Browsing Category

ମହାନଗର

ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଓଡିଆ ସାହିତ୍ୟର ଅସ୍ମିତା – ଶ୍ରୀ ଗୁରୁ ଭାଗବତ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଥିବା ସଭାଗୃହ ରେ ଓଡିଆ ସାହିତ୍ୟର ଅସ୍ମିତା - ଶ୍ରୀ ଗୁରୁ ଭାଗବତ, ପ୍ରଥପ୍ରାନ୍ତ ନାଟକ - ଆସ, ଗୁରୁ ଭାଗବତ ପଢିବା, ଗ୍ରନ୍ଥକାର - ଡ଼ ଚନ୍ଦ୍ରଭାନୁ ଶତପଥୀ ଙ୍କ ସ୍ୱରଚିତ ଗୁରୁ ଭାଗବତ ପଠନ ଓ ଆଲୋଚନା ପ୍ରଶ୍ନ ଉତ୍ତର…

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ, ଭାରତରେ ତମାଖୁ ସେବନରୁ ୪୫% କ୍ୟାନସର ଆକ୍ରାନ୍ତ

ଭୁବନେଶ୍ଵର :ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଭାରତରେ ହେଉଥିବା ମୋଟ କ୍ୟାନ୍ସର ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ କେବଳ ତମାଖୁ ସେବନ ଯୋଗୁ ହୋଇଥାଏ। ପ୍ରାୟ ଅଧା ରୋଗୀ କେବଳ…

୧୫ ଦିନରେ ଭତ୍ତା ସମସ୍ୟା ସମାଧାନ ହେବ – ମନମୋହନ

ଭୁବନେଶ୍ଵର : ରାଜ୍ୟରେ ୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନୂଆ ସଫ୍ଟୱେର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି । ଯେଉଁମାନେ କ୍ୟାସ ଆକାରରେ ପାଉଥିଲେ ସେମାନଙ୍କ ପାଇଁ…

ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡିଶା ପକ୍ଷରୁ ଭୁବନେଶ୍ୱରରେ ସଫଳତାର ସହ ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬: ଏକ୍ସପାଣ୍ଡିଙ୍ଗ ବିଜନେସ୍ ହରାଇଜନ’ର ଆୟୋଜନ କରାଯାଇଛି, ଯାହା ଶିଳ୍ପ ସହଭାଗିତାକୁ ସୁଦୃଢ କରିବା ଏବଂ ଓଡିଶାର ଏମଏସଏମଇ କ୍ଷେତ୍ର ପାଇଁ ନୂତନ ବ୍ୟବସାୟ…

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଶ୍ରୀ ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ…

ଘୁଞ୍ଚିଲା ଓଜେଏସ୍‌ ପରୀକ୍ଷା ଆବେଦନ ଜୁଲାଇ ୫ରେ ହେବନି ପ୍ରିଲିମ୍‌

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌)-୨୦୨୫ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଘୁଞ୍ଚାଇ ଦିଆଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଏଥିସହ ଜୁଲାଇ ୫ରେ ହେବାକୁ ଥିବା ପ୍ରିଲିମ୍‌ନାରୀ ପରୀକ୍ଷା ହେବ ନାହିଁ।…

ଓଡିଶାରେ ଚାଲିବ ଇଭି ବୋଟ

ଭୁବନେଶ୍ବର : ଓଡିଶାରେ ଏଣିକି ଡିଜେଲ ବୋଟ ବଦଳରେ ଚାଲିବ ଇଭି ବୋଟ । ଓଡିଶା ପର୍ଯ୍ୟଟନ ଉନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି କୋଲାବ, ହୀରାକୁଦ, ଭିତରକନିକା ଓ ବରକୁଳ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ବୈଦୁତିକ ବୋଟ ବ୍ୟବସ୍ଥା…

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, PMOରୁ ମିଳିଛି ଗ୍ରୀନ ସିଗନାଲ

ଭୁବନେଶ୍ଵର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶା ଆସିବେ ମୋଦି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ PMO ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି। ଆଜି ଭୁବନେଶ୍ବରରେ ଏବିଭିପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା…

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ…

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ଵର: ଭୁବନେଶ୍ୱରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ ପରେ ମନ୍ତ୍ରୀ ପ୍ରଦର୍ଶନୀ ବୁଲି ଦେଖିଛନ୍ତି।…