Browsing Category

ମହାନଗର

ରାଜ୍ୟ ରାଜପଥରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର : ବିଗତ ୧୫ ଦିନ ମଧ୍ୟରେ ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ମୋଟ ୧୨୫୪୫ ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରିଛନ୍ତି । ଏହାସହିତ ମୋଟ ୨୪୪୭୪ ଜଣଙ୍କୁ ଗାଡ଼ି ଚଳକଙ୍କୁ ଇ-ଚାଲାଣ…

ଓଏଭିର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ। ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ…

ଆଜି ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର : ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ । ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ୩୩୪…

ନୂଆଖାଇରେ ବ୍ୟାଙ୍କବନ୍ଦ

ଭୁବନେଶ୍ୱର : ନୂଆଖାଇରେବ୍ୟାଙ୍କବନ୍ଦ , ସେପ୍ଟେମ୍ବର ୧ ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା , ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାରଙ୍କ ଘୋଷଣା କରାଯାଇଛି , ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କଲା ରାଜସ୍ୱ ବିଭାଗ ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ…

ଭୁବନେଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର ଦ୍ୱାରା ସର୍ମାନିତ୍ ହେବେ । ଅସାଧାରଣ ନେତୃତ୍ବ କୌଶ​ଳ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେପ୍ଟେମ୍ବର ୪ ତାରିଖ ଦିନ ସାଢେ ୧୧ଟା ବେଳେ ନୂଆଦିଲ୍ଲୀର…

ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡ଼ା ପୁରସ୍କାର ପ୍ରଦାନ ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକ ସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା BCCI ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ…

ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ।

ଭୁବନେଶ୍ୱର :୨୯/୦୮ ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍ ସୃଷ୍ଟି ହେବ ୧୪୪ଟି ପଦବୀ । ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା…

ରାଜ୍ୟରେ ଖୋଲିବ ୩୬ ନୂଆଥାନା

ଭୁବନେଶ୍ୱର : ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…

ରାଜଧାନୀର ଏକ ଘରୋଇ କଲେଜରେ ପଡ଼ୁଥିବା ଯୁକ୍ତ ଦୁଇ ଛାତ୍ର ନିଖୋଜ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ରାଜଧାନୀର ଏକ ଘରୋଇ କଲେଜରେ ପଡ଼ୁଥିବା ଯୁକ୍ତ ଦୁଇ ଛାତ୍ର ନିଖୋଜ। ଛାତ୍ର ଜଣକ ହେଲେ ହୃଦେଶ ପଣ୍ଡା। ସେ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପଢୁଥିଲେ। ଗତ ରାତିରେ କଲେଜର ଚେୟାରମ୍ୟାନ ତାଙ୍କୁ ମାଡ଼ ମାରିଥିବା ସହିତ କଲେଜରେ ରାଗିଂ କରାଯାଇଥିବା…

ମଧ୍ୟାହ୍ନ ଭୋଜନ ପାଇଁ ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଭୁବନେଶ୍ୱର : ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଠିକ୍ ସମୟରେ ଅନୁଦାନ ଯୋଗାଇ ଦେଉନଥିବାରୁ ଏହି କାର୍ଯ୍ୟକ୍ରମରେ ସମସ୍ୟା ଦେଖାଦେଉଛି । କେନ୍ଦ୍ର ସରକାର ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ…