Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି :ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀସମୀର ରଞ୍ଜନ ଦାଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ୍ ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ…
ବିଜେପିର ମୁଖପାତ୍ର ତାଲିକା ମନୋଜ , ତେଜେଶ୍ୱର , ଅନୀଲ ମୁଖପାତ୍ର ନିଯୁକ୍ତ ।
ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ନୂଆ ନେତାଙ୍କୁ ମିଳିଛି ନୂଆ ନିଯୁକ୍ତି। ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ତେଜେଶ୍ୱର ପରିଡା ତିନିଜଣଙ୍କୁ ଆଜି ଦଳ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି।
ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି…
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ:
ଆସ୍ପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ପାଠ୍ୟକ୍ରମ, ଏହି ନୂଆ ପାଠ୍ୟକ୍ରମ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା; ଚଳିତ ବର୍ଷ ୯ମ ଶ୍ରେଣୀରୁ ଆରମ୍ଭ ହେବ ଏହି ନୂଆ ପାଠ୍ୟକ୍ରମ; ଆସନ୍ତା ବର୍ଷଠାରୁ ଉଭୟ ନବମ ଓ ଦଶମରେ ଲାଗୁ ହେବ । ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ,…
ଉତ୍କଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା ତରଫରୁ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂ ଯାଦବଙ୍କୁ…
ଭୁବନେଶ୍ୱର(ବିବି ନ୍ୟୁଜ୍): ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ସଂରକ୍ଷକ, ଲୋହିଆ ଜୟପ୍ରକାଶ ଆଯୋଳନର ଉତୁଙ୍ଗ ରାଜନେତା, ତଥା ସାମାଜିକ ନ୍ୟାୟ ଆଯୋଳନର ପ୍ରମୁଖ ବିନ୍ଧାଣୀ ସ୍ୱର୍ଗତ ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ଉତ୍କଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା ତରଫରୁ ସମାଜବାଦୀ ପାର୍ଟି…
ବିଦ୍ୟାଧର ବାବୁ ଥିଲେ ଅଦ୍ୱିତୀୟ ଶ୍ରମିକ ନେତା
ଭୁବନେଶ୍ୱର(ବିବି ନ୍ୟୁଜ୍): ବରିଷ୍ଠ ଶ୍ରମିକ ନେତା ବିଦ୍ୟାଧର ବାରିକ ଥିଲେ ଶ୍ରମିକମାନଙ୍କର ଅଦ୍ୱିତୀୟ ନେତା । ବିପ୍ଳବୀ ଭାବରେ ସେ ନିଜ ଜୀବନକୁ ଜୀଇଁ ଥିଲେ । ଶ୍ରମିକମାନଙ୍କ ପାଇଁ ନିଜ ଜୀବନକୁ ତ୍ୟାଗ କରିଦେଇଥିଲେ ବୋଲି ବିଦ୍ୟାଧର ବାରିକଙ୍କ ଚତୁର୍ଥ ସ୍ମୃତି ସମାରୋହରେ ଉପସ୍ଥିତ…
୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ୍ମଦିନ ପାଳିଲେ…
୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଛୁଟିଲା ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନରେ ଉଭୟ ନେତା କିଛି ସମୟ କଥାବାର୍ତା ହୋଇଛନ୍ତି । କଥାବାର୍ତା ହେବା ପରେ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁୁ ଧନ୍ୟବାଦ…
ନୂଆ ନିୟମ ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ସ୍ଥାୟୀ । ନିଯୁକ୍ତି ପାଇଥିବା ତାରିଖରୁ କରାଯିବ ହିସାବ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜିଠାରୁ ସ୍ଥାୟୀ ଚାକିରି ମାନ୍ୟତା ପାଇଛନ୍ତି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୫୭ ହଜାର ଠିକା କର୍ମଚାରୀ । ଏନେଇ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ଯେଉଁମାନେ ଠିକା କର୍ମଚାରୀରୁ ସ୍ଥାୟୀ…
ଆଇପିୟୁରେ ବିଜୟ ପରେ ୨୦ରେ ଅପରାଜିତାଙ୍କ ବିଶାଳ ପଦଯାତ୍ରା
ଭୁବନେଶ୍ୱର: ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ୍ (ଆଇପିୟୁ) ନିର୍ବାଚନରେ ଭାରତ ତଥା ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ପରେ ଆସନ୍ତା ଅକ୍ଟୋବର ୨୦ ତାରିଖରେ ଓଡ଼ିଶା ଫେରୁଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଏହି ବିଜୟ ଭାରତର ବିଜୟ, ମୋଦୀଙ୍କ ବିଜୟ…
ଓଡ଼ିଶାରୁ ଫେରିଯିବ ମୌସୁମୀ; ୨୦ରେ ଲଘୁଚାପ, ଅଧିକ ଘନୀଭୂତ ନେଇ ବଢ଼ିଲା ଆଶଙ୍କା
ଭୁବନେଶ୍ବର : ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଅନ୍ନଦାନ କାର୍ଯ୍ୟକ୍ରମ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମତିଥି ପାଳନ ଅବସରରେ ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱ ରେ ସାମାଜିକ କାର୍ଯ୍ୟକ୍ରମ ସ୍ୱରୂପ ୧୫୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରେ " ଅନ୍ନଦାନ "…