Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଲକାତା ଦର୍ଶକଙ୍କ ମନମୋହିଲା ‘ଜୀବନ ଦାନ’ର ପ୍ରିମିୟର୍ ସୋ
କଲକାତା(୧୯/୯) : ସ୍ଥାନୀୟ ନନ୍ଦନ-୩ ପେକ୍ଷ୍ରାଳୟରେ ‘ଜୀବନ ଦାନ’ର ପ୍ରିମିୟର ସୋ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର ନିର୍ମାତା କମ୍ପାନୀ ଫ୍ରାଗ୍ରାଣ୍ଟର ସମସ୍ତ ଟିମ୍ ସଦସ୍ୟମାନଙ୍କ ସହିତ କଲକାତାର ଓଡ଼ିଆ ଦର୍ଶକମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ। ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ ଦେଖିଲାପରେ…
ବୃନ୍ଦାବନ ହସ୍ପିଟାଲରେ ସ୍ୱାମୀ ପଦ୍ମାନନ୍ଦଜୀ ମହାରାଜଙ୍କ ଶେଷ ଶ୍ୱାସ ତ୍ଯାଗ
ବୃନ୍ଦାବନ(୨୦/୯): ସ୍ୱାମୀ ପଦ୍ମାନନ୍ଦଜୀ ମହାରାଜ (ଉତ୍ପଳ ମହାରାଜ) ଗତ ୧୯ ସେପ୍ଟେମ୍ବର ୨୦୨୬, ସନ୍ଧ୍ୟା ୭ଟା ୧୦ ମିନିଟ୍ରେ ବୃନ୍ଦାବନ ହସ୍ପିଟାଲରେ ମହାସମାଧି ଲାଭ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।
ସ୍ୱାମୀ ପଦ୍ମାନନ୍ଦଜୀ ମହାରାଜ ୨୦୨୬ ମସିହା ଜୁନ୍ ମାସରୁ ମଲ୍ଟିପଲ୍…
ଜ୍ୟୋତିରଞ୍ଜନ ପ୍ରଧାନ (ବଣ୍ଟି) ବିଜୁଜନତାଦଳ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ
ପଟ୍ଟାମୁଣ୍ଡାଇ ୨୦/୯ :କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ଜ୍ୟୋତିରଞ୍ଜନ ପ୍ରଧାନ ମନୋନୀତ ହୋଇଛନ୍ତି।ଶ୍ରୀ ପ୍ରଧାନ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ୭ ପଞ୍ଚାୟତର ଜଣେ ମୂଖ୍ୟ ସଙ୍ଗଠକ ଭାବେ…
ଆସୁଛି ବାତ୍ୟା ! ୨୨ରୁ ୨୫ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ହେଉଛି ପାଣିପାଗ ପ୍ରକ୍ରିୟା । ଆଜି ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବା ସହ ୨୧ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବ। ୨୨ ତାରିଖରେ ଏହା ଆହୁରି ଘନୀଭୂତ…
ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ
ପୁରୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ଅବସରରେ ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ଉପକୂଳକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ। ପରିବେଶ ସୁରକ୍ଷାରେ…
ଭାରତର ଯୁବଶକ୍ତି ‘ବିକଶିତ ଭାରତ’ ଗଠନ ଯାତ୍ରାର କେନ୍ଦ୍ରବିନ୍ଦୁ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ୨୦ତମ ରୋଜଗାର ମେଳାରେ ବିଭିନ୍ନ ସରକାରୀ ସଂସ୍ଥାରେ ନୂତନ ଭାବେ ନିଯୁକ୍ତ ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ…
“ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି “ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରକୃତି ସହ ଭାରତର ଗଭୀର ଐତିହାସିକ ସମ୍ପର୍କ ଉପରେ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରାରେ ୧୧ ତମ ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ
କୋରାପୁଟ, ୧୯।୯ : ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ।କୋରାପୁଟ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରା ଠାରେ ବିଦ୍ୟାଳୟର ୧୧ ତମ ପ୍ରତିଷ୍ଠା ଦିବସ 'ସ୍ପାର୍କ' ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ କୋରାପୁଟ ବ୍ଲକ ଉନ୍ନୟନ ଅଧିକାରୀ ଡ଼.…
ଗୁମ୍ମା ପିଏମ୍ଶ୍ରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଅରୁଚିକର ମନ୍ତବ୍ୟ କୁନେଇ ଅଭିଯୋଗ।
ଗଜପତି,୧୯.୯ (ମନୋଜ ପାଢ଼ୀ): ଶିକ୍ଷା ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ନୈତିକତାର ପାଠ ପଢ଼ାଇବା ଦାୟିତ୍ୱ ଯାହାଙ୍କ ହାତରେ ସେହି ଶିକ୍ଷକଙ୍କ ଆଚରଣ କୁ ନେଇ ଯଦି ଛାତ୍ରୀଙ୍କ ପକ୍ଷରୁ ଅରୁଚି କର ମନ୍ତବ୍ୟ ର ଅଭିଯୋଗ ଉଠେ ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଅଭିଯୋଗ ଅନୁଯାୟୀ…
ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ପାରଳାଖେମୁଣ୍ଡି ପୁଲିସର ଚଢ଼ାଉ ଦୁଇଟି ମାମଲାରେ ୧୪ ଲକ୍ଷରୁ ଅଧିକ ଟଙ୍କାର ବାଣ…
ଗଜପତି,୧୯.୯(ମନୋଜ ପାଢ଼ୀ) :- ବିନା ବୈଧ ଲାଇସେନ୍ସ ଓ ଅନୁମତିରେ ବାଣ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ବିରୋଧରେ ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ପୃଥକ ମାମଲାରେ ୧୪ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ…