Browsing Category

ଓଡିଶା

ପ୍ଲାଷ୍ଟିକ ବର୍ଜ୍ୟରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ ନେଇ ସଚେତନତା କାର୍ଯ୍ୟକ୍ରମ ।

ଗଜପତି,୧୯.୯(ମନୋଜ ପାଢ଼ୀ) :-ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଏଥିରୁ ଇନ୍ଧନ ତଥା ଶକ୍ତି ଉତ୍ପାଦନ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଶନିବାର ସ୍ଥାନୀୟ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ…

ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରଵ, ବ୍ୟାପକ ଫସଲହାନି, ଲୋକେ ଆହତ

ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି I ସହର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡରେ ମାଙ୍କଡ଼ ଉପଦ୍ରବ ଦେଖିବାକୁ ମିଳୁଛି I ବିଶେଷ କରି ୨୦ନଂ ୱାର୍ଡରେ ସ୍ଥିତି ଅଧିକ ସଂଗୀନ ହୋଇଛି I ପ୍ରାୟତଃ ସକାଳ ଖରାବେଳେ ଦଳ ଦଳ ହୋଇ…

ଏସୀୟ କ୍ରୀଡ଼ା ମହାକୁମ୍ଭ ଆଜିଠାରୁ

ନାଗୋୟା(ଜାପାନ): ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣ -୨୦୨୬ର ଉଦ୍‌ଘାଟନୀ ଉତ୍ସବ ଶନିବାର ସନ୍ଧ୍ୟାରେ ଜାପାନର ନୋଗୋୟା ମିଜୁହୋ ଷ୍ଟାଡ଼ିୟମରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ।…

ଓଲଟିଲା ଟୁରିଷ୍ଟ ବସ୍,୩୦ରୁ ଅଧିକ ଯାତ୍ରୀ ଗୁରୁତର

ନୀଳଗିରି: ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ ଦେବକୁଣ୍ଡରୁ ବୁଲା ବୁଲି କରି ବାଲେଶ୍ୱର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଲିବାକୁ ଏକ ବସରେ ଆସୁଥିଲେ ୬୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ। ଉଦଳା- ନୀଳଗିରି ପୂର୍ତ୍ତ ରାସ୍ତାର, ଛତ୍ରପୁର ନିକଟସ୍ଥ ଭୁଡ଼ୁରୁବଣି ଠାରେ ଏହି ଯାତ୍ରୀବାହୀ…

ଓଡ଼ିଶାସ୍କିଲ୍ସ ୨୦୨୬–୨୭: ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୨୨

ଭୁବନେଶ୍ୱର: ନିଜ ଦକ୍ଷତାକୁ ନୂଆ ପରିଚୟ ଦେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଯୁବପ୍ରତିଭାଙ୍କ ସୁବର୍ଣ୍ଣ ସୁଯୋଗ। ରାଜ୍ୟର ଯୁବପିଢ଼ିଙ୍କ ଦକ୍ଷତାକୁ ଏକ ବଡ଼ ମଞ୍ଚ ଦେବା ଲକ୍ଷ୍ୟରେ ଆୟୋଜିତ ‘ଓଡ଼ିଶାସ୍କିଲ୍ସ ୨୦୨୬–୨୭’ ପ୍ରତିଯୋଗିତାର ପଞ୍ଜୀକରଣ…

ଉତ୍କଳ ବିଶ୍ୱବିଦ୍ୟାଳୟ +୩ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ଲିକ୍ ହୋଇଥିବା ନେଇ ସମ୍ଭାବନାକୁ ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ ସ୍ୱୀକାର କରିଛନ୍ତି। ଏହି ଘଟଣାର ତଦନ୍ତ କୁଳପତିଙ୍କ ନେତୃତ୍ୱରେ କରାଯିବା ସହ ଶୀଘ୍ର ସାଇବର ଥାନାରେ…

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

ଭୂବନେଶ୍ୱର: ଦୁଇ ବର୍ଷରେ ଓଡ଼ିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି। ବିଜେପି ସରକାର ଆସିବା ପରେ ରାଜ୍ୟକୁ ନିବେଶର ସୁଅ ଛୁଟୁଛି। ରାଜ୍ୟ ସରକାର କେବଳ ପାରମ୍ପରିକ ଶିଳ୍ପ ପ୍ରୋତ୍ସାହନରେ ସୀମିତ ନାହାନ୍ତି, ବରଂ ରାଜ୍ୟରେ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ସକ୍ରିୟ ଭାବେ କାର୍ଯ୍ୟ…

୧୪ ବରିଷ୍ଠ ଓଏଏସ୍ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗଙ୍କ ପରାମର୍ଶକ୍ରମେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୪ ଜଣ ଅତିରିକ୍ତ ଶାସନ ସଚିବ ଥିବା ବରିଷ୍ଠ ଓଏଏସ୍‌ଙ୍କୁ ସ୍ୱତନ୍ତ୍ର ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ…

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମଧ୍ୟପ୍ରଦେଶରେ ୩ ଶିଶୁଙ୍କ ସହ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ନାଲଖେଡାସ୍ଥିତ ପ୍ରସିଦ୍ଧ ମା’ ବଗଳାମୁଖୀ ମନ୍ଦିର ନିକଟରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଯାଇଛି। ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ରାସ୍ତା ପାର ହେଉଥିବା ବେଳେ ଏକ ଭଡ଼ା କାର୍ ବର୍ଷାଜଳର ପ୍ରବଳ ସ୍ରୋତରେ ଭାସିଯାଇଛି। ଏହି…

ତାମିଲନାଡ଼ୁ ଡି. ଏମ୍. କେ ଦଳର ସଂସ୍ଥାପକ ଇ. ଭି. ପେରିୟାର ରାମସ୍ବାମୀ ନାଇକରଙ୍କ ଜୟନ୍ତି ପାଳିତ

କୋରାପୁଟ ,ରୁ ସୁରେନ୍ଦ୍ର ଖୋସଲା :ତା 17-9-2026 ରିଖ ଗୁରୁବାର ସନ୍ଧ୍ୟା ସମୟରେ କୋରାପୁଟ ଡଃ. ଆମ୍ବେଦକର ପାଠ୍ୟ କେନ୍ଦ୍ର ଠାରେ ଜଣେ ବିଶିଷ୍ଟ ଆତ୍ମ ସମ୍ମାନର ସଂଗ୍ରାମୀ ତଥା ତାମିଲନାଡ଼ୁ ଡି. ଏମ୍. କେ ଦଳର ସଂସ୍ଥାପକ ଇ. ଭି. ପେରିୟାର ରାମସ୍ବାମୀ ନାଇକରଙ୍କ 147ତମ ଜୟନ୍ତି ଶ୍ରୀ…