Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ଘୋଷଣା- ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ,…
କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ବାସୀଙ୍କୁ ବାର୍ତ୍ତା ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ…
ସ୍ବର୍ଗତ ମୁଲାୟମ୍ ସିଂ ଯାଦବଙ୍କର ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର : ଆସନ୍ତା ତା୧୬.୧୦.୨୦୨୨ରିଖ, (ରବିବାର),ଦିବା ଘ ୧୧ଟିକା ସମୟରେ ଭୁବନେଶ୍ୱରର ଭି.ଆର-୩୮, ୟୁନିଟ -୬ ସ୍ଥିତ ସମାଜବାଦୀ ପାର୍ଟି ଅଫିସ୍ ର( ଲୋହିଆ ଭବନ), ପ୍ରଗତି ସ୍ପୋର୍ଟସ ପଡିଆ ସାମ୍ନା ଓ ଭୁବନେଶ୍ୱର କ୍ଳବ୍ ପଛର ଦ୍ବିତୀୟ ଲାଇନ୍ ରେ ଉତ୍କଳ ଯାଦବ ମହାସଭା ଭୁବନେଶ୍ୱର ଜିଲ୍ଲା…
ଶୌଚାଳୟ ସମସ୍ୟା: ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକ ହନ୍ତସନ୍ତ
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲିଥିବାରୁ ସମ୍ପ୍ରତି ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଶୌଚାଳୟ ସମସ୍ୟା ସୁଧୁରିପାରୁନଥିବାରୁ ପର୍ଯ୍ୟଟକମାନେ ବେଶ୍ ହନ୍ତସନ୍ତ ହେଉଛନ୍ତି। ବାଧ୍ୟ ହୋଇ ପର୍ଯ୍ୟଟକମାନେ ରାସ୍ତାକଡ଼ରେ ଶୌଚ…
ବୀଣାପାଣି ଚୌଧୁରୀଙ୍କ ସ୍ବରଚିତ ଦୁଇଟି କବିତା ସଂକଳନ ଉନ୍ମୋଚିତ
ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଜୀଙ୍କ କର କମଳରେ ବୀଣାପାଣି ଚୌଧୁରୀଙ୍କ ସ୍ବରଚିତ କବିତା ସଂକଳନ " ବଲ୍ଲକୀ" ରାଜଭବନ ପରିସରରେ ଶୁଭ ଉନ୍ମୋଚିତ ହୋଇଯାଇଛିି । ମହାମହିମ ରାଜ୍ଯପାଳଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଫକୀର ଚରଣ…
ଖାଲି ଆଲିଶାନ୍ ଘର ନୁହେଁ, ବର୍ଷକରେ ୨ଟି କମ୍ପାନୀ କରିଛନ୍ତି ଅର୍ଚ୍ଚନା
ଭୁବନେଶ୍ୱର: ପ୍ରତିଷ୍ଠିତ ନେତା, ଅଫିସର, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତ ବର୍ଷକ ମଧ୍ୟରେ କେବଳ ଗୋଟିଏ ଆଲିଶାନ୍ ଘର ନୁହେଁ ବରଂ ୨ଟି ନୂଆ କମ୍ପାନୀ ବି ଖୋଲିଛନ୍ତି । ବିଳାସପୂର୍ଣ୍ଣ ଜୀବନ…
ବଦଳିଲେ ଧମାନଗର ଓ ତିହିଡି ବିଡିଓ
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ଧାମନଗର ଓ ତିହିଡ଼ି ବିଡିଓଙ୍କୁ ବଦଳି ହୋଇଛି। ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଧାମନଗରରୁ ବଦଳି ହୋଇଛି। ସେହିପରି ତିହିଡିରୁ ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିତରାଜ ବିଭାଗ…
ବିଜୁ ପଟ୍ଟନାୟକ ପୁରସ୍କାର-୨୦୨୨ରେ ପୁରସ୍କୃତ ହେଲେ ପ୍ରକୃତିବନ୍ଧୁ ବିକି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱ: ଜୟଦେବ ଭବନ ଠାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ଗାଁ’ର ପ୍ରକୃତିକବନ୍ଧୁ ବିକି ଜି ନାଗଙ୍କୁ ବିଜୁପଟ୍ଟନାୟକ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଜିଲ୍ଲା ବନ ବିଭାଗର ସହଯୋଗରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ…
ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ , ଅରୁଣ ଫେରିଲେ , ବାଦ ପଡିଲେ ସମୀର ।
ବିଜେଡିର ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ମେୟର ସୁବାସ ସିଂହ ଏବଂ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନୂଆ ତାଲିକାରୁ ବାଦ୍…
ଭୁବନେଶ୍ବରରେ ଦଶହରା ଅସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି
ଭୁବନେଶ୍ବର: ‘ଅସତ୍ୟ ଉପର ସତ୍ୟର ଜୟ’ ହୋଇଛି। ଧର୍ମ ଆଗରେ ଅଧର୍ମ ବଳି ପଡ଼ିଛି। ଧର୍ମର ଜୟ ହୋଇଛି। ୫ଦିନ ଧରି ପୂଜାମଣ୍ଡପ ଗୁଡ଼ିକରେ ଭକ୍ତମାନଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିବା ବେଳେ ଆଜି ଭୁବନେଶ୍ବରରେ ଦଶହରା ଅସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
ଧାମନଗର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ
ଭୁବନେଶ୍ୱର : ତା ୪.୧୦- ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,…