ବୀଣାପାଣି ଚୌଧୁରୀଙ୍କ ସ୍ବରଚିତ ଦୁଇଟି କବିତା ସଂକଳନ ଉନ୍ମୋଚିତ

ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଜୀଙ୍କ କର କମଳରେ ବୀଣାପାଣି ଚୌଧୁରୀଙ୍କ ସ୍ବରଚିତ କବିତା ସଂକଳନ ” ବଲ୍ଲକୀ” ରାଜଭବନ ପରିସରରେ ଶୁଭ ଉନ୍ମୋଚିତ ହୋଇଯାଇଛିି । ମହାମହିମ ରାଜ୍ଯପାଳଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଫକୀର ଚରଣ ଖଟୁଆ, ପ୍ରଶାନ୍ତୀ ପ୍ରିୟଦର୍ଶିନୀ ଓ ଶୁଭମ ପ୍ରତୀକ ଧଳ ଉପସ୍ଥିତି ଥିଲେ । ମହାମହିମ ରାଜ୍ଯପାଳ କବୟତ୍ରୀ ବୀଣାପାଣିଙ୍କ ପୁସ୍ତକର ପାଠକୀୟ ସ୍ୱୀକୃତି ଓ ଆଦୃତି ଲାଭ କରିବା ସାରସ୍ବତ ସୃଜନୀର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

Comments are closed.