Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି
ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର ତା ୧୪/୦୬ ରିଖ ; ବିଶିଷ୍ଟ ସମାଜସେବୀ ବରାହ ଚରଣ ସାମଲଙ୍କର ୮୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପଟ୍ଟାମୁଣ୍ଡାଇଠାରେ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। 'କାହ୍ନୁ ବାବୁ' ନାମରେ ଲୋକପ୍ରିୟ ଶ୍ରୀ ସାମଲ ୧୯୪୬ ମସିହା ଜୁନ୍ ୧୭ ତାରିଖ ଦିନ ଓଡ଼ିଶାର…
ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଅଞ୍ଚଳରେ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ !!!
ଗଜପତି : ଗଜପତି ଏସ୍.ପି.ଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଅଞ୍ଚଳରେ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଥିଲା । ପାରଳାଖେମୁଣ୍ଡି ଥାନାର ଅଫିସରମାନେ, DVF ଓ APR ଫୋର୍ସଙ୍କ ସହିତ ମିଶି ସେରି ସାହି, ଜଙ୍ଗମ ସାହି, ରେଲି ସାହି ସମେତ ଅନ୍ୟାନ୍ୟ ସଂବେଦନଶୀଳ…
ନୂତନ ବସଷ୍ଟାଣ୍ଡ ସାଜିଛି ସର୍ଭିସିଙ୍ଗ ସେଣ୍ଟର : ସବୁ ଜାଣି ପୌର ପରିଷଦ ଚୁପ !!!
ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ସାଜିଛି ସର୍ଭିସିଙ୍ଗ ସେଣ୍ଟର । ଯାହା ଫଳରେ ବସଷ୍ଟାଣ୍ଡ କାଦୁଅ ରେ ପଚ ପଚ ହେଉଛି । ପାଣି ଜମିବା କାରଣରୁ ମଶା ମାଛି ବଢି , ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ବସ ସକାଳ ହେଉ କି ସନ୍ଧ୍ୟା…
ସମ୍ବାଦ ସାହିତ୍ୟ ଘର ପାରଳାଖେମୁଣ୍ଡିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ରଜ ମଉଜ ପାଳିତ !!!
ଗଜପତି (ମନୋଜ ପାଢ଼ୀ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ବିଶ୍ୱନାଥ ଫଙ୍କସନ୍ ହଲ୍ ଠାରେ ଆଜି ସମ୍ବାଦ ସାହିତ୍ୟ ଘରର ଚତୁର୍ଦ୍ଦଶ ବାର୍ଷିକୋତ୍ସବ ଓ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସଭ…
CISF Launches International Day of Yoga 2026 Celebrations at Victoria Memorial Hall
Kolkata (15/6): In a fitting tribute to wellness and harmony, members of the CISF Airport Security Group commenced the celebrations leading up to the International Day of Yoga 2026 at the historic Victoria Memorial Hall on June 8.
Set…
ପୃଥିବୀ ସୂତା ପାର୍ଥିଵୀ
ପୃଥିବୀ ସୂତା ପାର୍ଥିଵୀ
=============
ତ୍ରେତୟା ଯୁଗର କଥା l ମିଥିଳା ରାଜ୍ୟର ରାଜା ଥିଲେ, ରାଜର୍ଷି ଜନକ l ତାଙ୍କର ବହୁ କାଳ ଧରି କୌଣସି ସନ୍ତାନ ସନ୍ତତି ହେଲେନାହିଁ l ସେ ବଡ଼ ସନ୍ତାପ ଭିତରେ ଥାଇ ଦିନେ ତାଙ୍କ ମହାମନ୍ତ୍ରୀଙ୍କୁ ଡକାଇଲେ ଓ ତାଙ୍କୁ ରାଜ୍ୟ ଭାର ସମର୍ପଣ କରି ନିଜେ ଯାଇ…
ରଜ ପାଇଁ ସଜ ଗୀତ
ରଜ ପାଇଁ ସଜ ଗୀତ
===========
ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆଜି ଟି ପହିଲି ରଜ ll
ରଜଦୋଳି କଟ ମଟ,
ଭାଇନା ମୁଣ୍ଡରେ ସୁନା ମୁକୁଟ,
ଦିଶୁଥାଇ ଝଟ ଝଟ ll
ପଟା ଝୁଲି ତଳେ ଭାଲୁ,
ହଳଦୀ ବାଟିଲୁ କାହାକୁ ଦେଲୁ,
ପୁଅକୁ ନୁଖୁରା କଲୁ ll
ଦୋଳି ଉଡ଼େ ସାଇଁ ସାଇଁ,…
୫କୋଟି ଟଙ୍କା ର ବିଦ୍ୟୁତ୍ ପ୍ରକଳ୍ପ ଖତ ଖାଉଥିବା,ଦେଖି ବିଧାୟକ ତାଗିଦ୍ କଲେ ।
ଗଜପତି,୧୩.୬-: ବିଦ୍ୟୁତ ଗ୍ରାହକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ଗୋଟିଏ ସବ ଷ୍ଟେସନରୁ ୬ ରୁ ୭ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଫଳରେ ଲୋ ଭୋଲ୍ଟେଜ ଓ ଅତ୍ୟଧିକ ସରବରାହ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟ, ବିଶେଷ କରି ଗ୍ରୀଷ୍ମରେ ବିଦ୍ୟୁତ ସମସ୍ୟା ଦ୍ବୀଗୁଣିତ କରିଛି।…
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ବ..
ଗଜପତି,୧୩.୬-:ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ବ ହୋଇଯାଇଛି। ଏହି ଯୋଜନାରେ ହିତାଧୀକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଣ୍ଡପିଛା ପ୍ରତିମାସରେ ୫…
ଚିକିଟି ହଳଦିଆ ତୈଳିକ ବୈଶ୍ୟ ସମାଜ ର ମହାସଭା ଆରମ୍ଭ ।
ଗଜପତି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅଧିନସ୍ଥ, ବଡଖେମୁଣ୍ଡି ଆଞ୍ଚଳିକ ପରିଷଦ ଅଧିନସ୍ଥ ଦୌଲିଆପଡା (ବାଲିବଟ)ଛକ ସ୍ଥିତ ଶ୍ରୀ ଶ୍ରୀ ମାଂ ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ତା -12.06.2026ରିଖ ଦିନ ଠାରୁ ମହାସଭା ଆରମ୍ଭ ହେଲା ଦିବା 9.00ଘଣ୍ଟା…