Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଯୁବ ସାମ୍ବାଦିକ ପବିତ୍ର ଗୌଡ଼ଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର : ତା 10/06/26 ଯୁବ ସାମ୍ବାଦିକ, ଗାଳ୍ପିକ, ସିନେ ସମୀକ୍ଷକ,ସ୍ବର୍ଗତ ପବିତ୍ର କୁମାର ଗୌଡ଼ଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ସ୍ଥିତ, ପ୍ରଦର୍ଶନୀ କକ୍ଷରେ "ସାମ୍ବାଦିକ ପବିତ୍ର କୁମାର ଗୌଡ଼ ସ୍ମୃତି କମିଟି "ପକ୍ଷରୁ…
ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଛି। ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍ ଫର୍ ଲୋକାଲ’ ଏବଂ…
୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା
ନୂଆଦିଲ୍ଲୀ : ବିଶ୍ୱ ଅସ୍ତ୍ର ନିରୀକ୍ଷଣ ସଂଗଠନ SIPRI ର ସଦ୍ୟତମ ରିପୋର୍ଟ ଦାବି କରିଛି ଯେ, ଭାରତ କାର୍ଯ୍ୟକ୍ଷମ ପ୍ରସ୍ତୁତିରେ ଅତି କମରେ ୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି। ଏହାର ଅର୍ଥ ହେଉଛି କିଛି ପରମାଣୁ ଅସ୍ତ୍ର ଭାରତୀୟ ଯୁଦ୍ଧଜାହାଜ, ବୁଡ଼ାଜାହାଜ କିମ୍ବା ଅନ୍ୟାନ୍ୟ ସାମରିକ…
ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ
ଭୁବନେଶ୍ୱର : ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ଆଜି ଭୁବନେଶ୍ବରରେ ବିସ୍ତୁତ ତଥ୍ୟ ରଖିଛନ୍ତି କେନ୍ଦ୍ର ଆଇନ, ନ୍ୟାୟ ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ଅଜ୍ଜୁନରାମ ମେଘୱାଲ। ଆଜି ସକାଳେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।…
ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଜଳ ସମ୍ପଦ,ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼…
ବରିଷ୍ଠ ଯୋଗ ଶିକ୍ଷକ ସାରଦା କିଙ୍କର ପାଲିତ ସମ୍ବର୍ଦ୍ଧିତ
ଭୁବନେଶ୍ୱର (୮/୬) : ସ୍ଥାନୀୟ ରାମକୃଷ୍ଣ ମଠ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ଯୋଗ ଶିକ୍ଷକ ସାରଦା କିଙ୍କର ପାଲିତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ପ୍ରତିଷ୍ଠାନ ପକ୍ଷରୁ ଯୋଗ ଶିକ୍ଷକ ଅଖିଳ ଚନ୍ଦ୍ର…
ଲକର୍ ଖୋଲିବା ପରେ ବାହାରିଲା ଟଙ୍କା ବିଡ଼ା; ୨ଟି ଲକରରୁ ମିଳିଲା ନଗଦ ୨ କୋଟି
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଥିବା ବାଲୁଗୁଡ଼ାର କୁବେର ITDA ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଠୁଳ କରିଛନ୍ତି ଟଙ୍କା ପାହାଡ଼। ବ୍ୟାଙ୍କ ଲକର୍ ଖୋଲିବା ପରେ ଟଙ୍କା ବିଡ଼ା ଦେଖି ଭିଡିଲାନ୍ସ ଟେରା। ଭୁବନେଶ୍ବର କେଶୁରାରେ ଥିବା ଏକ ବ୍ୟାଙ୍କର ୨ଟି ଲକରରୁ ମିଳିଛି ନଗଦ ୨ କୋଟି ଟଙ୍କା। ବିଡ଼ା…
ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍, ବଢ଼ିଲା LPG ସିଲିଣ୍ଡର ଦାମ୍
ଭୁବନେଶ୍ୱର : ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ୍। ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ଏହି ନୂଆ ଦର ସାରା ଦେଶରେ ଲାଗୁ ହେବ। ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୨୯ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଦର ବୃଦ୍ଧି ପରେ ରାଜଧାନୀ ଭୁବନେଶ୍ୱରରେ…
ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି । ବର୍ଷାପବନରେ ଭାଙ୍ଗିଲା ଗଛ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି । ଗରମ ଗୁଳୁଗୁଳିରୁ ଲୋକଙ୍କୁ ମିଳିଛି ଆଶ୍ବସ୍ତି । ଆକାଶରେ କଳାହାଣ୍ଡିଆ ମେଘ ଦେଖାଯିବା ସହ କିଛି ସ୍ଥାନରେ ବର୍ଷା ହୋଇଛି ।
ଆଜି ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ପରିଲକ୍ଷିତ ହୋଇଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା…
କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷିବ, ୫୦-୬୦ କି.ମି. ବେଗରେ ପବନ ହେବ; ୨୩ ଜିଲ୍ଲାକୁ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଦୁଝର, ମୟୂରଭଞ୍ଜ…