Browsing Category

ଓଡିଶା

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଜ୍ଞାନେନ୍ଦ୍ର ବେହେରାଙ୍କ ଝିଅର ପଢ଼ାଖର୍ଚ୍ଚ ବହନ କଲେ ନିରଞ୍ଜନ

ଭୁବନେଶ୍ୱର, ତା ୨୦.୯.୨୬:- ମଧ୍ୟପ୍ରଦେଶରେ ଠାକୁର ଦର୍ଶନ କରିବାକୁ ଯାଇଁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବଡ଼ମ୍ବାର ଜ୍ଞାନେନ୍ଦ୍ର ବେହେରା ଏବଂ ତାଙ୍କ ପରିବାରର ୭ ଜଣ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଘଟିଛି। ଏହି ଦୁଃଖଦ ଖବର ଗଭୀର ମର୍ମାହିତ କରିବା ସହ ଦୁଃଖ ଦେଇଛି ବୋଲି ପୂର୍ବତନ ପିସିସି…

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

ଭୁବନେଶ୍ୱର: ପୁଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ। ଡ୍ୟୁଟି ସମୟରେ ରିଲ୍ସ କଲେ ହେବ ଆକ୍ସନ। ଡ୍ୟୁଟିରେ ଥିବା ବେଳେ ମୋବାଇଲ୍ କାଢ଼ି ନିଜ ପାଇଁ ଫଟୋ କିମ୍ବା ଭିଡିଓ ନେଲେ ହେବ କାର୍ଯ୍ୟାନୁଷ୍ଠାନ। ନିକଟ ଅତୀତରେ କିଛି ପୁଲିସ କର୍ମଚାରୀ ସେମାନଙ୍କ ଡ୍ୟୁଟି, ମୁତୟନ, ଏବଂ…

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଶନିବାର ସନ୍ଧ୍ୟାରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଧୀରେ ଧୀରେ ସମୁଦ୍ରରୁ ବଳ ଗୋଟାଉଛି। ତେବେ ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସ୍ଥିତି ଅସ୍ପଷ୍ଟ ଥିବାବେଳେ ଗଭୀର ଅବପାତ ହେବା ନିଶ୍ଚିତ। ଯାହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ…

ଘୁମୁସର ଗବେଷଣା ପ୍ରତିଷ୍ଠାନର ଦୁଇ ଦିନିଆ ଇତିହାସ ଜାତୀୟ ପାଠଚକ୍ରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଭଞ୍ଜନଗର(୨୧/୯) : ୨୦୧୭ ମସିହାରେ ପ୍ରତିଷ୍ଠିତ ଘୁମୁସର ଗବେଷଣା ପ୍ରତିଷ୍ଠାନର ପରିଚାଳନା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସେପ୍ଟେମ୍ବର ୨୦ ତାରିଖ ଦିନ ଡ.ସନ୍ତୋଷ କୁମାର ଆପଟଙ୍କ ସଭାପତିତ୍ୱରେ ଭଞ୍ଜନଗର ଲଣ୍ଡେଇସାହି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ନଭେମ୍ବର ୨୮…

ସାହିତ୍ୟ ଅକୋଦମିର ପ୍ରାକ୍ତନ ସଚିବ କେ. ଶ୍ରୀନିବାସରାଓଙ୍କୁ ‘ସୃଜନଗାଥା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ’…

ନୂଆଦିଲ୍ଲୀ, ୨୦/୯: ସୃଜନଶୀଳ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ଅକୋଦମିର ପୂର୍ବତନ ସଚିବ ତଥା ବିଶିଷ୍ଟ ଲେଖକ ଡକ୍ଟର କେ. ଶ୍ରୀନିବାସରାଓ ‘ସୃଜନଗାଥା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ’ ଲାଭ କରିଛନ୍ତି। ପୋର୍ଟବ୍ଲେୟାରରେ ଆୟୋଜିତ ୨୬ତମ ଅନ୍ତର୍ଜାତୀୟ ହିନ୍ଦୀ…

କୋରାପୁଟ ସ୍ଥିତ କୋଟସ ଠାରେ ଓଡିଆ ଅସ୍ଣିତା ପୁସ୍ତକର ସମୀକ୍ଷା ଓ ପାଠକାର୍ପଣ ଉତ୍ସବ ।

କୋରାପୁଟରୁ ରିପୋର୍ଟର ସୁମତି ଟାକ୍ରି ଙ୍କ ରିପୋର୍ଟ ତା. ୨୦.୦୯.୨୦୨୬ ରିଖ ଦିନ କୋଟସ ଠାରେ ପ୍ର. ମାଗୁଣି ଚରଣ ବେହେରାଙ୍କ ଦ୍ୱାରା ରଚିତ ଓଡିଆ ପୁସ୍ତକ “ଓଡିଆ ଅସ୍ମିତା “ ର ସମୀକ୍ଷା ଓ ପାଠକାର୍ପଣ ଉତ୍ସବ ଅନୁଷ୍ଠି ହୋଇଯାଇଛି । କୋଟସର ନିର୍ଦ୍ଦେଶକ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଏହି…

ପଟ୍ଟାମୁଣ୍ଡାଇ ବ୍ଲକ ନଗର ବିଜେଡି ପୁନଃଗଠିତ

ପଟ୍ଟାମୁଣ୍ଡାଇ ୨୦/୯:  ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେଡି ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ପୁନଃଗଠନ କରିଛନ୍ତି I ନବୀନଙ୍କ ଅନୁମୋଦନକ୍ରମେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ…

ଚୌଦ୍ୱାର ଜେଲ୍‌ରୁ ୨ କଏଦୀ ଫେରାର ଘଟଣା: ଅଧୀକ୍ଷକ ଗିରଫ

ଚୌଦ୍ୱାର: ଚୌଦ୍ୱାର ଜେଲ୍‌ରୁ ୨ ବିହାରୀ କଏଦୀ ଚମ୍ପଟ ଘଟଣାରେ ବିବାଦୀୟ ହୋଇପଡିଥିବା ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ରବିବାର ଚୌଦ୍ୱାର ଥାନା ପୁଲିସ ଗିରଫ କରିଛି । ପୂର୍ବରୁ ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ନାମଞ୍ଜୁର ହୋଇଯିବା ପରେ ତାଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯(ମନୋଜ ପାଢ଼ୀ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି । ଶନିବାର ଦିନ ଅଡବା ଅଞ୍ଚଳର ରାସପେଟ, ଗାଲିମେରା ଓ ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ଓ ଗଞ୍ଜେଇ ବିରୋଧୀ ଚଢ଼ାଉ ସମୟରେ ଗୁଲୁବା ଗ୍ରାମ…

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ।

ଗଜପତି-(ମନୋଜ ପାଢୀଙ୍କ ରିପୋର୍ଟ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ପରିସରରେ ଥିବା ବୈଠକ ଗୃହରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ, ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ମହାମଣ୍ଡଳ ସମ୍ପାଦକ…