Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ତାମିଲନାଡ଼ୁ ଡି. ଏମ୍. କେ ଦଳର ସଂସ୍ଥାପକ ଇ. ଭି. ପେରିୟାର ରାମସ୍ବାମୀ ନାଇକରଙ୍କ ଜୟନ୍ତି ପାଳିତ
କୋରାପୁଟ ,ରୁ ସୁରେନ୍ଦ୍ର ଖୋସଲା :ତା 17-9-2026 ରିଖ ଗୁରୁବାର ସନ୍ଧ୍ୟା ସମୟରେ କୋରାପୁଟ ଡଃ. ଆମ୍ବେଦକର ପାଠ୍ୟ କେନ୍ଦ୍ର ଠାରେ ଜଣେ ବିଶିଷ୍ଟ ଆତ୍ମ ସମ୍ମାନର ସଂଗ୍ରାମୀ ତଥା ତାମିଲନାଡ଼ୁ ଡି. ଏମ୍. କେ ଦଳର ସଂସ୍ଥାପକ ଇ. ଭି. ପେରିୟାର ରାମସ୍ବାମୀ ନାଇକରଙ୍କ 147ତମ ଜୟନ୍ତି ଶ୍ରୀ…
କାମ ଖୋଜିବା ପାଇଁ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଥିବା ନାବାଳକକୁ ଉଦ୍ଧାର କଲା ଆରପିଏଫ୍ : ଶିଶୁ ସୁରକ୍ଷା ସମିତିକୁ…
ବାଲେଶ୍ୱର, ୧୮ ସେପ୍ଟେମ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରେଳ ଷ୍ଟେସନରେ ଅସୁରକ୍ଷିତ ଅବସ୍ଥାରେ ଏକାକୀ ବୁଲୁଥିବା ୧୩ ବର୍ଷୀୟ ଜଣେ ନାବାଳକକଙ ରେଳ ସୁରକ୍ଷା ବଳ (ଆରପିଏଫ୍), ବାଲେଶ୍ୱର ଷ୍ଟେସନରୁ ଉଦ୍ଧାର କରିଛି।
ପ୍ଲାଟଫର୍ମ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଓ ଡ୍ୟୁଟି ସମୟରେ…
କଥାକାର କଇଳାଶ ପଟ୍ଟନାୟକ ପାଇବେ ପ୍ରଜାପତି ପକ୍ଷରୁ ପ୍ରଦତ୍ତ ‘ଅକ୍ଷର କଥାକାର ସମ୍ମାନ’
ବାଲେଶ୍ୱର, ୧୮/୦୯ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନା ସାଙ୍ଗକୁ ଲୋକକଥା ଓ ଭ୍ରମଣ କାହାଣୀରେ ପ୍ରସିଦ୍ଧି ଅର୍ଜନ କରିଥିବା ସୁପ୍ରସିଦ୍ଧ କଥାକାର ଡକ୍ଟର କଇଳାଶ ପଟ୍ଟନାୟକ ଚଳିତବର୍ଷର ‘ଅକ୍ଷର କଥାକାର ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି…
ବାରାକ ନିକଟରୁ ୯ କିଗ୍ରା ଓଜନର ବଜ୍ରକାପ୍ତା ମୃତଦେହ ଉଦ୍ଧାର।
ଗଜପତି,୧୮.୯(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ସହ ଉପକଣ୍ଠ ରାମସାଗର ନିକଟସ୍ଥ ପୁଲିସ ବାଟାଲିଅନ ବାରାକ ପାଖରୁ ଏକ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ମୃତଦେହ ଉଦ୍ଧାର ହୋଇଛି। ମୃତ ବଜ୍ରକାପ୍ତାର ଓଜନ ପ୍ରାୟ ୯ କିଲୋରୁ ଅଧିକ ହେବ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ବାରାକ ପରିସରରେ…
ଲୁହାଙ୍ଗାରରେ ‘ପରିବେଶ ପଞ୍ଚାୟତ’ , ଅଞ୍ଚଳବାସୀଙ୍କ ପରିବେଶ ସୁରକ୍ଷା ସଙ୍କଳ୍ପ ।
ଗଜପତି,୧୮.୯(ମନୋଜ ପାଢ଼ୀ)-: ପରିବେଶ ସୁରକ୍ଷା ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋହନା ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ଲୁହାଙ୍ଗର ପଞ୍ଚାୟତର ଏକ କାଜୁ…
ଏମ୍ଡିଏମ୍ ଚାଉଳରେ ବଡ଼ ହେରଫେର! ୧୫୩୪ ବସ୍ତା ଗାଏବ, ଗୋଦାମ ସିଲ୍ ।
ଗଜପତି (ମନୋଜ ପାଢ଼ୀ): ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉଠାଯାଇଥିବା ଚାଉଳରେ ବଡ଼ ହେରଫେର! ବିଶେଷ ସୂତ୍ରରୁ ଖବର ପାଇ ନୂଆଗଡ଼ା ବ୍ଲକ୍ ଖଜୁରୀପଦା ଛକ ନିକଟ ଏକ ଅନଧିକୃତ ଗୋଦାମରେ ଯୋଗାଣ ବିଭାଗ ଚଢ଼ଉ କରିବା ପରେ ହିସାବରେ ଥିବା ୩୦୮୬ ବସ୍ତା ଚାଉଳ ମଧ୍ୟରୁ ମାତ୍ର ୧୫୫୨ ବସ୍ତା…
କଂଗ୍ରେସ ଭବନରେ ମିଶିଲେ ରମଜାନ ପୂର୍ବତନ କର୍ପୋରେଟର ସହ ଅନେକ ନେତୃବୃନ୍ଦ କଂଗ୍ରେସରେ ସାମିଲ ।
ଗଜପତି:୧୭/୯(ମନୋଜ ପାଢ଼ୀ)ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କ ଉପସ୍ଥିତିରେ କଟକର ଅନେକ ନେତୃବୃନ୍ଦ ଏକ ମିଶ୍ରଣ ସମାରୋହରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ l
ଯୁବ କଂଗ୍ରେସ ନେତା ହରିଶଙ୍କର ରାଉତଙ୍କ…
ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ ।
ଗଜପତି,୧୭.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ (ରାସ୍ତା ଓ କୋଠାବାଡ଼ି) ଉପ ବିଭାଗ-୧ ପରିସରରେ ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ କାର୍ଯ୍ୟାଳୟ…
ଗୁଣିଗାରେଡି ସନ୍ଦେହରେ ଡବଲ୍ ମର୍ଡର: ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ।
ଗଜପତି,୧୭.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡ଼ା ସଉରା ସାହିରେ ଗୁଣିଗାରେଡି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା ମାମଲାରେ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ହର ପ୍ରସାଦ ପଟ୍ଟନାୟକ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି…
ରାୟଗଡା ଜିଲ୍ଲା ରେ ବିପଦ ରେ କମ୍ୟୁନିଟୀ ହଲ
ରାୟଗଡା, ଭି ଗୌରୀଶଙ୍କର : ରାଓଉଦଘାଟନ ପୂର୍ବ ରୁ ନଦୀ ଗର୍ଭ ରେ ଲୀନ ହେଇ ଯିବ କି କମ୍ୟୁନିଟୀ ହଲ ଏହି ପ୍ରଶ୍ନ ଉଠୁଛି ସାଧରଣ ଜନତା ଙ୍କ ମନ ରେ। ରାୟଗଡ଼ା ବ୍ଲକ ରେ ପ୍ରାୟ ଏକ କୋଟି ଚାଳିଶି ଲକ୍ଷ ବିନିମୟ ରେ ନାଗାବଳୀ ନଦୀ କଡ ରେ ସ୍ଥାନୀୟ ମାଙ୍କଡ଼ ଝୁଲା ଠାରେ।ଏହି କମୁନିଟୀ ହଲ ବିପଦ…