Browsing Category

ମହାନଗର

ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ ବନ୍ଦ

ଭୁବନେଶ୍ବର :ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ। ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ…

ବିଜେଡି ଛାଡିଲେ ଦେବାଶିଷ

ଭୁବନେଶ୍ବର :ବିଜୁ ଜନତା ଦଳ (ବିଜେଡି) ର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳ ଭିତରେ ନିଜକୁ ଅବହେଳିତ ଏବଂ ଅପମାନିତ ଅନୁଭବ କରୁଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

ଗ୍ରୀଷ୍ମ ପ୍ରବାହ ସହ ବିଦ୍ୟୁତ୍ କାଟ ଯୋଗୁଁ ଫାର୍ମରେ ୧୮୦୦ କୁକୁଡ଼ା ମରିଗଲେ

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସହ ଘନଘନ ବିଦ୍ୟୁତ୍ କାଟ୍ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏଥିରୁ ପଶୁପକ୍ଷୀଙ୍କୁ ବି ନିସ୍ତାର ମିଳୁନାହିଁ। ଏବେ କୁଡୁଡ଼ା ଚାଷ କରିଥିବା ବ୍ୟବସାୟୀ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି। ଫାର୍ମରେ ଗରମ ସହି ନପାରି କୁକୁଡ଼ାମରିଯାଉଛନ୍ତି। ବଡ଼ ଚାଷୀଙ୍କ…

୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚ୍ଏଡ୍ ପ୍ରବେଶିକା

ଭୁବନେଶ୍ବର : ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ଆସନ୍ତା ୩୧ରେ ପ୍ରବେଶିକା ପରୀକ୍ଷା ହେବ। ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ପ୍ରବରଣ ମଣ୍ଡଳୀ (ଷ୍ଟେଟ୍‌ ସିଲେକ୍ସନ ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ପୋଲିସ ପଞ୍ଝାରେ ନକଲି ଏନଆଇଏ ଅଫିସର

ଭୁବନେଶ୍ୱର : ନାଲି ବତି ଗାଡ଼ି ଚଢ଼ୁଥିଲା, ହତିଆର ଧରି ଲୋକଙ୍କୁ ଲୁଟୁଥିଲ ଏନଆଇଏ ଅଫିସର।  ଅଭିଯୋଗ ପରେ ନକଲି ଏନଆଇଏ ଅଫିସରକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ। ନିଜକୁ National investigation agency ଅଫିସର କହି ଲୋକଙ୍କୁ ଧମକଚମକ ଦେଉଥିବା ବେଳେ ମାଡିବସିଲା ପୋଲିସ ।…

ତୈଳ ସଙ୍କଟର ମୁକାବିଲା ପାଇଁ ସିଏମଙ୍କ ୮ ସୂତ୍ରୀ ନିର୍ଦ୍ଦେଶାବଳୀ

ଭୁବନେଶ୍ବର  : ଭର୍ଚୁଆଲ୍ ମିଟିଂକୁ ଗୁରୁତ୍ବ ଦିଅ, ଇଭିର ଅଧିକ ବ୍ୟବହାର କର । ଅଫିସ ଆସିଲା ବେଳେ କାର ପୁଲିଂ କରି ଆସ । ଆଉ ସରକାରୀ କାମରେ ଦୂର ସ୍ଥାନକୁ ଗଲେ ବସ୍ ଓ ଟ୍ରେନରେ ଯାଅ । ସରକାରୀ କର୍ମଚାରୀଙ୍କ ପାଇଁ ଏଭଳି ୮ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ତାତି କରୁଛି ରେକର୍ଡ, ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରି ଡେଇଁଲାଣି ।

ଭୁବନେଶ୍ବର : ତାତି କରୁଛି ରେକର୍ଡ, ଅସହ୍ୟ ଗରମ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ ପ୍ରଚଣ୍ଡ ଗୁଳୁଗୁଳି ଆକ୍ତାମାକ୍ତା କଲାଣି । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରି ଡେଇଁଲାଣି । ହିଟ୍‌ ଇଣ୍ଡେକ୍ସ ୪୪ ଡିଗ୍ରି ରହିଥିବାବେଳେ…

ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନ ତେଜିଲା

ଭୁବନେଶ୍ୱର,୨୧-୦୫-: ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀ ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।  ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧିତ୍ୱ…

ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ।

ଭୁବନେଶ୍ୱର : ଭୁବନେଶ୍ୱର ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ। ଫିଲ୍ମ ଦେଖିବା ବେଳେ ହୋହାଲ୍ଲାରୁ ମାରପିଟ୍। ଫିଲ୍ମ ହଲରେ ମାରପିଟ୍ ପରେ ଭଙ୍ଗାରୁଜା । ଫିଲ୍ମ ସିନ୍ ଦେଖି ହୋହାଲ୍ଲା କଲେ କିଛି ଯୁବକ । ହୋହାଲ୍ଲାକୁ ବିରୋଧ କରିବାରୁ ଗଣ୍ଡଗୋଳ। ଜଣେ ନାବାଳକଙ୍କ ସମେତ ୩ ଜଣ ଗିରଫ। ୩ ଜଣଙ୍କୁ…

୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ଵର : ୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର। ବୁଧବାର ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କୋର୍ଟରେ ମହିଳା ଗ୍ରୁପ୍-ଡି କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ। ନିୟମିତ ହେବ…