Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
କୋଚିରେ ବିମାନ ଚଳାଚଳ ତାଲିମ ନେବେ ନୂଆ ଓଡିଶା ଅଭିଯାନର ୧୭ ପ୍ରଶିକ୍ଷକ
ଭୁବନେଶ୍ୱର : ନୂଆ ଓଡିଶା ସହିତ ଦକ୍ଷତା ବିକାଶ ଏବଂ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ୧୭ ଜଣ ଆଶାୟୀ ବ୍ୟକ୍ତିଙ୍କୁ ବାର୍ଡ ଏକାଡେମୀରେ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଟ୍ରେନିଂ ପାଇଁ କେରଳର କୋଚିକୁ ପଠାଇଛନ୍ତି। ଏହି ବିସ୍ତୃତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୭୦ ଦିନ ବ୍ୟାପି…
ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ, ଆୟୋଜିତ ହେବ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା
ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ…
ରୁଚି ଫୁଡଲାଇନର ନୂଆ ଉତ୍ପାଦ ହଳଦୀ କ୍ୟାପ୍ସୁଲ ‘ହେଲୋ ଆୟୁର୍ବେଦ’କୁ ଉନ୍ମୋଚନ କରାଯାଇଛି।
ଭୁବନେଶ୍ବର: ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଲେଟସ ସଟଲ ୨.୦’ ମଞ୍ଚରେ ରୁଚି ଫୁଡଲାଇନର ନୂଆ ଉତ୍ପାଦ ହଳଦୀ କ୍ୟାପ୍ସୁଲ ‘ହେଲୋ ଆୟୁର୍ବେଦ’କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ରୁଚି ପରିବାରର ମୁଖ୍ୟ ଶରତ କୁମାର ସାହୁ କହିଛନ୍ତି ଯେ କରୋନା ସମୟରୁ ଆମେ ରୋଗ…
ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି।
ଭୁବନେଶ୍ବର: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। କିନ୍ତୁ ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ ବୋଲି ତାଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି। ଅର୍ଚ୍ଚନା ନାଗ ଠିକ୍ ସମୟରେ କୋର୍ଟ…
ପର୍ଯ୍ୟଟନ ପରିଚାଳନା କର୍ମଶାଳା ଉଦ୍ଘାଟିତ: ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୧୪ ଦିନିଆ ପର୍ଯ୍ୟଟନ ପରିଚାଳନା କର୍ମଶାଳା ଆଜି ଉଦ୍ଘାଟିତ ହୋଇଯାଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଉଦ୍ଘାଟନ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି କହିଲେ ଯେ ରାଜ୍ୟର ସଂସ୍କୃତି ଓ…
ଚାଷୀମାନଙ୍କୁ କ୍ଷତିପୂରଣ ଓ କୃଷିଋଣ ଛାଡ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା କୃଷକମୋର୍ଚ୍ଚା
ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ…
ଓଡ଼ିଶା ପୁଲିସର ’ମାନବ ଅଧିକାର ସଚେତନତା’ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା: ଓଡ଼ିଆରେ ଗୀତାଞ୍ଜଳି ସାମଲ ଓ ଇଂରାଜୀରେ…
ଭୁବନେଶ୍ୱର: ଆଜି ଓଡ଼ିଶା ପୁଲିସ ଆନୁକୂଲ୍ୟରେ ପୁଲିସ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ରେଞ୍ଜର ମୋଟ ୨୮ଜଣ ପୁଲିସ ଅଧିକାରୀ ଅଂଶଗ୍ରହଣ କରି ‘ମାନବ ଅଧିକାର…
ଦ୍ଵିତୀୟ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ସମାପ୍ତ
ଭୁବନେଶ୍ୱର: ତା ୦୬/୧୨ ରିଖ, କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ତିନିଦିନିଆ ଦ୍ବିତୀୟ ବିଳାଶୁଣୀ ମହୋତ୍ସବ ମହାସମାରୋହରେ ସମାପ୍ତ ହୋଇଯାଇଛି।ଏହି କ୍ରୀଡା, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ଦେଖାଯାଇଥିଲା ।…
ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ: ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଶୋଧ
ଭୁବନେଶ୍ୱର: ମଙ୍ଗଳବାରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ଚୌଦ୍ୱାର ଓ ସମ୍ବଲପୁରରେ…
ଏମ୍ସ ଠିକା କର୍ମଚାରୀଙ୍କ ୫ ଘଣ୍ଟା କାର୍ଯ୍ୟବନ୍ଦ ଆନ୍ଦୋଳନ: ତେଜୁଛି ଏମସ ଠିକା କର୍ମଚାରୀ-ଠିକା ସଂସ୍ଥା ବିବାଦ
ଭୁବନେଶ୍ବର: ଏମ୍ସରେ ଠିକା ସଂସ୍ଥା ଏବଂ ଠିକା କର୍ମଚାରୀଙ୍କ ବିବାଦ ଥମିବାର ନାଁ ନେଉ ନାହିଁ। ବରଂ ବର୍ତ୍ତମାନ ମାମଲା ଥାନାରେ ପହଞ୍ଚିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ମାଡ଼ପିଟ ଓ ଆକ୍ରମଣର ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି। ଏହାକୁ ନେଇ ସକାଳ ୭ଟାରୁ ଏମ୍ସରେ…