Browsing Category

ମହାନଗର

ଏବେ ମୁଁ ନିଜ ଘରକୁ ଫେରି ଆସିଛି – ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର : ଏବେ ମୁଁ ନିଜ ଘରକୁ ଫେରି ଆସିଛି। ପଦ୍ମ ଧରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେପି ନେତା ଦେବାଶିଷ ସାମନ୍ତରାୟ। ବିଜେପିରେ ଯୋଗ ଦେବା ପରେ ମନେ ହେଉଛି, ଯେପରି ନିଜ ଘରେ ଅଛି। ପୂର୍ବରୁ ହିଁ ମୁଁ ଏନଡିଏରେ ଥିଲି, ଏବେ ପୁଣି ନିଜ ଘରକୁ ଫେରିଛି। ବିଜେଡିରେ…

ମୁଖ୍ୟମନ୍ତ୍ରୀଙ୍କ ସହ ବେଦାନ୍ତ ପ୍ରକଳ୍ପ ନେଇ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଆଲୋଚନା

ଭୁବନେଶ୍ୱର : ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍…

ରାଜ୍ୟରେ ସ୍ଥାପନ ହେବ ୬ଟି ହାଇ ୱିଣ୍ଡ ସ୍ପୀଡ ରେକର୍ଡର

ଭୁବନେଶ୍ବର : ଖୁବଶୀଘ୍ର ଓଡିଶାରେ ସ୍ଥାପନ ହେବ ୬ଟି ହାଇ ୱିଣ୍ଡ ସ୍ପୀଡ ରେକର୍ଡର । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ବେଳେ ଅତ୍ୟଧିକ ପବନ ଗତିକୁ ମାପିବା ଉଦ୍ଦେଶ୍ୟରେ ସ୍ଥାପନ କରାଯିବ । ଉପକୂଳ ଜିଲ୍ଲାରେ ସ୍ଥାନ ଚିହ୍ନଟ କରି…

ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଓରେରାର ବଡ଼ ପଦକ୍ଷେପ। ପ୍ରତି ତିନିମାସରେ ବିଲ୍ଡର ଦେବେ ତ୍ରୈମାସିକ…

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିବା ବେଳେ କ୍ରେତାଙ୍କୁ ଏଣିକି ସହଜରେ ଠକି ପାରିବେନି ବିଲଡର୍। ପ୍ରତି ତିନି ମାସରେ ପ୍ରୋଗ୍ରେସ୍ ରିପୋର୍ଟ ବା (QPR) ଦାଖଲ କରିବା ବାଧ୍ୟତାମୂଳକ। ଖିଲାପ କଲେ ବିଲଡର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହେବା ସହ ରେଜିଷ୍ଟ୍ରେସନ ବି ବାତିଲ କରିପାରେ…

ଏଥର ନିଶାନାରେ ଡ୍ରଗସ୍ ମାଫିଆ। କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର୍

ଭୁବନେଶ୍ବର : ବ୍ରହ୍ମପୁର ପରେ ଭୁବନେଶ୍ବରରେ ଏନକାଉଣ୍ଟର। ଏଥର ନିଶାନାରେ ଡ୍ରଗସ୍ ମାଫିଆ। କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର୍ କରିଛି କମିଶନରେଟ୍ ପୋଲିସ୍। ଗଞ୍ଜାମ ଜଗନ୍ନାଥ ପ୍ରସାଦର ଡ୍ରଗ୍ସ ମାଫିଆ ପପୁନ ମାଝୀକୁ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ପିଛା…

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।  କ୍ୟାବିନେଟ୍ ସମ୍ପ୍ରସାରଣ ଓ ଓଡ଼ିଶା ବିକାଶ ଉପରେ ହେଲା ବଡ଼ ଆଲୋଚନା ।  ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ ଓଡ଼ିଶାର ପ୍ରଗତି ଏବଂ…

ପୁରୀରେ ହେବ BRICS ରାଷ୍ଟ୍ରସମୂହର ‘Disaster Risk Reduction Working Group’ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ

ଭୁବନେଶ୍ୱର : ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ BRICS…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା: ବ୍ୟକ୍ତିଗତ କାରଣ ଦର୍ଶାଇ ଛାଡ଼ିଲେ ପଦ

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ଅଧ୍ୟକ୍ଷ ପଦରୁ ସୋମବାର ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଥିବା…

67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ 67 ବିଇଓ ବା ଓଇଏସଙ୍କୁ ବଦଳି କରିଛନ୍ତି। ଏହା ସ୍କୁଲ ବିଭାଗର ଏକ ବଡ ଧରଣର ବଦଳି ବୋଲି କୁହାଯାଉଛି। ଜାଣନ୍ତୁ କିଏ କେଉଁଠାକୁ ଗଲେ। ଆଜି ଏହି ବଦଳି ନୋଟିସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଛି। ଏହି ବଦଳି ଆଦେଶକୁ…

ଗ୍ରାମୀଣ ରୂପାନ୍ତରଣ ଦିଗରେ ବଡ଼ ପଦକ୍ଷେପ : ଓଡ଼ିଶାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର : ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ଯୋଗାଯୋଗ କରି ‘ମଡେଲ ଭିଲେଜ ମିଶନ’ ଓ…