Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଦେଶର ଏହି ସହରମାନଙ୍କରେ ୫ଜି ସେବା ଆସନ୍ତାକାଲି (ବୁଧବାର) ଆରମ୍ଭ
ଭୁବନେଶ୍ୱର: ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି । ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ କରାଯିବ । ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ,…
୧୭ରେ ହାଇଦ୍ରାବାଦରେ ‘ଇନଭେଷ୍ଟର୍ସ ମିଟ୍’: ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର : ଦୁବାଇ, ଦିଲ୍ଲୀ ଓ ବେଙ୍ଗାଲୁର ପରେ ଏବେ ହାଇଦ୍ରାବାଦରେ ଆସନ୍ତା ୧୭ ତାରିଖରେ ‘ଇନ୍ଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବା ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସେମାନଙ୍କୁ ଆହ୍ୱାନ…
ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳ ବର୍ଷିବ
ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଦିନ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି…
ଭୁଶୁଡ଼ିଲା ଟ୍ରାଫିକ୍ ବ୍ୟବସ୍ଥା, ରୁନ୍ଧି ହୋଇଗଲା ରାଜଧାନୀ
ଭୁବନେଶ୍ବର: ରାଜଧାନୀରେ ମେଢ଼ ଦେଖିବେ, ପୂଜା ବଜାର ବୁଲିବେ; ଏହି ଆଶାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକ ପିଲା, ଛୁଆ ଧରି ଦୁର୍ଗାପୂଜା ଛୁଟି କଟାଇବା ପାଇଁ ଭୁବନେଶ୍ବରକୁ ଆସିଛନ୍ତି। କିନ୍ତୁ ମହାଷଷ୍ଠୀଠାରୁ ଏଠାକାର ଟ୍ରାଫିକ୍ ସମସ୍ୟା ଦେଖି ସେମାନଙ୍କ ମନ ଘର ଧରିଗଲାଣି। ପୂଜା…
ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଗିରଫ
ଭୁବନେଶ୍ବର: ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଶାଖା ଗତକାଲି ଗିରଫ କରିଛି। ତାଙ୍କୁ ଆନ୍ଧ୍ର ପ୍ରଦେଶ ପୁଲିସର ସହାୟତାରେ କାକିନାଡ଼ା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ…
ଜିଲ୍ଲା ପରିଷଦ ସଦସ୍ୟଙ୍କ ମୃତ୍ୟୁ ଘଟଣା: ଡିସିପି ଅଫିସରେ ହାଜର ହେଲେ ସାମ୍ବାଦିକ
ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ। ଭାଇରାଲ ଅଡିଓକୁ ନେଇ ଅକ୍ଷୟଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି। ଏହାପରେ…
ଗାନ୍ଧୀ ଜୟନ୍ତୀରେ ସଚେତନତା ଯାତ୍ରା, ଲୋଗୋ ଉନ୍ମୋଚନ ଓ ସାଧାରଣ ସଭା ସହିତ ଉଦଘାଟନ ହେଲା “ହର ଦିଲମେ…
ଭୁବନେଶ୍ୱର : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଘୋଷଣା ହୋଇଥିବା " ହର ଦିଲମେ ଗାନ୍ଧୀ" ର ଶୁଭ ଉଦଘାଟନ ସହିତ ଗାନ୍ଧୀ ସଚେତନତା ଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସକାଳ ୭ ଟାରେ ଜନତା ମଇଦାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ପରେ ୭.୨୦ ମିନିଟରେ…
ନଡ୍ଡାଙ୍କ ଅଭିଭାଷଣରେ ଓଡ଼ିଶା ସଂପର୍କରେ ମାତ୍ର ୨ ମିନିଟ୍; ସେଥିରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ନାଆଁ ନାହିଁ।
ଭୁବନେଶ୍ୱର : କେନ୍ଦ୍ରରେ ଶାସନାଧୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇଦିନିଆ ଓଡିଶା ଗସ୍ତରେ ଆସି ଦଳୀୟକର୍ମୀ ଓ ସଭ୍ୟମାନଙ୍କୁ ୨୦୨୪ ନିର୍ବାଚନରେ ରାଜ୍ୟରେ କମଳ ପ୍ରସ୍ଫୁଟିତ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି। ଭୁବନେଶ୍ୱର ଜନତା ମୈଦାନରେ ଏଥିପାଇଁ ଏକ…
ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ
ଭୁବନେଶ୍ବର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ରାଜଧାନୀର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ…
ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ୯ମ ବର୍ଷରେ
ଭୁବନେଶ୍ଵର : ଆଜିଠାରୁ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ବହୁ ଯାକଯକମରେ ଉଦ୍ଘାଟନ ହୋଇଯାଇଛି ।
ଆଜିର ମୂଖ୍ୟ ଅତିଥ ଭାବେ ଭୁବନେଶ୍ୱର ମଧ୍ଯମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ବୟନିକା ର ପରିଚାଳନା ନିର୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଦ୍ଵୀପ ପ୍ରଜ୍ଜ୍ଵଳନ କରି ରଙ୍ଗାରଙ୍ଗ…