Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଆହ୍ବାନରେ ରା ଉଦୟଗିରି ବ୍ଲକ ସମ୍ପୁର୍ଣ୍ଣ ପ୍ରଭାବିତ ।
ଆର, ଉଦୟଗିରି, ୮.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଆଜି ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ହୋଇଥିବା ବେଳେ, ତାହାରି ପ୍ରଭାବ ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ବ୍ଲକର ବ୍ଲକର ଅନେକ ସ୍ଥାନ ତଥା ରା ଉଦୟଗିରି ,ମହେନ୍ଦ୍ରଗଡ ଓ ରାମଗିରି…
ଜୟପୁର ସହରରେ ସଫଳ ହେଲା ଓଡ଼ିଶା ବନ୍ଦ
ଜୟପୁର, ୮ ଅକ୍ଟୋବର:(ଜୟପୁର ରୁ ମୋନଜ କୁମାର ସୁନା ଙ୍କ ରିପୋର୍ଟ ) ଆଜି ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କୋରାପୁଟ ଜିଲ୍ଲାର ଜୟପୁର ସହରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ କରି ସହରର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ…
ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର, ତା ୦୮.୧୦. ରିଖ ; ସ୍ୱଚ୍ଛ ଭାରତ ମିଶନର ବ୍ରାଣ୍ଡ ଆମ୍ବାସାଡର ଏବଂ ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୀବନ ଓ ଦର୍ଶନକୁ ସମଗ୍ର ଦେଶରେ…
ଓଡ଼ିଶା ବନ୍ଦରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସର ବିକ୍ଷୋଭ ସଫଳ !
ପଟ୍ଟାମୁଣ୍ଡାଇ ୮/୧୦ ଆଜି ଇଣ୍ଡିଆ ବ୍ଲକ୍ର ଆହ୍ୱାନରେ ଅନୁଷ୍ଠିତ ଓଡ଼ିଶା ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦରେ ବିଭିନ୍ନ ବାମପନ୍ଥୀ ଦଳ ଓ ନବନିର୍ମାଣ କୃଷକ ସଙ୍ଗଠନ ସାମିଲ ହୋଇଥିଲେ । ନଗର କଂଗ୍ରେସ କମିଟି…
GST ପରିଷଦରେ ଐତିହାସିକ ନିଷ୍ପତ୍ତି: ହଟିଲା ଗିରଫ କ୍ଷମତା
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଭାରତ ମଣ୍ଡପମରେ GST ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଷଦ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛି। ଏହା ପରେ GST ଅଧୀନରେ କୌଣସି ଗିରଫଦାରୀ କରାଯିବ ନାହିଁ। GST ଅଧୀନରେ ଗିରଫ କରିବାର କ୍ଷମତାକୁ ପରିଷଦ ସମ୍ପୂର୍ଣ୍ଣ…
ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଔଷଧ କମ୍ପାନୀଗୁଡ଼ିକ ଦାମୀ ଉପହାର, ବିଦେଶ ଯାତ୍ରା କିମ୍ବା ମାଗଣା ସୁବିଧା ଯୋଗାଇ ଡାକ୍ତରମାନଙ୍କୁ ନିଜ କମ୍ପାନୀର ଔଷଧ ଲେଖିବା ପାଇଁ ପ୍ରଭାବିତ କରିବା ଭଳି ଅନୈତିକ ପ୍ରଥା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହିଭଳି ଗ୍ରହଣୀୟ ନୁହେଁ…
SIRକୁ ସମର୍ଥନ କଲେ ୪୨ ଅବସରପ୍ରାପ୍ତ ବିଚାରପତି: ଖୋଲା ଚିଠି ଲେଖି ଦେଶକୁ ଦେଲେ ଚେତାବନୀ
ନୂଆଦିଲ୍ଲୀ: ୪୨ ଜଣ ପୂର୍ବତନ ବିଚାରପତି ଏବଂ ଅବସରପ୍ରାପ୍ତ ଅଧିକାରୀ ଦେଶର ନାଗରିକମାନଙ୍କୁ ଏକ ଖୋଲା ଚିଠି ଜାରି କରି ଭାରତର ସାମ୍ବିଧାନିକ ପ୍ରତିଷ୍ଠାନ, ବିଶେଷକରି ନିର୍ବାଚନ କମିଶନ ଏବଂ ଉଚ୍ଚ ନ୍ୟାୟପାଳିକା ଉପରେ କ୍ରମାଗତ ଆକ୍ରମଣ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି…
ଭିଜିଲାନ୍ସ ଜାଲରେ DEO ଅଫିସ୍ ପ୍ରୋଗ୍ରାମର ଚନ୍ଦ୍ରଜିତ୍ ପରିଜା
କଟକ: ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ ବ୍ଲାକ୍ବୋର୍ଡ ସ୍ଥାପନ କାର୍ଯ୍ୟର ବକେୟା ବିଲ୍ ମଞ୍ଜୁର କରାଇଦେବା ନାଁରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ତଥା ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜା…
ଓଏସ୍ପିସିବିର ବୋର୍ଡ ବୈଠକରେ ନିଷ୍ପତ୍ତି: ପରିବେଶ ସୁରକ୍ଷାକୁ ସୁଦୃଢ଼ କରାଯିବ
ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରଯୁକ୍ତିନିର୍ଭର ଓ ଜନକୈନ୍ଦ୍ରିକ କରିବା ଦିଗରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଏସ୍ପିସିବିର ୧୩୫ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଦସ୍ୟ ସଚିବ ଡ. ମନୋଜ ଭି.…
ବିଶ୍ଵବିଦ୍ୟାଳୟସ୍ତରୀୟ ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତାର ଶ୍ରେଷ୍ଠ ୭ରେ ଫକୀରମୋହନ କଲେଜର ଛାତ୍ରୀ…
ବାଲେଶ୍ୱର, ଅକ୍ଟୋବର ୮ (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ଵୟଂଶାସିତ କଲେଜର ବିବିଏ ତୃତୀୟ ବର୍ଷର ଛାତ୍ରୀ କ୍ରିଷ୍ଣାମୟୀ ଦାଶ ବିଶ୍ଵବିଦ୍ୟାଳୟସ୍ତରୀୟ ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା-୨୦୨୬ରେ ଶ୍ରେଷ୍ଠ ୭ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇ କଲେଜ ପାଇଁ ଗୌରବ ଆଣିଛନ୍ତି।…