Browsing Category

ଓଡିଶା

ରାୟଗଡ଼ାରେ ‘ବୈଷ୍ଣବ ଇଭି ଭେଇକଲ୍ସ’ର ଗ୍ରାଣ୍ଡ ଓପନିଂ ପ୍ରଥମ ଦିନରେ ବିକ୍ରି ହେଲା ପ୍ରାୟ ୧୦ଟି ଇଲେକ୍ଟ୍ରିକ୍ ଗାଡ଼ି

ରାୟଗଡ଼ା: ଭି ଗୌରୀଶଙ୍କର ରାଓ : ୧୭/୯:- ରାୟଗଡ଼ା ସହରରେ ‘ବୈଷ୍ଣବ ଇଭି ଭେଇକଲ୍ସ’ର ବ୍ରାଣ୍ଡ ଓପନିଂ ତଥା ଶୁଭାରମ୍ଭ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ପ୍ରତିଷ୍ଠାନର ଶୁଭ ଉଦ୍‌ଘାଟନ କରିଥିଲେ। ନୂତନ…

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

ଲଣ୍ଡନ, ତା ୧୭.୦୯. ରିଖ;ବିଶ୍ୱର ସାଂସ୍କୃତିକ ରାଜଧାନୀ ଲଣ୍ଡନଠାରେ ନିକଟରେ “ଯୋଗ ଦ୍ୱାରା ଶାନ୍ତି କାମନା” ଶୀର୍ଷକ ଏକ ଅନନ୍ୟ ଓ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶକୁ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ, ବ୍ରହ୍ମ ବିଦ୍ୟା, ଶ୍ରୀ ଜଗନ୍ନାଥ ସୋସାଇଟି,…

ଜମ୍ମୁ କାଶ୍ମୀରରେ ସେନା ଏବଂ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରୁ ସେନା, ସିଆରପିଏଫ ଏବଂ ପୋଲିସର ଏକ ବଡ଼ ମିଳିତ ଅଭିଯାନର ଖବର ଆସିଛି। ସୂଚନା ଅନୁଯାୟୀ, ସେନାର ଏନକାଉଣ୍ଟରରେ ଦୁଇ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ବୁଧବାର ସନ୍ଧ୍ୟାରେ…

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି, ଯାହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପୂର୍ବାନୁମାନ କରାଯାଇ ନାହିଁ। ଭାରତୀୟ ପାଣିପାଗ ବିଭାଗ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱତନ୍ତ୍ର ଉପାୟରେ ଶୁଭେଚ୍ଛା ଜଣାଇଲେ ପୁଟିନ ; କହିଲେ ଆପଣଙ୍କ ଜ୍ଞାନ ଏବଂ ଦୃଷ୍ଟିକୋଣ…

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ଭାରତରେ ଥିବା ରୁଷ ଦୂତାବାସ ପୁଟିନଙ୍କ ଚିଠିକୁ ସେୟାର କରିଛି। ଏଥିରେ ପୁଟିନ କହିଛନ୍ତି, “କେବଳ ଆମ ଦେଶର…

ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଓଡ଼ିଶାର ନୂଆ ପୁଲିସ ଡିଜି (DGP) ନିଯୁକ୍ତିକୁ ନେଇ ଚାଲିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ପ୍ରକ୍ରିୟାରେ ଏମ୍ପାନେଲମେଣ୍ଟ ଓ ଯୋଗ୍ୟ ଅଧିକାରୀଙ୍କ…

ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା,ସତ୍ୟପାଠ ଦାଖଲ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ ) କର୍ମକର୍ତ୍ତା ନିର୍ବାଚନ ବିଳମ୍ବକୁ ନେଇ ଦାୟର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି।ଓସିଏ କର୍ମକର୍ତ୍ତାଙ୍କ ନିର୍ବାଚନ ବିଳମ୍ବ ହେଉଥିବା ଦର୍ଶାଇ…

ନରେନ୍ଦ୍ର ମୋଦୀ : ଜୀବନ ଯାତ୍ରା, ସଂଘର୍ଷ ଓ ରାଜନୈତିକ ଯାତ୍ରା

ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କ ଜୀବନ ଯାତ୍ରା ଭାରତୀୟ ରାଜନୀତିରେ ଏକ ଚର୍ଚ୍ଚିତ ଅଧ୍ୟାୟ। ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ବଡନଗରରେ ଜନ୍ମଗ୍ରହଣ କରିଥିବା ମୋଦୀ ୨୦୧୪ରୁ ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି। ୯ ଜୁନ୍ ୨୦୨୪ରେ ସେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶୈଶବ…

ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ୧୭ ସେପ୍ଟେମ୍ବର ୨୦୨୬ "ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ," ବୋଲି 'ସେବା ସଂକଳ୍ପ ଅଭିଯାନ'…

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ

ଲଣ୍ଡନ, ତା ୧୭.୦୯. ରିଖ; ବିଶ୍ୱର ସାଂସ୍କୃତିକ ରାଜଧାନୀ ଲଣ୍ଡନଠାରେ ନିକଟରେ “ଯୋଗ ଦ୍ୱାରା ଶାନ୍ତି କାମନା” ଶୀର୍ଷକ ଏକ ଅନନ୍ୟ ଓ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାବେଶକୁ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ, ବ୍ରହ୍ମ ବିଦ୍ୟା, ଶ୍ରୀ ଜଗନ୍ନାଥ ସୋସାଇଟି,…