟଣାକୁ ନେଇ ଅଞ୍ଚଳରେ ରଜ ଉତ୍ସବ ଫିକା ପଡ଼ିଯାଇଛି। କୁଆଁର ଗ୍ରାମର ଦୁଇ ଭାଇ ଲକ୍ଷ୍ମଣ ସନଙ୍ଗି, ଅକ୍ଷୟ ସନଙ୍ଗି କାଇପୁର ଗାଁସ୍ଥିତ ଭଉଣୀ…

ରାୟଗଡ଼ା ଜଙ୍ଗଲରୁ ମାଓ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସହିତ ବହୁ ଜିନିଷ ଜବତ

ରାୟଗଡ଼ା : ରାୟଗଡ଼ା ଜିଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲେ ମଧ୍ୟ ଘଞ୍ଚ ଜଙ୍ଗଲରୁ ମାଓ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସହିତ ବହୁ ଜିନିଷ ଜବତ ହୋଇଛି। ଏଥିରୁ ସେମାନଙ୍କ ଉପସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି। ଗତକାଲି ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଢେପଗୁଡ଼ା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ…

ଆଦିବାସୀଙ୍କୁ ଅପମାନସୂଚକ ମନ୍ତବ୍ୟର ପ୍ରତିବାଦ : କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ଏତଲା

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସାର୍ବଜନୀନ ଭାବରେ ଆଦିବାସୀ(ଅନୁସୂଚିତ ଜନଜାତି) ସମ୍ପ୍ରଦାୟ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ, ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବା ଦର୍ଶାଇ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ପାଟଣାଗଡ଼ ଥାନାରେ ଏତଲା…

ରଜ ମଉଜ

ରଜ ମଉଜ ବରଷକେ ଥରେ ରଜ ଗଣପର୍ବ ଆମ ଗଲାଣି ହେଜ ମୋ ବଉଳ ଲୋ... କାହିଁ ହଜିଗଲା ସେ ମଉଜ ବଉଳ ଲୋ...(୦) ବାସୁନାହିଁ ପିଠା ପଣା ଘରେ ଶୂନ୍ୟରେ ଶୂନ୍ୟରେ ମଣିଷ ମରେ ମୋ ବଉଳ ଲୋ... ଚାଲ କାରଣ ଖୋଜିବା ଥରେ ବଉଳ ଲୋ...(୧) ଆଉ ନାହିଁ ଗଛ ଡ଼ାଳ ଦୋଳି ଲଗେଇବା ହୋଇଲା କାଳ ମୋ…

ତୁମ ପ୍ରତିକ୍ଷାରେ

ତୁମ ପ୍ରତିକ୍ଷାରେ ମନକୁ କରିଛି ଗୋପ ବୃନ୍ଦାବନ ହୃଦୟକୁ କରି କାଶି । ନୀଳ ମାଧବ ହେ କେବେ ଯେ ଆସିବ ଚାହିଁଛି ତୁମକୁ ବସି ।। ଆଦରି ରଖିଛି ଏ ପାପି ପ୍ରାଣକୁ ତୁମକୁ ତ ଦେବାପାଇଁ । ଦୁଃଖୀ ମଣିଷଟେ ଅଭାବରେ ଅଛି ଦେବାପାଇଁ କିଛି ନାହିଁ ।। ଜନମ ମରଣ ମଝିରେ ନିଶ୍ୱାସ ଚାଲୁଛି…

ବିଶ୍ୱ ରକ୍ତଦାତା ଦିବସ: ରାୟଗଡ଼ାରେ ସିଆରପିଏଫ୍ ଓ କଲାମ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ରାୟଗଡ଼ା, (ଭି,ଗୌରି ଶଙ୍କର ରାଓ):-ବିଶ୍ୱ ରକ୍ତଦାତା ଦିବସ ଅବସରରେ ରାୟଗଡ଼ା ସିଆରପିଏଫ୍ ୪ର୍ଥ ବାଟାଲିୟନ ଏବଂ ଡ. ଏପିଜେ ଅବଦୁଲ କଲାମ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରକ୍ତ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି ଶିବିରକୁ…