Browsing Category

ଓଡିଶା

ହର୍ମୁଜ ଅତିକ୍ରମ କଲା ଭାରତୀୟ ଜାହାଜ ‘ଦିଶା’

ନୂଆଦିଲ୍ଲୀ : ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ଏହା ପ୍ରଥମ ଭାରତୀୟ ପତାକାଧାରୀ ବାଣିଜ୍ୟିକ ଜାହାଜ ଯାହାକି ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଟି ଗତ ପ୍ରାୟ ତିନି…

ଜରୁରୀ ସେବାକୁ ଇନ୍ଧନ ମନା କଲେ ଜେଲ୍‌

ଭୁବନେଶ୍ବର : ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ବିଦ୍ୟୁତ ବିଭ୍ରାଟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପାଇଁ ଡିଜି ସେଟ୍‌ ଏବଂ ପରିବହନ ପାଇଁ ପେଟ୍ରୋଲ/ଡିଜେଲ ଉପରେ ନିର୍ଭର କରିଥାନ୍ତି। ଉପଯୁକ୍ତ ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଅଭାବରୁ…

ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ; ଆଉ ଜଣେ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ସୈନିକ ସ୍କୁଲ୍‌ ରାସ୍ତାରେ ଗତ ରାତିରେ ସିରିଜ୍‌ ଦୁର୍ଘଟଣା ହୋଇଥିଲା। ଘଟଣାରେ ଗତକାଲି ୨ଜଣ ପ୍ରାଣ ହାରଥିବା ବେଳେ ଆଜି ସକାଳୁ ଆଉ ଜଣେ ପ୍ରାଣ ହରାଇଛନ୍ତି। ଗତ ରାତିରେ ଏହି ଦୁର୍ଘଟଣାରେ ଏକ କାର୍‌ ଅଟୋ ସହ ଏକାଧିକ ବାଇକ୍‌ କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ…

ରଜରେ କେନ୍ଦୁଝରରେ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର

କେନ୍ଦୁଝର : ରଜରେ କେନ୍ଦୁଝର ପୋଲିସର ଅପରାଧୀ ନିୟନ୍ତ୍ରଣ ଅଭିଯାନ। କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ ପ୍ରଭାତ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି। ପ୍ରଭାତ ନା ରେ ବିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ…

ଦୁଇ ବର୍ଷରେ ବାଲେଶ୍ୱରରେ ସୃଷ୍ଟି ହେଲା ବିକାଶର ନୂଆ ଅଧ୍ୟାୟ: ଜୀବିକା, ଭିତ୍ତିଭୂମି, ପର୍ଯ୍ୟଟନ ଓ ସାମାଜିକ…

ବାଲେଶ୍ୱର,୧୫/୬(କୃଷ୍ଣ କୁମାର ମହାନ୍ତି): ଗତ ଦୁଇ ବର୍ଷ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ କାର୍ଯ୍ୟ କରାଯାଇଥିବା ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଜିଲ୍ଲାର ସାମଗ୍ରିକ ବିକାଶକୁ ନୂଆ ଦିଗ ଦେଇଛି। ଜୀବିକା ସୃଷ୍ଟି, ଗ୍ରାମୀଣ ଭିତ୍ତିଭୂମି,…

ଚାନ୍ଦିପୁର ପାନ୍ଥନିବାସରେ ଉଦଘାଟିତ ହେଲା ରଜ ମହୋତ୍ସବ: ରଜ ଦୋଳି ସାଙ୍ଗକୁ ପିଠା ଓ ପାନର ଆସରରେ ମୁଗ୍ଧ ହେଲେ…

ବାଲେଶ୍ୱର, ୧୫ ଜୁନ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆଙ୍କ ଗଣପର୍ବ ରଜ ଅବସରରେ ଚାନ୍ଦିପୁର ପାନ୍ଥନିବାସ ପରିସର ଉତ୍ସବମୁଖର ହୋଇଉଠିଛି। ରବିବାର ପହିଲି ରଜ ଅବସରରେ ଏଠାରେ ତିନିଦିନିଆ ରଜ ମହୋତ୍ସବର ଶୁଭ ଉଦ୍‌ଘାଟନ ହୋଇଥିବା ବେଳେ ରଜ ଦୋଳି, ପିଠା ଓ ପାନର ସ୍ୱତନ୍ତ୍ର ଆୟୋଜନ ପର୍ଯ୍ୟଟକ ଓ…

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ

ଗୁରୁଗ୍ରାମ/ନୂଆଦିଲ୍ଲୀ ତା ୧୫.୦୬ ରିଖ ; ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଦୁଇଦିନିଆ ପବିତ୍ର ପ୍ଳାବନ ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରର ମୁକ୍ତାକାଶ ପ୍ରାଙ୍ଗଣକୁ ଖୁବ୍ ସୁନ୍ଦର…

ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର।

ରାଜନଗର : ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର। ଏଭଳି ଘଟଣା ଘଟିଛି ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ। ଏହି ପାଣି ନାଳଟି ବ୍ରାହ୍ମଣୀ ନଦୀ ସହ ସଂଯୋଗ କରୁଥିବାରୁ କୁମ୍ଭୀରଟି ପଳେଇ ଆସିଥିବା ସନ୍ଦେହ କରାଯାଉଛି। ଲୋକମାନେ ନାଳରେ କୁମ୍ଭୀର…

ଜୁନ୍ ୧୮ରୁ ଖୋଲିବ ସ୍କୁଲ୍: ଗ୍ରୀଷ୍ମଛୁଟି ପରେ ପୁଣି ସ୍ୱାଭାବିକ ହେବ ପାଠପଢ଼ା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଗ୍ରୀଷ୍ମଛୁଟିର ଅନ୍ତ ଘଟିବାକୁ ଯାଉଛି। ଆସନ୍ତା ଜୁନ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡ଼ିକ ପୁଣିଥରେ ଖୋଲିବ। ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଆଜି ସୂଚନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଖରାଛୁଟି ପରେ ଛାତ୍ରଛାତ୍ରୀମାନେ ପୁଣି ବିଦ୍ୟାଳୟ…

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ…