Browsing Category

ମହାନଗର

ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ସମସ୍ତ ସାଧାରଣ…

ବଦଳିଗଲା ଯୋଜନା ବୋର୍ଡ, ଏବେ ନୂଆ ଢାଞ୍ଚାରେ ‘SITI ଓଡ଼ିଶା’

ଭୁବନେଶ୍ୱର : ବଦଳିଲା ରାଜ୍ୟ ଯୋଜନା ବୋର୍ଡ। ରାଜ୍ୟ ଯୋଜନା ବୋର୍ଡ‘SITI ଓଡ଼ିଶା’। ବିକାଶର ନୂଆ ନକ୍ସା ପ୍ରସ୍ତୁତ କରିବ ‘SITI ଓଡ଼ିଶା’। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ ଭାବେ ଏହା ଏବେ ନୂଆ ପରିଚୟ ପାଇଛି। ଏହାର ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ହେବେ…

ଓଡିଶାର କଳା, ସଂସ୍କୃତି, ବୀରତ୍ୱ ଓ ଦେଶପ୍ରେମର ଆଗ୍ନେୟ ବାର୍ତ୍ତା “ନମାମି ମନ୍ଦାକିନୀ ନବବର୍ଷ ମହୋତ୍ସବ…

ଭୁବନେଶ୍ୱର :  ପବିତ୍ର ପଣା ସଂକ୍ରାନ୍ତି, ନବବର୍ଷ ୨୦୨୬ ଅବସରରେ "ନମାମି ମନ୍ଦାକିନୀ" ସାଂସ୍କୃତିକ ଅନୁଷ୍ଠାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ,ସୁବାର୍ତ୍ତା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ଓଡିଶା ନାଗରିକ ମହାମଞ୍ଚ ଆନୁକୂଲ୍ୟରେ ନବବର୍ଷ ପାଳନ ପରିପ୍ରେକ୍ଷୀରେ…

ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର :  ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଦୀର୍ଘ ୧୪ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଓଡ଼ିଆ ପରମ୍ପରାର ଏହି ଅନନ୍ୟ ପର୍ବ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗସ୍ଥିତ ଜନମଙ୍ଗଳ…

ଜବଦଖଲ ଉଚ୍ଛେଦ ବେଳେ ଗୋଟିଏ ଘରୁ ଶତାଧିକ LPG ସିଲିଣ୍ଡର ହେଲା ଠାବ

ଭୁବନେଶ୍ୱର : ଜବଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କ  ଆଖି ଖୋସି ହୋଇଗଲା । କାରଣ ବାହାରେ ସିଲିଣ୍ଡର ପାଇଁ ଲୋକେ ମୁଣ୍ଡଫଟା ଖରାରେ ଲମ୍ବା ଲାଇନ୍ ଲଗାଉଥିବା ବେଳେ ବସ୍ତିରୁ  ମିଳିଲା ଶହ ଶହ ସିଲିଣ୍ଡର। ଭୁବନେଶ୍ୱର ଶ୍ୟାମପୁରରେ ଆଜି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଜବତ ହୋଇଛି ବିପୁଳ ପରିମାଣର…

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ : ବିଜୁ ଲିଗାସୀରେ ସାମିଲ୍ ହେଲେ ବହୁ ନେତା

ଭୁବନେଶ୍ୱର : ବିଜୁ ତିରୋଧାନ ଦିବସରେ ଏକାଠି ହେଲେ ବିଜୁ ଲିଗାସୀ ନେତା। ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ସୌମ୍ୟ ପଟ୍ଟନାୟକ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀଙ୍କ ଭଳି ବରିଷ୍ଠ ରାଜନେତା ଏଥିରେ ଅଗ୍ରଣୀ ଭୂମିକା ନେଇଛନ୍ତି। ବିଜୁ ଅଗୁଗତ ଓ ବିଜୁ ପ୍ରେମୀ ଏକାଠି ହୋଇ ପାଳୁଛନ୍ତି ତିରୋଧାନ…

ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର । ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁ…

ନିର୍ବାଚନ ଫଳାଫଳ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ହିମନ୍ତ ବିଶ୍ୱ ସର୍ମା

ଭୁବନେଶ୍ୱର : ଆସାମ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା। ବୁଧବାର ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହିମନ୍ତ ବିଶ୍ୱ ସର୍ମା। ଏହି ସମୟରେ ସେ ଗଣମାଧ୍ୟମକୁ ବୟାନ ଦେଇ ରାହୁଲ…

ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’।

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ। ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଜମିଛି ଶହ ଶହ ସମର୍ଥକଙ୍କ…