Browsing Category

ଓଡିଶା

ଦୁର୍ଗମ ବନାଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ ।

ଗଜପତି 21/9(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି । ଜିଲ୍ଲାର ଦୁର୍ଗମ ବନାଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା…

ଗଜପତିରେ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଚୂଡ଼ାନ୍ତ ମୋଟ ଭୋଟରଙ୍କ ସଂଖ୍ୟା 4,33,952ରେ ପହଞ୍ଚିଲା ।

ଗଜପତି,୨୧.୦୯ (ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ଆଜି ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ କରାଯାଇଛି। ଏଥି ଅନୁଯାୟୀ ବର୍ତ୍ତମାନ ମୋଟ ଭୋଟରଙ୍କ ସଂଖ୍ୟା 4,33,952ରେ ପହଞ୍ଚିଲା । ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ…

ଗଜପତିର ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ମାମଲାରେ ବାଲେଶ୍ୱରରୁ ଯୁବକ ଗିରଫ ।

ଗଜପତି, 21/9(ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଧମକଚମକ ଦେବା ମାମଲାରେ ପାରଳାଖେମୁଣ୍ଡି ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ପୁଲିସ ବାଲେଶ୍ଵର ଜିଲ୍ଲାରୁ ଜଣେ ଯୁବକକୁ ଗିରଫ କରିଛନ୍ତି. ଗିରଫ ଯୁବକ ହେଲେ ସୋର…

 ନନ୍ଦନ ଦ୍ବିବେଦୀ ପୁରସ୍କୃତ

ନୂଆଦିଲ୍ଲୀ:ସ୍ୱାମୀ ଚିଦାନନ୍ଦ ୱାର୍ଲଡ଼ ପିସ ଫାଉଂଡେସନ ଦ୍ୱାରା ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଆୟୋଜିତ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଅବସରରେ ନନ୍ଦନ ଦ୍ବିବେଦୀଙ୍କୁ ଯୁବ ଭାରତୀ ସମ୍ମାନ ପ୍ରଦାନ କରାଯାଉଛି।

ପ୍ରବାସୀ ଓଡ଼ିଆ ଶିକ୍ଷା ଓ ସଂସ୍କୃତି ଅନୁଷ୍ଠାନ ଗୁଡିକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଓଡ଼ିଆ ଆଗେଇ ଆସିବା ଦରକାର

କଲକ।ତା(୨୦/୦୯) :ପଶ୍ଚିମ ବଙ୍ଗରେ ଥିବା ସମସ୍ତ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ଗୁଡିକର ସର୍ବାଙ୍ଗୀନ ଉନ୍ନତି ଛଡ଼ା ଉଚ୍ଚ ଶିକ୍ଷା ଉନ୍ନତି ଓ ବିକଶିତ ଆଦୌ ଅସମ୍ଭବ ବୋଲି ଏକ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବରେ ଉତ୍ତର ଚବିଶ ପ୍ରଗଣା ଲକ୍ଷ୍ମୀ ଘାଟ ନିକଟସ୍ଥ କଚ୍ଚା ଲାଇନ ଉତ୍କଳ ଶ୍ରମିକ…

ଶିକ୍ଷକ ମାନଙ୍କ ସମସ୍ୟା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଅଶୋକ ତ୍ରିପାଠୀ କମିଟି କମିଟିର ସୁପାରିଶକୁ ଉପଯୁକ୍ତ…

ଭୁବନେଶ୍ୱର :୨୧ ସେପ୍ଟେମ୍ବର ୨୦୨୬ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ…

ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ବାଲେଶ୍ୱରରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ଜିଲ୍ଲାରେ ୧୮.୧୧ ଲକ୍ଷ ଭୋଟର୍

ବାଲେଶ୍ୱର, ୨୧/୦୯ (କୃଷ୍ଣ କୁମାର ମହାନ୍ତି): ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)-୨୦୨୬ ପ୍ରକ୍ରିୟା ଶେଷ ହେବା ପରେ ବାଲେଶ୍ୱର ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ସନ୍ଧ୍ୟା ୫ଟାରେ ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ…

ଉତ୍କଳ ବିଶ୍ୱବିଦ୍ୟାଳୟର ଐତିହାସିକ ନିଷ୍ପତ୍ତି: ଏଣିକି ଅଧ୍ୟୟନ ଓ ଗବେଷଣା ପାଇଁ ୧୨ ଘଣ୍ଟା ଖୋଲା ରହିବ ପରିଜା…

ଭୁବନେଶ୍ୱର, ୨୧ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ଗବେଷଣା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଐତିହାସିକ ପରିଜା ଲାଇବ୍ରେରୀର ସେବା ସମୟ ଏଣିକି ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି। ସୋମବାର ଠାରୁ ଲାଇବ୍ରେରୀ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଶାନ୍ତି ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୧୫ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବାଲେଶ୍ୱର, ୨୧/୯ (କୃଷ୍ଣ କୁମାର ମହାନ୍ତି): ବ୍ୟସ୍ତବହୁଳ ଓଟି ରୋଡ୍‌ରେ ସୋମବାର ହଠାତ୍‌ ଉଠିଥିବା ଧୂଆଁ ଓ ପରେ ଲେଲିହାନ ନିଆଁ ସୃଷ୍ଟି କରିଥିଲା ଆତଙ୍କ। ଅଳ୍ପ ସମୟ ମଧ୍ୟରେ ନିଆଁର ଆଁରେ ଛାରଖାର ହୋଇଗଲା ଶାନ୍ତି ହୋଟେଲ। ରୋଷେଇ ଘରେ ଗ୍ୟାସ୍‌ ସିଲିଣ୍ଡରରେ ସମସ୍ୟା ପରେ ନିଆଁ ଲାଗିଥିବା…

ନିଳାଦ୍ରୀବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସମ୍ବାଦ ର ପୂର୍ବତନ ପ୍ରକାଶକ ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କୁ ତାଙ୍କ…

ଭୁବନେଶ୍ୱର-୨୧/୦୮- ନିଳାଦ୍ରୀବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସମ୍ବାଦ ର ପୂର୍ବତନ ପ୍ରକାଶକ ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କୁ ତାଙ୍କ ଷଷ୍ଠ ବାର୍ଷିକ ପୁଣ୍ୟତିଥି ଅବସରରେରେ ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି I ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ…