Browsing Category

ଓଡିଶା

ଭାରତର ଯୁବଶକ୍ତି ‘ବିକଶିତ ଭାରତ’ ଗଠନ ଯାତ୍ରାର କେନ୍ଦ୍ରବିନ୍ଦୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ୨୦ତମ ରୋଜଗାର ମେଳାରେ ବିଭିନ୍ନ ସରକାରୀ ସଂସ୍ଥାରେ ନୂତନ ଭାବେ ନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ…

“ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି “ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରକୃତି ସହ ଭାରତର ଗଭୀର ଐତିହାସିକ ସମ୍ପର୍କ ଉପରେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରାରେ ୧୧ ତମ ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ

କୋରାପୁଟ, ୧୯।୯ : ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ।କୋରାପୁଟ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରା ଠାରେ ବିଦ୍ୟାଳୟର ୧୧ ତମ ପ୍ରତିଷ୍ଠା ଦିବସ 'ସ୍ପାର୍କ' ବେଶ୍‌ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ କୋରାପୁଟ ବ୍ଲକ ଉନ୍ନୟନ ଅଧିକାରୀ ଡ଼.…

ଗୁମ୍ମା ପିଏମ୍‌ଶ୍ରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଅରୁଚିକର ମନ୍ତବ୍ୟ କୁନେଇ ଅଭିଯୋଗ।

ଗଜପତି,୧୯.୯ (ମନୋଜ ପାଢ଼ୀ): ଶିକ୍ଷା ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ନୈତିକତାର ପାଠ ପଢ଼ାଇବା ଦାୟିତ୍ୱ ଯାହାଙ୍କ ହାତରେ ସେହି ଶିକ୍ଷକଙ୍କ ଆଚରଣ କୁ ନେଇ ଯଦି ଛାତ୍ରୀଙ୍କ ପକ୍ଷରୁ ଅରୁଚି କର ମନ୍ତବ୍ୟ ର ଅଭିଯୋଗ ଉଠେ ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଅଭିଯୋଗ ଅନୁଯାୟୀ…

ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ପାରଳାଖେମୁଣ୍ଡି ପୁଲିସର ଚଢ଼ାଉ ଦୁଇଟି ମାମଲାରେ ୧୪ ଲକ୍ଷରୁ ଅଧିକ ଟଙ୍କାର ବାଣ…

ଗଜପତି,୧୯.୯(ମନୋଜ ପାଢ଼ୀ) :- ବିନା ବୈଧ ଲାଇସେନ୍ସ ଓ ଅନୁମତିରେ ବାଣ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ବିରୋଧରେ ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ପୃଥକ ମାମଲାରେ ୧୪ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ…

ଏମ୍‌ସ କଲ୍ୟାଣୀରୁ ଏମ୍‌ବିବିଏସ୍‌ରେ ସ୍ୱର୍ଣ୍ଣପଦକ ହାସଲ କଲେ ଗୁରାଣ୍ଡିର ଝିଅ ଶର୍ମିଷ୍ଠା ରାଉତ ।

ଗଜପତି,୧୯.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଝିଅ ଶର୍ମିଷ୍ଠା ରାଉତ ପଶ୍ଚିମବଙ୍ଗର କଲ୍ୟାଣୀସ୍ଥିତ *ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)*ରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ସହିତ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ କରି…

ପ୍ଲାଷ୍ଟିକ ବର୍ଜ୍ୟରୁ ଇନ୍ଧନ ଓ ଶକ୍ତି ଉତ୍ପାଦନ ନେଇ ସଚେତନତା କାର୍ଯ୍ୟକ୍ରମ ।

ଗଜପତି,୧୯.୯(ମନୋଜ ପାଢ଼ୀ) :-ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଏଥିରୁ ଇନ୍ଧନ ତଥା ଶକ୍ତି ଉତ୍ପାଦନ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଶନିବାର ସ୍ଥାନୀୟ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ…

ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରଵ, ବ୍ୟାପକ ଫସଲହାନି, ଲୋକେ ଆହତ

ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି I ସହର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡରେ ମାଙ୍କଡ଼ ଉପଦ୍ରବ ଦେଖିବାକୁ ମିଳୁଛି I ବିଶେଷ କରି ୨୦ନଂ ୱାର୍ଡରେ ସ୍ଥିତି ଅଧିକ ସଂଗୀନ ହୋଇଛି I ପ୍ରାୟତଃ ସକାଳ ଖରାବେଳେ ଦଳ ଦଳ ହୋଇ…

ଏସୀୟ କ୍ରୀଡ଼ା ମହାକୁମ୍ଭ ଆଜିଠାରୁ

ନାଗୋୟା(ଜାପାନ): ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ବିଂଶତମ ସଂସ୍କରଣ -୨୦୨୬ର ଉଦ୍‌ଘାଟନୀ ଉତ୍ସବ ଶନିବାର ସନ୍ଧ୍ୟାରେ ଜାପାନର ନୋଗୋୟା ମିଜୁହୋ ଷ୍ଟାଡ଼ିୟମରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ।…

ଓଲଟିଲା ଟୁରିଷ୍ଟ ବସ୍,୩୦ରୁ ଅଧିକ ଯାତ୍ରୀ ଗୁରୁତର

ନୀଳଗିରି: ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ ଦେବକୁଣ୍ଡରୁ ବୁଲା ବୁଲି କରି ବାଲେଶ୍ୱର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଲିବାକୁ ଏକ ବସରେ ଆସୁଥିଲେ ୬୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ। ଉଦଳା- ନୀଳଗିରି ପୂର୍ତ୍ତ ରାସ୍ତାର, ଛତ୍ରପୁର ନିକଟସ୍ଥ ଭୁଡ଼ୁରୁବଣି ଠାରେ ଏହି ଯାତ୍ରୀବାହୀ…