Browsing Category

ମହାନଗର

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା ତଥା ସାଂସଦ…

ଡ଼ଃ ଚିତ୍ତରଞ୍ଜନ ସାହୁଙ୍କୁ “ପ୍ରକୃତି ବନ୍ଧୁ ପୁରସ୍କାର

ଭୁବନେଶ୍ୱର (୫/୬):ପରିବେଶ ସୁରକ୍ଷା, ପ୍ରକୃତି ସଂବର୍ଦ୍ଧନ, ସମାଜ ବିକାଶ ଏବଂ ସମାଜସେବା କ୍ଷେତ୍ରରେ ଦୀର୍ଘଦିନ ଧରି ଅବଦାନ ରଖିଆସୁଥିବା ଡ଼ଃ ଚିତ୍ତରଞ୍ଜନ ସାହୁଙ୍କୁ ସମ୍ମାନଜନକ “ପ୍ରକୃତି ବନ୍ଧୁ ପୁରସ୍କାର” ପ୍ରଦାନ କରାଯାଇଛି। ସେ INCYSର ନିର୍ଦ୍ଦେଶକ ଓ ଆନ୍ତର୍ଜାତୀୟ ପ୍ରାକୃତିକ…

ରାଜ୍ୟରେ ୧୯୫ କୋଟିର ପୋଲିସ ଭିତ୍ତିଭୂମି ଲୋକାର୍ପିତ

ଭୁବନେଶ୍ୱର : ପୁରୀର ତାଳବଣିଆ ଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୋଲିସ ଭିତ୍ତିଭୂମିର ଆଜି ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ SDPO କାର୍ଯ୍ୟାଳୟ,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସଫଳତା ପ୍ରଚାର ପାଇଁ ଆଇଏମପିସିସି ବୈଠକ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ‘ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି’ (ଆଇଏମପିସିସି) – ଓଡ଼ିଶା ମଣ୍ଡଳର ମାସିକ ବୈଠକ ଆଜି ଭୁବନେଶ୍ୱରସ୍ଥିତ ଏନଏବିଏମ – ପ୍ରସାର ଭାରତୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେଲେ ଅଫିସରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଖୁସିଖବର। ଏଣିକି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ। ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ଅପପ୍ରଚାର : କିନ୍ତୁ ସତ୍ୟ କ’ଣ? ଆସନ୍ତୁ ଜାଣିବା।

ଭୁବନେଶ୍ଵର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଜଡ଼ିତ କରି ସୋସିଆଲ୍ ମିଡିଆରେ ଏକ ମିଥ୍ୟା ପ୍ରଚାର କରାଯାଉଛି। ଆମେରିକାର ମେଲରୋଜ୍ ଅଞ୍ଚଳରେ ଥିବା ଏକ ଘର ତାଙ୍କ ସହ ଜଡ଼ିତ ବୋଲି ପ୍ରଚାର ଚାଲିଚି। କିନ୍ତୁ ସତ୍ୟ କ’ଣ? ଆସନ୍ତୁ ଜାଣିବା। ପ୍ରଚାରିତ ଦାବି…

ରାଜଧାନୀରେ ମ୍ୟାଙ୍ଗୋ ଫେଷ୍ଟିଭାଲ୍, ୧୦ ଯାଏଁ ଚାଲିବ ମେଳା

ଭୁବନେଶ୍ୱର : ରାଜଧାନୀରେ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ୍। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ବା ଓରମାସ ପକ୍ଷରୁ ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬ ଆୟୋଜନ କରାଯାଉଛି। ଭୁବନେଶ୍ୱର ନନ୍ଦନକାନନ ପଟିଆଠାରେ ମନ୍ତ୍ରୀ ରବି ନାରାୟଣ…

ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ

ଭୁବନେଶ୍ଵର : ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ । ଆର୍ଥିକ ବର୍ଷରେ ଅତି କମରେ ୧୦ ପ୍ରତିଶତ ଆଦାୟ ବୃଦ୍ଧି କରିବାକୁ ଟାର୍ଗେଟ ଦେଇଛନ୍ତି ସରକାର । ସମସ୍ତ ରାଜସ୍ୱ ଆଦାୟକାରୀ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଭୂ ରାଜସ୍ୱ ଆଦାୟରେ ବଡ ହ୍ରାସକୁ ନେଇ ସରକାର…

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ଵର : ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ। ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ…

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

ଭୁବନେଶ୍ବର: ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ରୁଦ୍ର ସାମନ୍ତରାୟ…