Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀମତୀ ଟେକ୍ନୋ ଇନଷ୍ଟିଚ୍ୟୁଟ୍ ଏବଂ ଶ୍ରୀମତୀ ପ୍ରାଇଭେଟ୍ ଆଇ.ଟି.ଆଇ ଡିଜାଇନ୍ କନକ୍ଲେଭ୍ 2K26ରେ ନୂତନତ୍ୱ ଏବଂ…
କଲକାତା (୨୧/୯):ଶ୍ରୀମତୀ ଟେକ୍ନୋ ଇନଷ୍ଟିଚ୍ୟୁଟ୍ ଏବଂ ଶ୍ରୀମତୀ ପ୍ରାଇଭେଟ୍ ଆଇ.ଟି.ଆଇ ପ୍ରତିଷ୍ଠିତ CII ସୁରେଶ ନେଓଟିଆ ସେଣ୍ଟର ଅଫ୍ ଏକ୍ସଲେନ୍ସ ଠାରେ ସଫଳତାର ସହ ଡିଜାଇନ୍ କନକ୍ଲେଭ୍ 2K26 ଆୟୋଜନ କରିଥିଲା। ଏହି ମଞ୍ଚରେ ଅନୁଷ୍ଠାନର ଦୁଇଟି ପ୍ରମୁଖ ଇଭେଣ୍ଟ - ଥିଙ୍କିଂ 2K26 ଏବଂ…
ମୁନିସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋକ୍ସୋ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ।
ଗଜପତି, ୨୧.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତା. ୨୧.୦୯.୨୦୨୬ ରିଖ ଅପରାହ୍ନ ୩.୦୦ ଘଟିକା ସମୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମାନ୍ୟବର ଜିଲ୍ଲା ଜଜ୍- ତଥା-…
ଗୁରାଣ୍ଡିଠାରେ ବିଶ୍ୱ ଆଲ୍ଜାଇମର୍ସ ଦିବସ ପାଳିତ ।
ଗଜପତି , ୨୧.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପରିଚାଳିତ ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଗୁରାଣ୍ଡି ଠାରେ ବିଶ୍ୱ ଆଲ୍ଜାଇମର୍ସ ଦିବସ ଅବସରରେ “ଆଲ୍ଜାଇମର୍ସ ପ୍ରତିରୋଧ” କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଜନସାଧାରଣଙ୍କ…
ସମ୍ଭାବ୍ୟ ଗଭୀର ଅବପାତ ଓ ବର୍ଷାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ଗଜପତି,୨୧.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହନାଗାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଭାସୀ…
ବାତ୍ୟା ନୁହେଁ ବଡ ବର୍ଷା ; ୨୩ ଓ ୨୪ରେ ପ୍ରବଳ ବର୍ଷିବ-ଆଇଏମଡି
ଭୁବନେଶ୍ଵର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଓଡ଼ିଶାରେ ପୁଣି ବଢ଼ିଛି ବର୍ଷା ଆଶଙ୍କା। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ଅବପାତ ଏବଂ ପରେ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୩ ତାରିଖ ସକାଳ ସୁଦ୍ଧା ଓଡିଶାର…
ପୁତୁରା ପରେ ଝିଆରୀ ଦୀପିକାଙ୍କୁ ଦଳରୁ ବିଦା କଲେ ମାୟାବତୀ
ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ସୁଶ୍ରୀ ମାୟାବତୀ ତାଙ୍କ ଝିଆରୀ ଦୀପିକା ଆନନ୍ଦଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦୀପିକା ହେଉଛନ୍ତି ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦଙ୍କ ଭଉଣୀ। ପୂର୍ବରୁ ଆକାଶ ଦଳରୁ ବିଦା ହୋଇଥିବାବେଳେ ଏବେ ଦୀପିକା ଦଳରୁ ବିଦା ହୋଇଛନ୍ତି। ଉଭୟଙ୍କୁ…
ଅକ୍ଟୋବର ୧ ସୁଦ୍ଧା ରନ୍ଧନ ଗ୍ୟାସ ପାଇଁ ଇ-କେୱାଇସି ବାଧ୍ୟତାମୂଳକ
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଘରୋଇ ଏଲ୍ପିଜି ସିଲିଣ୍ଡର ଯୋଗାଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ପରିବର୍ତ୍ତିତ ନିୟମ ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଯିବ। ଏହି ନିୟମ ଅନୁଯାୟୀ ସବସିଡିଯୁକ୍ତ ବା ରିଆତି ମୂଲ୍ୟରେ ଘରୋଇ ରନ୍ଧନ…
ସ୍ୱାମୀର ଋଣ ସହିତ ସ୍ତ୍ରୀର କୌଣସି ସମ୍ପର୍କ ନାହିଁ-କୋର୍ଟ
ନୂଆଦିଲ୍ଲୀ : ସ୍ୱାମୀ ଲୋନ୍ ନେଇଥିଲେ, ସେଥିରେ ସ୍ତ୍ରୀଙ୍କର କୌଣସି ନେଣଦେଣ ନାହିଁ। ଯେତେବେଳେ ଜଣେ ସ୍ୱାମୀ ଋଣ ନେଇ ତାହାକୁ ପରିଶୋଧ କରିବାରେ ବିଫଳ ହୁଅନ୍ତି କିମ୍ବା ମୃତ୍ୟୁବରଣ କରନ୍ତି, ବ୍ୟାଙ୍କ ଋଣ ପରିଶୋଧ ପାଇଁ ପତ୍ନୀଙ୍କୁ ଦାୟୀ କରିଥାଏ। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ…
MMDR ସଂଶୋଧିତ ଅଧିନିୟମ ରଦ୍ଦ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାୟଗଡ଼ାରେ କଂଗ୍ରେସର ବିଶାଳ ବିକ୍ଷୋଭ
ରାୟଗଡ଼ାରୁ : ଭି ଗୌରୀଶଙ୍କର ଙ୍କ ରିପୋର୍ଟ ,ରାୟଗଡ଼ା ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧିତ ଅଧିନିୟମକୁ ତୁରନ୍ତ ରଦ୍ଦ କରିବା ଏବଂ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏକ ବିଶାଳ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡି ପୁନଃଗଠିତ
ପଟ୍ଟାମୁଣ୍ଡାଇ୨୦/୯- ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡିର ପୁନଃଗଠନ କରିଛନ୍ତି I ନବୀନଙ୍କ ଅନୁମୋଦନକ୍ରମେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ…