Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଏମ୍ସ ଭୁବନେଶ୍ଵର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା
ଭୁବନେଶ୍ୱର: ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଜାଣତରେ ହେଉ ଅଥବା ଅଜାଣତରେ ଏପରିକି ଲୋକଙ୍କ ଅବହେଳା ଯୋଗୁଁ ଦେଶରେ କାହିଁକି ସମଗ୍ର ବିଶ୍ବରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ। ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ…
ଅକ୍ଷୟ ମହାନ୍ତି ମଞ୍ଚରେ ଜାଭେଦ୍ ଅଲ୍ଲୀଙ୍କ କମାଲ୍, କଟକକୁ ସବୁ କଳାକାର ଆସିବାକୁ ଚାହାନ୍ତି: ଜାଭେଦ୍ ଅଲ୍ଲୀ
କଟକ: କଟକ ଭାଇଚାରାର ସହର। ଏଠିକା ଲୋକମାନେ ବେଶ୍ ସ୍ନେହୀ ଓ କଳା-ସଂସ୍କୃତିପ୍ରେମୀ। କଟକବାସୀଙ୍କର ସଂଗୀତ ପ୍ରତି ଶ୍ରଦ୍ଧା, ଆଉ କଳାକାରଙ୍କ ପ୍ରତି ସମ୍ମାନ ରହିଛି। ଏଥିପାଇଁ କଟକ ସହରକୁ ସବୁ କଳାକାର ଆସିବାକୁ ମନ ବଳାନ୍ତି। ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଟକ ସହରରେ…
ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ: ଏଏସଆଇ ପକ୍ଷରୁ ମରାମତି କାମ ଆରମ୍ଭ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ ସୃଷ୍ଟି ହୋଇଥିବାର ଖବର ମିଳିଛି। ଭିତର ପାର୍ଶ୍ଵରେ ବି ଅନେକ ଫାଟ ଦେଖିବାକୁ ମିଳୁଛି। ଏହାର ମରାମତି ଲାଗି ଏଏସଆଇ ପକ୍ଷରୁ ସିଂହଦ୍ୱାରରେ କାମ ଆରମ୍ଭ ହୋଇଛି। ଏହି କାରଣରୁ ସିଂହଦ୍ୱାର ବାଟେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।…
ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା: ବିଷୟବସ୍ତୁ ‘ବିଶ୍ଵଗୁରୁ ଭାରତ’
ଭୁବନେଶ୍ବର: ଆଜି ଅନୁଷ୍ଠିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଓ ପୁରସ୍କାର ବିତରଣ ଉତ୍ସବ। ଶିରିପୁରସ୍ଥିତ ଓୟୁଏଟି ପରିସରରେ ଥିବା ‘କଲେଜ ଅଫ ଏଗ୍ରିକଲଚର’ ପରୀକ୍ଷା କକ୍ଷରେ ଏହି ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ସକାଳ ୧୧ଟା ୩୦ରେ…
ମହଙ୍ଗା ପଡ଼ିଲା କମେଣ୍ଟମରା; ଗଛରେ ବାନ୍ଧିଲେ, ଲଣ୍ଡାକରି ଛେଚିଲେ
ମେଣ୍ଢାଶାଳ: ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ଗଛରେ ବାନ୍ଧି ବହେ ଛେଚିବା ସହ ଲଣ୍ଡା କରି ଗାଁ ବୁଲାଇବା ପରେ ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକଦ୍ବୟ ହେଲେ ଚନ୍ଦକା ଥାନା ପଳାସପୁର ଗାଁର…
ଯେତେ ବୋହୁଛନ୍ତି, ସେତେ ବାହାରୁଛି ଆବର୍ଜନା
ଭୁବନେଶ୍ବର: ଅଳିଆକୁ ନେଇ ଚିନ୍ତା କମୁନାହିଁ। ଠିକାଦାର ନିୟୋଜିତ ହେବା ସତ୍ତ୍ବେ ବିଏମ୍ସି ନିଜ ଖର୍ଚ୍ଚରେ ଗାଡ଼ି ଲଗାଇ ଅଳିଆ ଉଠାଉଛି। ହେଲେ ଯେତେ ବୋହୁଛନ୍ତି, ଅଳିଆ ସେତେ ବାହାରୁଛି। ରାସ୍ତାଘାଟ ପରିଷ୍କାର ହୋଇପାରୁନାହିଁ। ମୁଖ୍ୟ ରାସ୍ତା ସଫା ଦିଶୁଥିବା ବେଳେ ଗଳିକନ୍ଦି ଅବସ୍ଥା…
ଖ୍ୟାତି ହରାଇଛି ୪୦ ବର୍ଷର ହୋମିଓପାଥିକ୍ ସ୍ବାସ୍ଥ୍ୟକେନ୍ଦ୍ର
ବାଲିପାଟଣା: ସମୟ ଥିଲା, ସ୍ଥାନୀୟ ଆଳିସି ପଞ୍ଚାୟତ ଭୈରିପୁର ହୋମିଓପ୍ୟାଥିକ ସ୍ବାସ୍ଥ୍ୟକେନ୍ଦ୍ରର ଖ୍ୟାତି ଏକପ୍ରକାର ଶିଖର ଛୁଇଁଥିଲା। ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍ର ବହୁ ରୋଗୀଙ୍କ ପାଇଁ ଏହା ଭରସାଯୋଗ୍ୟ ଡାକ୍ତରଖାନା ଥିଲା। ଦୈନିକ ଶହଶହ ରୋଗୀ ଲମ୍ବା ଧାଡ଼ିରେ ଅପେକ୍ଷା କରି ଭଲ…
ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ବତନ୍ତ୍ର ଆକର୍ଷଣ ଥାଏ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା…
ଚୋରୀ ମାମଲାରେ ଏମବିଏ ଛାତ୍ରୀ ଗିରଫ
ଭୁବନେଶ୍ବର: ରାଜଧାନୀରେ ଜଣେ ଏମବିଏ ପଢୁଥିବା ଛାତ୍ରୀ ଚୋରୀ ଭୁବେଅଭିଯୋଗରେ ଗିରଫ ହୋଇଛନ୍ତି। ରହୁଥିବା ହଷ୍ଟେଲରୁ ମୋବାଇଲ ଓ ଲାପଟପ ଚୋରୀ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ହଷ୍ଟେଲରୁ ମୋବାଇଲ ଓ ଲାପଟପ ଚୋରୀ କରିବା ପରେ ଛାତ୍ରୀ ଜଣଙ୍କ ସହଯୋଗୀଙ୍କ ଜରିଆରେ ଚୋରୀ ସାମଗ୍ରୀ କଲକାତା…
ଓଡ଼ିଶାରେ ୩୪୪ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର
ଭୁବନେଶ୍ୱର: ଶନିବାର ସର୍ବଭାରତୀୟ ସ୍ତରରେ ରୋଜଗାର ମେଳାର ଆୟୋଜନ ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଓ କଟକରେ ୩୪୪ ଜଣଙ୍କୁ ଆଜି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଭୁବନେଶ୍ୱରରେ ଆଜି ୧୧ ବିଭାଗ ଯଥା, ଡାକ, ଶିକ୍ଷା, ଅର୍ଥ,…