Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ସ୍କୁଲ ଓ କଲେଜର କର୍ମଚାରୀ ପାଇବେ ସପ୍ତମ ବେତନ
ଭୁବନେଶ୍ୱର : ରାଜ୍ୟର ସ୍କୁଲ, କଲେଜର କର୍ମଚାରୀମାନେ ପାଇବେ ସପ୍ତମ ବେତନ । ଏନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଲୋଚନା କରିଛନ୍ତି । ତେବେ ସମସ୍ତଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ମାଧ୍ୟମିକ…
ଓୟୁଏଟି କୁଳପତିଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ।
ଭୁବନେଶ୍ୱର : ଓଡ଼ିଶା ୟୁନିଭର୍ସିଟି ଅଫ୍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏହି ନିଯୁକ୍ତି ଦେଇଛନ୍ତି। ଆଗାମି ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ…
ଉତ୍କଳ ବିଶ୍ବବିଦ୍ୟାଳୟର ରୋଜଗାର ଓ କୌଶଳ ବିକାଶ ଶିବିର
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଏଣ୍ଟରପ୍ରିନରସିପ୍ ଆଣ୍ଡ କ୍ୟରିୟର ହବ(ୟୁଇସିଏଚ) ପକ୍ଷରୁ ରୋଜଗାର ଓ କୌଶଳ ବିକାଶ ଶିବିର କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ…
ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର : ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିବା ସ୍ବପ୍ନକୁ ସାକାର କରିବା ପାଇଁ ଆଜି ବିଜୁ ଜନତା ଦଳ ବଦ୍ଧପରିକର ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ନିଜର ମତ ରଖିଥିଲେ ଏବଂ ପ୍ରତ୍ୟକ ୱାର୍ଡରେ ବୃକ୍ଷରୋପଣ ସହିତ ରକ୍ତଦାନ ଶିବିର…
ତାତିରୁ ମିଳିବ ଆଶ୍ୱସ୍ତି; ୬ ରୁ ପ୍ରବଳ ବର୍ଷା
ଭୁବନେଶ୍ୱର : କିଛିଦିନ ଅସହ୍ୟ ତାତି ପରେ ମିଳିବ ଆଶ୍ୱସ୍ତି । ୬ ତାରିଖରୁ ପୁଣି ଆସୁଛି ବଡ଼ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ବର୍ଷା ଆରମ୍ଭ ହେବ । ୬ ତାରିଖ ବେଳକୁ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ…
ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ଶେଷ , ଟିକା ନେବାକୁ ସମସ୍ତଙ୍କୁ ନିବେଦନ କରିଛି ସ୍ୱାସ୍ଥ୍ୟ ବିଭାଗ।
ଭୁବନେଶ୍ୱର : ସରୁଛି ମାଗଣା ଟିକାର ଅବଧି। ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ନିବେଦନ କରିଛି ସ୍ୱାସ୍ଥ୍ୟ ବିଭାଗ। ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ଶେଷ ହେବାକୁ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ସେ କହିଛନ୍ତି…
ଆଜି ନବୀନ ପାଇବେ “ଜୀବନବ୍ୟାପୀ ସାଧନା ସମ୍ମାନ ” ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ।
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଜୀବନବ୍ୟାପୀ ସାଧନା ସମ୍ମାନ । ନୂଆ ଦିଲ୍ଲୀର ଇଣ୍ଡିଆ ଇଂଟରନେସନାଲ ସେଂଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ସମ୍ମାନିତ କରାଯିବ । ଦିନ ୧୦ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୁପ୍ରମିକୋର୍ଟର ପୂର୍ବତନ…
ପୂଜାରେ ଆକର୍ଷଣ ପାଲଟିବ ରାଷ୍ଟ୍ରପତି ଭବନ ତୋରଣ ।
ଭୁବନେଶ୍ୱର : ଚଳିତ ବର୍ଷ ଜୟଦେବ ବିହାର ଦୁର୍ଗାପୂଜା ସମିତି ପକ୍ଷରୁ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହେବ। ଯେଉଁଥିରେ ମୁଖ୍ୟ ଆକର୍ଷଣ ରହିବ ତୋରଣ। ରାଷ୍ଟ୍ରପତି ଭବନ ଭଳି ଅବିକଳ ପ୍ରତିକୃତି ତୋରଣ ତିଆରି କରାଯିବ। ଏହି ତୋରଣକୁ ପଶ୍ଚିମବଙ୍ଗ କାରିଗରମାନେ ନିର୍ମାଣ କରିବେ। ଏଥିପାଇଁ ୧୦ଦିନରୁ…
ଓଡ଼ିଶାବାସୀ ଦେଖିବେ ବାୟୁସେନାର ଚିତ୍ତାକର୍ଷକ ସୂର୍ଯ୍ୟକିରଣ ଶୋ।
ଭୁବନେଶ୍ବର : ଚଳିତ ମାସ ପୁରୀ ଏବଂ ରାଜଧାନୀରେ ଓଡ଼ିଶାବାସୀ ଦେଖିବେ ବାୟୁସେନାର ଚିତ୍ତାକର୍ଷକ ସୂର୍ଯ୍ୟକିରଣ ଶୋ। ପୁରୀ ରାଜଭବନ ନିକଟବର୍ତ୍ତୀ ସମୁଦ୍ରତଟରେ ଏହି ଚିତ୍ତାକର୍ଷକ ଶୋ ପ୍ରଦର୍ଶିତ ହେବାକୁ ଥିବାବେଳେ ଭୁବନେଶ୍ବର କୁଆଖାଇ ନଦୀଶଯ୍ୟାରେ ଏହି ଶୋ ପ୍ରଦର୍ଶିତ ହେବାର…
ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି ।
ଭୁବନେଶ୍ୱର: ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡି…