Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
୩୦ ଆଇଏଏସ୍ଙ୍କୁ ୩୦ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କୁ ନିୟମିତ ଭାବେ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଜନହୀତକାରୀ ଯୋଜନାର ତଦାରଖ କରିବେ । ଏନେଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।…
ନଭେମ୍ବର ୧ରୁ ନୂଆ ନିୟମ! ଜମିଜମା କାର୍ଯ୍ୟରେ ବ୍ୟକ୍ତିଗତ ଉପସ୍ଥିତ ହେବା ଜରୁରୀ ନୁହେଁ,
ଭୁବନେଶ୍ୱର: ଜମିଜମା ସଂକ୍ରାନ୍ତ କାର୍ଯ୍ୟ ପାଇଁ ଏଣିକି ନାଗରିକଙ୍କୁ ଆଉ ତହସିଲ ଦୌଡ଼ିବାକୁ ପଡ଼ିବ ନାହିଁ କିମ୍ବା ବ୍ୟକ୍ତିଗତ ଭାବେ ତହସିଲଦାରଙ୍କ ରାଜସ୍ୱ କୋର୍ଟରେ ହାଜିରା ପକାଇବାକୁ ପଡ଼ିବ ନାହିଁ । ଜମିଜମା ମ୍ୟୁଟେସନ୍ ମାମଲାଠୁ ଆରମ୍ଭ କରି ଜମିର କିସମ ପରିବର୍ତ୍ତନ, ଜମିର ଭାଗ କରାଯିବା,…
ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଲା ଅନୁମତି
ଭୁବନେଶ୍ୱର : କଟକ ପରେ ଭୁବନେଶ୍ୱର ବାଲିଯାତ୍ରାକୁ ମିଳିଛି ଅନୁମତି । ଦୀର୍ଘ ୨ ବର୍ଷର ବ୍ୟବଧାନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା । ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ଡିସିପି ଅନୁମତି ଦେଇଥିବା ସୂଚନା ରହିଛି । ଏନେଇ ଭୁବନେଶ୍ୱର ବାଲିଯାତ୍ରା କମିଟି ସମ୍ପାଦକ ତପନ…
ଜମି ଫେରାଇବେ ରାଜ୍ୟ ସରକାର: ୨୦ ବର୍ଷ ତଳେ ଟାଟାଷ୍ଟିଲ ନେଇଥିଲା ଜମି
ଭୁବନେଶ୍ୱର: ବୃହତ ଇସ୍ପାତ ପ୍ରକଳ୍ପ ନିମନ୍ତେ IDCO ଦ୍ଵାରା ଅଧିକୃତ ହୋଇଥିବା ଜମିକୁ ଫେରାଇଦେବେ ରାଜ୍ୟ ସରକାର। ଏନେଇ ଆଜି କ୍ୟାବିନେଟରେ ନିଷ୍ପତି ହୋଇଛି। ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଟାଟାଷ୍ଟିଲ ଲିମିଟେଡ, ଗୋପାଳପୁର ଦ୍ବାରା ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ ନିମନ୍ତେ…
ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଆଜି ସକାଳେ ଲେଡି ବ୍ଲାକମେଲର ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଉଠାଇ ନେଇଥିଲା। ଜଗବନ୍ଧୁଙ୍କୁ ତାଙ୍କ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇ ପୁଲିସ ପଚରାଉଚରା କରିବା ପରେ…
ଗୋଆ ଗ୍ରସ୍ତରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ କରିବେ ଆଲୋଚନା
ଭୁବନେଶ୍ୱର: ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ବହୁ ଆଗରେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଥିବା ଭଲପାଇବା ଯୋଗୁଁ ଆଜି ଓଡ଼ିଶା ସମଗ୍ର ଦେଶରେ ଏକ କ୍ରୀଡ଼ା ହବ୍ ର ମାନ୍ୟତା ପାଇଛି। କରୋନା କାଳରେ ଇଭେଣ୍ଟଗୁଡ଼ିକ ବିନା ଦର୍ଶକରେ ଅନୁଷ୍ଠିତ ହେଉଥିଲା । କିନ୍ତୁ ଏବେ ଏହି…
ଭୁବନେଶ୍ୱର ସାଂସଦ ଅପରାଜିତା ଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା I
ଭୁବନେଶ୍ୱର : ଅIନ୍ତର୍ଜାତୀୟ ପାର୍ଲିଆମେଣ୍ଟାରୀ ସଙ୍ଗଠନ (ଆଇ ପି ୟୁ) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହୋଇ ଭାରତକୁ ଗୌରବାନ୍ଵିତ କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି I ବିମାନବନ୍ଦର ପରିସରରେ ପ୍ରାୟ ବାର ହଜାରରୁ ଉର୍ଦ୍ଧ ଜନ ସମାଗମ…
ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ସମ୍ଭାବ୍ୟ ବାତ୍ୟା
ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ସମ୍ଭାବ୍ୟ ବାତ୍ୟା, ସୃଷ୍ଟି ହୋଇଥିବା ଲଘୁଚାପ ୨୨ରେ ଅବପାତ ରୂପ ନେବ, ୨୩ରେ ତୀବ୍ର ଅବପାତ, ୨୪ରେ ବାତ୍ୟାର ରୂପ ନେବ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ବାତ୍ୟା ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି.
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର
ଭୁବନେଶ୍ୱର : ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ(OB&OCWW)ର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଶ୍ରୀୟା ଛକ ନିକଟସ୍ଥ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ…
ନଭେମ୍ବର ୮ରୁ ଆରମ୍ଭ ହେବ ଜେବିସିସି ଭୁବନେଶ୍ୱର ଟେନିସବଲ କ୍ରିକେଟ ଲିଗ, ଅଂଶଗ୍ରହଣ କରିବେ ୬୪ରୁ ଉର୍ଦ୍ଧ ଟିମ l
ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରାୟ ଶହେରୁ ଉର୍ଦ୍ଧ ଟିମ ବିଭିନ୍ନ ଅଂଚଳରେ ଟେନିସ ବଲରେ କ୍ରିକେଟ ଖେଳୁଛନ୍ତି l ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ତଥା ଏହି ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଅଭିନଵ ପରିକଳ୍ପନା କରାଯାଇ ଜେବିସିସି ଭୁବନେଶ୍ୱର ଟେନିସ ବଲ କ୍ରିକେଟ ଲିଗ ଆୟୋଜନ ପାଇଁ…