Browsing Category

ମହାନଗର

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଆଜି ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଗ୍ଲୋବାଲ୍ କ୍ଲିନ୍‌ଟେକ୍ ଏକ୍ସପୋ ୨୦୨୬, ଭାରତର ସର୍ବବୃହତ କ୍ଲିନ୍‌ଟେକ୍ ଏକ୍ସପୋ ଓଡ଼ିଶାରେ ଆରମ୍ଭ ହେଉଛି

ଭୁବନେଶ୍ୱର, ପ୍ରଥମ ଗ୍ଲୋବାଲ୍ କ୍ଲିନ୍‌ଟେକ୍ ଏକ୍ସପୋ-ଓଡ଼ିଶା ୨୦୨୬ ଆସନ୍ତା ୨୦ ଓ ୨୧ ଫେବୃଆରୀରେ ପ୍ରଦର୍ଶନୀ ପଡିଆ ଠାରେ ହେବ l ସେହିପରିପ୍ରେକ୍ଷୀରେ ପ୍ରାଚୀ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଦେବୀ ପ୍ରସାଦ ଦାଶ, ନିର୍ଦ୍ଦେଶକ, ନେଟ ଜିରୋ ଆସୋସିଏସନ,…

ଆସନ୍ତାକାଲି ବିଧାନସଭା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ବିଧାୟକମାନେ କିପରି ଶାନ୍ତି ଶୃଙ୍ଖଳା ଗୃହରେ ବଜାଇ…

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମହାଶିବରାତ୍ରୀ ହେଉଛି ଅନ୍ଧକାର ଉପରେ ଆଲୋକ ଏବଂ ଶକ୍ତିର ବିଜୟ । ଆଜି ଦିନରେ ସମସ୍ତ ଶ୍ରଦ୍ଧାଳୁଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଶିବ ଶକ୍ତିଙ୍କ ସାନିଧ୍ୟ ଓ ଆଶୀର୍ବାଦ ପାଇବା । ତେଣୁ ଆଜିର ଦିନରେ ଭକ୍ତି ଭାବ ସହ ମହାଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କ ପାଖରେ ନିଜକୁ…

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର :  ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ଏହି ମହାଦୀପ ରାତି 10 ଟା ବେଳେ ଉଠିବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ତାହା ପ୍ରାୟ ଘଣ୍ଟେ ପୂର୍ବରୁ ମହାଦୀପ ଉଠିଥିଲା। ସମର୍ଥା ସେବକମାନେ ଏହି ମହାଦୀପକୁ ଧରି ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ।…

ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ଵର : ଆଜି ପବିତ୍ର ମହାଶିବରାତ୍ରୀ। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ। ଲିଙ୍ଗରାଜ ମନ୍ଦିରରେ ମଧ୍ୟ ବାବାଙ୍କୁ ଦର୍ଶନ କରିବା ଲାଗି ସକାଳୁ ପ୍ରବଳ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି। ଏହାରି ମଧ୍ୟରେ ମନ୍ଦିର ଭିତରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ହେରିଟେଜ୍ ହ୍ରଦ ହେବ ବିନ୍ଦୁ ସାଗର

ଭୁବନେଶ୍ଵର : ବିନ୍ଦୁ ସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ। ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର…

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ଵତନ୍ତ୍ର ଆକର୍ଷଣ ରହିଛି। ଏହା ଆମ ସମୃଦ୍ଧ ଐତିହ୍ୟର ପରିଚୟ ଏବଂ ଆମ ଅସ୍ମିତାର ନିଦର୍ଶନ ବୋଲି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସ୍ଥାନୀୟ ଜନତା ମୈଦାନଠାରେ ଆୟୋଜିତ ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳାର ଶୁଭ…

ରାତି ୧୦ଟା ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର : ୧୪/୦୨ -  ରାତି ପାହିଲେ ଜାଗର । ଭକ୍ତ ମନ ବ୍ୟାକୁଳ ହେଲାଣି । ନେତ୍ର ଦେଖିବ ସେହି ପବିତ୍ର ଫାଲଗୁନ କୃଷ୍ଣ ଚର୍ତୁଦ୍ଦଶୀର ଶେଷ୍ଠ ରାତ୍ରୀ ବା ମହାଶିବରାତ୍ରୀ । ମହାଶିବରାତ୍ରିରେ ମହାଦୀପ ଦର୍ଶନ କରିବା ପାଇଁ ସମସ୍ତେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ କରିବେ ଉପବାସ ଓ…

ରାଜ୍ୟରେ ଛାତ୍ରବୃତ୍ତି ଅପବ୍ୟବହାର ଉଚ୍ଚଶିକ୍ଷା ବିଭାଗକୁ ୟୁଜିସିର ଯାଞ୍ଚ ନିର୍ଦେଶ

ଭୁବନେଶ୍ବର : ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ହେଲେ ସଠିକ ଯାଞ୍ଚ ଅଭାବରୁ ଅଯୋଗ୍ୟ ହିତାଧିକାରୀ ମଧ୍ୟ ଛାତ୍ରବୃତ୍ତି ହାତେଇବାରେ ସକ୍ଷମ ହେଉଛନ୍ତି। ଫଳରେ ସରକାରୀ ପାଣ୍ଠି ଅପବ୍ୟବହାର ସହ ଆତ୍ମସାତ୍‌ ହେଉଛି। ଏନେଇ ବିଶ୍ବବିଦ୍ୟାଳୟ…