Browsing Category

ମହାନଗର

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ)  ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍ ରୁଥ୍ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ…

VSSUT କୁ IIT ଓ NIT ପରି ଇଂଜିନିୟରିଙ୍ଗ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ।

 ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ…

ନାବାର୍ଡ ପକ୍ଷରୁ ଏଗ୍ରି କ୍ଲିନିକ ଏବଂ ଏଗ୍ରି ବିଜନେସ ( ଏସିଏବିସି ) ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ବ୍ରହ୍ମପୁର  ୨୫/୮/୨୦୨୨- ଚାଷ, ଚାଷୀ ଏବଂ ଚାଷ ସମ୍ବନ୍ଧୀୟ ପରାମର୍ଶ,ନିଦାନ କାର୍ଯ୍ୟ ଓ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏଗ୍ରି କ୍ଲିନିକ ଏବଂ ଏଗ୍ରି ବ୍ୟବସାୟ କେନ୍ଦ୍ର ଉପରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା, ବ୍ୟାଙ୍କର୍ସ,। ସରକାରୀ…

ବିଭିନ୍ନ ଦାବୀ ନେଇ (DYFI) ପକ୍ଷରୁ RDC ଅଫିସ ସମ୍ମୁଖରେ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର : (ବିବି ନିୟୁଜ ବ୍ୟୁରୋ)ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ, ଫିଜିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଅ ଏବଂ ସୈନ୍ୟବାହିନୀରେ ଖାଲିଥିବା ୨ ଲକ୍ଷ ରୁ ଉର୍ଦ୍ଧ୍ବ ପଦବୀ ପୂରଣ କରିବା ଦାବିରେ ବ୍ରହ୍ମପୁର , RDCଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଓସ୍‌ମି ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୨୨ ଉଦ୍‌ଘାଟିତ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଆନୁଷଂଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ…

ସାମ୍ବାଦିକଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର।

ଭୁବନେଶ୍ୱର (ବିବି ନିୟୁଜ ବ୍ୟୁରୋ) : ପ୍ରାୟ ୫ବର୍ଷ ପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କ୍ରୀଡ଼ାବିତଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଚୟନ କମିଟି ପକ୍ଷରୁ…

ଘରୋଇ ସ୍କୁଲରେ ପିଲାଙ୍କୁ ନିର୍ଯାତନା କଲେ ଗିରଫ କରିବାକୁ ପୋଲିସ କମିଶନର ଙ୍କୁ ଭେଟି ଦାବି କଲା ଓଡିଶା ଅଭିଭାବକ…

ଭୁବନେଶ୍ୱର : ୨୪/୦୮/୨୨-ଅlପିଜେ ସ୍କୁଲ ଘଟଣା ପରେ ଅନ୍ୟ ସ୍କୁଲରେ ପୁନରାବୃତ୍ତି ନହେବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଜି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଓଡିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛି l ଏ…

କେପିଟାଲ ହସ୍ପିଟାଲ ରେ ପିଜିଆଇ ନାମଲେଖା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । Capital Hospitalରେ ପିଜିଆଇ ନାମଲେଖା ପାଇଁ ଦୁଇଟି ବିଭାଗକୁ ଏନଏମସି (ନ୍ୟାସନାଲ ମେଡିକାଲ କମିସନ) ଅନୁମୋଦନ କରିଛି। ଯାହାଦ୍ବାରା ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା କାଉନସେଲିଂରେ ନାମଲେଖା ହୋଇ ପାଠ ପଢାଯିବ…

ବିପଦ ସମୟରେ କାମରେ ଆସିଲା ବିଜୁ ସ୍ଵାସ୍ଥ୍ୟ କାର୍ଡ , ସୁସ୍ଥ ହୋଇ ଘରକୁ ଫେରିଲେ ଗୀତାଞ୍ଜଳି ।

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ନଡ଼ିଆବରେଇ ପଞ୍ଚାୟତର ଗୀତାଞ୍ଜଳି ପରିଜା କିଡ୍ଡନି ଓ ହୃଦ ରୋଗରେ ପୀଡିତ ଥିଲେ । ଏହି ଚିକିତ୍ସା ବ୍ୟୟବହୁଳ ଓ ଗୀତାଞ୍ଜଳୀ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିବାରୁ ଚିକିତ୍ସା ଖର୍ଚ୍ଚ ପାଇଁ ନିଜର ଜମି ବିକିବାକୁ ସ୍ଥିର କରିଥିଲେ ।…

ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତ ଉପରୁ ଡେଇଁ ପଡି ରୋଗୀ ମୃତ ।

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଅଘଟଣ | ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି | ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ିଥିଲେ |…