Browsing Category

ଓଡିଶା

ବର୍ଦ୍ଧନପୁରରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର : ସଂଗୃହୀତ ହେଲି ୩୫ ୟୁନିଟ୍ ରକ୍ତ

ବାଲେଶ୍ୱର, ୨୦/୦୯(କୃଷ୍ଣ କୁମାର ମହାନ୍ତି): ଗଣେଶ ପୂଜା ଅବସରରେ ରେମୁଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବର୍ଦ୍ଧନପୁରସ୍ଥିତ ମଣିନାଗେଶ୍ୱର ମନ୍ଦିର ନିକଟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ, ଏମ୍‌ଏନ୍‌ ବଏଜ୍ କ୍ଲବ୍ ଓ ଡେଭିଲ୍ ବଏଜ୍ କ୍ଲବ୍‌ର…

DUSU ନିର୍ବାଚନରେ ABVP ୪ଟି ପଦବୀରୁ ୩ଟିରେ ବିଜୟୀ

ନୂଆଦିଲ୍ଲୀ :DUSU ନିର୍ବାଚନରେ ABVP ୪ଟି ପଦବୀରୁ ୩ଟିରେ ବିଜୟୀ ହୋଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଚଳିତ ବର୍ଷ ଛାତ୍ର ସଂଘ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାଧାନ୍ୟ ବିସ୍ତାର କରିଛି। ଏବିଭିପି ଚାରୋଟି…

ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ

ଭୁବନେଶ୍ୱର : ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ଶନିବାର ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ। ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ…

ଭୁବନେଶ୍ୱରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱରରେ ପହଁଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯିବେ ବିଷ୍ଣୁ ଦେଓ ସାଏ । ସେଠାରେ ଏକ ଘଣ୍ଟା ୧୫ ମିନିଟ…

ଗୁହାଳରେ ବଳଦ ବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ l

ମୋହନା,୨୦.୯(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ,…

ତେଲେଙ୍ଗାନାରେ ଫସିଛନ୍ତି ୯ ଓଡ଼ିଆ ଦାଦନ ଶ୍ରମିକ, ଖସି ଆସିଲେ ୨ ଜଣ l

ଆର, ଉଦୟଗିରି,୨୦.୯(ମନୋଜ ପାଢ଼ୀ):- ତେଲେଙ୍ଗାନାରେ ଫସିଛନ୍ତି ୯ ଜଣ ଓଡ଼ିଆ ଦାଦନ ଶ୍ରମିକ। ମଜୁରୀ ନ ମିଳିବା ସହ ଗତ ୫ ଦିନ ହେଲା ଖାଇବାକୁ ରାସନ ନାହିଁ କି ଘରକୁ ଫେରିବା ପାଇଁ ଟଙ୍କା ମଧ୍ୟ ନାହିଁ। ଏପରି ସ୍ଥିତିରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିବା ଏହି ଶ୍ରମିକମାନେ ଭୋକ ଉପାସରେ…

କଇଠପଦର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ।

ଆର, ଉଦୟଗିରି:-(୨୦.୯ ମନୋଜ ପାଢ଼ୀଙ୍କ ରିପୋର୍ଟ) ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଠପଦରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଅତିଥି ଭାବେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଗଜପତି ଜିଲ୍ଲା ପରିଷଦ…

ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧୀ ଅଭିଯାନ ଜାରି, ୬ ଜଣ ଅଟକ ।

ଗଜପତି,୨୦.୯:-(ମନୋଜ ପାଢ଼ୀ)ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଉପଦ୍ରବ ବିରୋଧରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଅଭିଯାନ ଜାରି ରହିଛି। ଏହି କ୍ରମରେ ୧୯ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟାରେ ପୋଲିସର ପାଟ୍ରୋଲିଂ ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ…

ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ ।

ଗଜପତି,୨୦.୯(ମନୋଜ ପାଢ଼ୀ :-(ରାଜେନ୍ଦ୍ର କୁମାର ରଥଙ୍କ ରିପୋର୍ଟ) ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ, ପାରଳାଖେମୁଣ୍ଡି, ଗଜପତି ଶାଖା ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଉତ୍ସବ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଦିନ…

କଲକାତା ଦର୍ଶକଙ୍କ ମନମୋହିଲା ‘ଜୀବନ ଦାନ’ର ପ୍ରିମିୟର୍ ସୋ

କଲକାତା(୧୯/୯) : ସ୍ଥାନୀୟ ନନ୍ଦନ-୩ ପେକ୍ଷ୍ରାଳୟରେ ‘ଜୀବନ ଦାନ’ର ପ୍ରିମିୟର ସୋ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର ନିର୍ମାତା କମ୍ପାନୀ ଫ୍ରାଗ୍ରାଣ୍ଟର ସମସ୍ତ ଟିମ୍ ସଦସ୍ୟମାନଙ୍କ ସହିତ କଲକାତାର ଓଡ଼ିଆ ଦର୍ଶକମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ। ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ ଦେଖିଲାପରେ…